ରୋଷେଇ ଘରେ ଦେଖାଗଲା ଭୟାନକ ସାପ , ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

0

ପରିବେଶ କୁ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ ସମସ୍ତ ଜୀବ ଜନ୍ତୁ , ଗଛଲତା ମନୁଷ୍ୟର ଅଂଶ ଗ୍ରହଣ ରହିଥାଏ ଏବଂଏମାନେ ପରିବେଶ ର ଗୋଟିଏ ଗୋଟିଏ ମୁଖ୍ୟ ଅଂଶ ଭାବେ ପରିଗଣିତ ହୋଇଥାନ୍ତି । ଆପଣ ମାନେ ସମସ୍ତେ ଜାଣିଥିବେ କି ସାପ କୁ ହଠାତ୍ ଦେଖିଲେ ଆମେ ଭୟଭୀତ ହୋଇଯାଇଥାଉ ଏବଂ ସେଠାରେ ଆମେ କଣ କରିବୁ ବୋଲି ଭାବି ପାରି ନଥାଉ । ଅନେକ ଲୋକମାନେ ଭୟଭୀତ ହୋଇ ସାପକୁ ଦେଖିଲେ ତାକୁ ମରି ଦିଅନ୍ତି । କିନ୍ତୁ ଧ୍ୟାନ ରଖିବା ଉଚିତ କି କୌଣସି ଭୟାନକ ଜୀବଜନ୍ତୁ ମାରିବା ପୂର୍ବରୁ ସତର୍କତା ଅବଲମ୍ୱନ କରନ୍ତୁ କାରଣ ଅନେକ ସମୟରେ ଅସାବଧାନତା ଅବଲମ୍ୱନ ଯୋଗୁଁ ବିପଦ ପଡିଥାଉ । ସେଥିପାଇଁ କୌଣସି ସ୍ଥାନରେ ଭୟାନକ ସାପ ଦେଖାଗଲେ ତୁରନ୍ତ ସାପ ଉଦ୍ଧାର କାରୀ ଙ୍କୁ ଡକାଇବା ଉଚିତ ।

ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଏକ ରୋଷେଇ ଘରେ , ସମ୍ପୂର୍ଣ୍ଣ ଘଟଣାଟି ହେଉଛି ଏକ ମହିଳା ରୋଷେଇ ଘରେ ରୋଷେଇ କରୁଥିବା ସମୟରେ କୋବ୍ରା ସାପକୁ ଦେଖିବାକୁ ପାଇଥିଲେ । ସେ ସାପକୁ ଦେଖି ବହୁତ ଭୟଭୀତ ହୋଇ ଯାଇଥିଲେ ଏବଂ ତୁରନ୍ତ ସ୍ନେକ ରେସ୍କ୍ୟୁ ଟିପକୁ ଖବର ଦେଇଥିଲେ । ସେହି ସ୍ଥାନରେ ସ୍ନେକ ରେକ୍ସ୍ୟ ଟିମ ପହଞ୍ଚି ସାପ ର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେ ପ୍ରଥମେ ସାପଟିକୁ ଷ୍ଟିକ ସାହାର୍ଯ୍ୟରେ ବାହରକୁ ବାହର କରିବାକୁ ପ୍ରୟାସ କରିବା ପାଇଁ ଅନେକ ଚେଷ୍ଟା କରିଥିଲେ । ବହୁ ଚେଷ୍ଟା ପରେ ସେ ସାପକୁ ଉଦ୍ଧାର କରିଥିଲେ ଏବଂ ଏକ ସୁରକ୍ଷିତ ସ୍ଥାନରେ ରଖିଲେ ।

ସାଧାରଣତଃ ଆଧୁନିକ ସମାଜରେ ବଣ ଜଙ୍ଗଲ ଧୀରେ ଧୀରେ ଲୋକ ପାଇବାରେ ଲାଗିଛି , ଯାହାଫଳରେ ବନ୍ୟ ଜନ୍ତୁ ଗୁଡିକ ବାହାରି ଆସି ଇଆଡେ ସିଆଡେ ବୁଲା ବୁଲି କରୁଛନ୍ତି । ଲୋକମାନଙ୍କ ଘରେ ଦେଖିବାକୁ ପାଉଛୁ , ଯେପରି ଭୟାନକ ସାପ ସେମାନେ ବଣ ଜଙ୍ଗଲରୁ ବାହାରି ଆସି ଘରେ ରହୁଛନ୍ତି । ସେଥିପାଇଁ ଆପଣ ଯଦି ଆପଣଙ୍କ ଘରେ କୌଣସି ସାପ ଦେଖିବାକୁ ପାଆନ୍ତି ତେବେ ଆପଣ ସାପ କୁ କୌଣସି ପ୍ରକାର କ୍ଷତି ନକରି ସର୍ବ ପ୍ରଥମେ ସ୍ନେକ ରେକ୍ସ୍ୟୁ ଟିପକୁ ଖବର ଦିଅନ୍ତୁ । କୌଣସି ପ୍ରକାର ଅସାବଧାନତା ଅବଲମ୍ୱନ କରନ୍ତୁ ନାହିଁ କାହିଁକି ନା ଆଜିର ସମୟରେ ବିଭିନ୍ନ ପ୍ରଜାତିର ସାପକୁ ଦେଖିବା ବହୁତ କଷ୍ଟ କର ହେଲାଣି ।

Plaint against TV channel for using cobra in Odia serial | Sambad English

ସେଥିପାଇଁ ସେମାନଙ୍କୁ ନମାରି ସୁରକ୍ଷିତ ଭାବରେ ସେମାନଙ୍କ ସୁରକ୍ଷାର ସହିତ ଉଦ୍ଧାର କରିବା ଉଚିତ । ତେବେ ଯାଇ ଆମ ପରିବେଶରେ ଜୀବଜନ୍ତୁ ସୁରକ୍ଷିତ ରହିବା ସହିତ ମନୁଷ୍ୟ ମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରିବେ । ପରିବେଶ ମଧ୍ୟ ସୁନ୍ଦର ଭାବରେ ଗଢିତୋଳି ହେବ , ସେଥିପାଇଁ ଆପଣ ସାପକୁ ଦେଖି ଭୟଭୀତ ନହୋଇ ସ୍ନେକ ରେକ୍ସ୍ୟୁ ଟିମକୁ ଖବର ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।