ରୁମ୍ କୁ ଏକୁଟିଆ ଆସିବୁ.. ରାତିସାରା ମସ୍ତି କରି ହାଲିଆ କରିଦେବି… ଦେଖନ୍ତୁ Video

0

ହଁ ଦର୍ଶକ ବନ୍ଧୁ କଥା ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ, ଆପଣ ସେସିଆଲ ମିଡ଼ିଆ ହ୍ୱାଟ୍ସଅପ, ଓ ଫେସବୁକ ଓ ଇନ୍ଷ୍ଟଗ୍ରାମ ଭଳି ଅନେକ ପ୍ରକାରର ସେସିଆଲ ମିଡ଼ିଆର ଆପ୍ପ କୁ ବ୍ୟବହାର କରୁଛୁ , ଓ ସେସିଆଲ ମିଡ଼ିଆ ମାଧ୍ୟମରେ ମଧ୍ୟ ନୂଆ ନୂଆ ଫ୍ରେଣ୍ଡ ମଧ୍ୟ ଆମେ ବନାଉଛେ ଓ ତାଙ୍କ ସହିତ କଥା ମଧ୍ୟ ହେଉଛି ଓ ଏହିପରି କଥା ହେଉ ହେଉ ବିଶ୍ୱାସ ମଧ୍ୟ ଏମିତି ହେଇଯାଉଛି ଲୋକ ମାନଙ୍କର କି ସବୁ ସେଆର କରିବାକୁ ବି ପଛଉନାହାନ୍ତି | ତେବେ ଆଜି ମୁ ଜଣେଇବି ଆପଣଙ୍କୁ ଗୋଟିଏ ଏପରି ସତ୍ୟ ଯାହା ଦ୍ୱାରା ଫେସବୁକ ରେ ଫେକ ଆଇଡି ଖୋଲି କଥା ହେଇଛନ୍ତି ସ୍ୱାମୀଙ୍କ ସହ ଆଉ ସ୍ୱାମୀଙ୍କର ସତ୍ୟ ମଧ୍ୟ ଧରିଛନ୍ତି ସ୍ତ୍ରୀ |

ଇନ୍ଦିରା ସୁଖଲିଆ ନିବାସୀ ମନୀଷା ଚାୱଏଲଙ୍କ ବିବାହ ସତ୍ୟମ ବାବୁଙ୍କ ସହ 2019 ରେ ହୋଇଥିଲା, ଘଟଣାରୁ ଯାହା ଜଣା ପଡିଛି କି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବେଶ ଠିକ ଠାକ ଥିଲା କିନ୍ତୁ ପରେ ଦୁଇଜଣଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା କଳି ଆଉ ଝଗଡା , ଦୁହିଁଙ୍କ ମଧ୍ୟରେ ସମ୍ପର୍କ ରେ ସୃଷ୍ଟି ହେଇଯାଇଥିଲା ଫାଟ ଆଉ ଯାହା ଫଳରେ ସ୍ୱାମୀ ଜଣଙ୍କ ତାଙ୍କ ସ୍ତ୍ରୀଙ୍କୁ କରିବାକୁ ଆରମ୍ଭ କରିଦେଇଥିଲେ ଶାରୀରିକ ଓ ମାନସିକ ନିର୍ଯାତନା, ନିଜ ସ୍ତ୍ରୀଙ୍କୁ ବାଥରୁମ ରେ ଭର୍ତି କରି ରଖି ଦେଉଥିଲେ ଘଣ୍ଟା ଘଣ୍ଟା ଆଉ ତଳେ ପକାଇ ମାଡ଼ ମଧ୍ୟ ମାରୁଥିଲେ |

ଯାହା ଫଳରେ ସ୍ୱାମୀଙ୍କୁ ଛାଡି ବାପ ଘରକୁ ଚାଲିଯାଇଥିଲେ ସ୍ତ୍ରୀ ଜଣଙ୍କ ଆଉ ସେଠି ବାପ ଘରେ ଥିଲା ବେଳେ ସ୍ୱାମୀଙ୍କ ଉପରେ ଆସିଥିଲା ସ୍ତ୍ରୀ ଙ୍କର ସନ୍ଦେହ ଆଉ ଯାହା ପାଇଁ ସ୍ତ୍ରୀ ଜଣଙ୍କ ଗୋଟିଏ ନୂଆ ନମ୍ବର ରେ ଫେକ ଆଇଡି କୁ ଖୋଲିଥିଲେ , ଆଉ ସେହି ଫେକ ଆଇଡି ରେ ସ୍ୱାମୀଙ୍କୁ ମେସେଜ କରି ଫ୍ରେଣ୍ଡ ରିକୁଏସ୍ଟ ମଧ୍ୟ ପଠାଇଥିଲେ , ଆଉ ସ୍ୱାମୀ ମଧ୍ୟ ସ୍ତ୍ରୀ ର ଫ୍ରେଣ୍ଡ ରିକୁଏସ୍ଟ କୁ ଅନ୍ୟ ଝିଅ ଭାବି ଆସେପ୍ଟ କରିଥିଲେ ଓ ଦୁହିଁଙ୍କ ମଧ୍ୟରେ କଥା ବାର୍ତ୍ତା ପୁରା ଜୋରସୋରରେ ଚାଲିଥିଲା ଓ ପରେ ସ୍ୱାମୀ ଜଣଙ୍କ ତାଙ୍କ ସ୍ତ୍ରୀ କୁ ଅଲଗା ଝିଅ ଭାବିକି ତାଙ୍କ ରୁମ କୁ ଡାକିବା ସହିତ ଅର୍ଶ୍ରିଲ ମେସେଜ ମଧ୍ୟ ଦେଇଥିଲେ , ତାହା ସହିତ କିସ ଓ ସେକ୍ସ ପାଇଁ ମଧ୍ୟ କହିଥିଲେ |

ଏହି ପରି କହିଲା ପରେ ସ୍ତ୍ରୀ ଜଣଙ୍କ ତାଙ୍କର ଫେକ ଆଇଡି କଥା ସ୍ୱାମୀଙ୍କୁ ଜଣାଇ ଦେଇଥିଲେ ଓ , ତାହା ଶୁଣିବା ପରେ ତାଙ୍କର ପାଦ ତୋଳୁ ମାଟି ଖୋସିଜାଇଥିଲା , ତାହା ପରେ ସ୍ତ୍ରୀ ଯାଇ ପୋଲିସ ପାଖରେ ସମସ୍ତ ଘଟଣା ଜଣାଇବା ସହିତ ହ୍ୱାଟ୍ସଅପ ରେ କରିଥିବା ଚାଟ ମଧ୍ୟ ଦେଖାଇଥିଲେ ସ୍ତ୍ରୀ, ଆଉ ତା ପରେ କୋଟ ରେ କେଶ ଫାଇଲ ହୋଇ ଥିଲା ଓ ସ୍ତ୍ରୀ ଙ୍କୁ ପ୍ରତି ମାସରେ 7000 ଟଙ୍କା ଦେବା ସହିତ ତାଙ୍କର ଭରଣ ପୋଷଣ ର ସବୁ ଦାୟିତ୍ୱ ବୁଝିବା ପାଇଁ ନିର୍ଦ୍ଧେଶ ଦେଇଥିଲା , ଓ ସ୍ୱାମୀଙ୍କୁ ଜାମିନ ମିଳିଯାଇଥିଲେ ମଧ୍ୟ ଏବେବି କୋଟ ରେ କେଶ ଚାଲିଛି | ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।