ତେବେ ସୋସିଆଲ ମିଡିଆରେ ଆପଣ ମାନେ ବିଭିନ୍ନ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ। ଏହି ଭିଡିଓ ସବୁ ଆପଣଙ୍କୁ ଖୁବ୍ ପସନ୍ଦ ଆସୁଥିବ। ଏହି ସବୁ ଭିଡ଼ିଓ ମଧ୍ୟରୁ ଏମିତି କିଛି ଭିଡିଓ ରହିଛି ଯାହାକୁ ଦେଖିଲେ ଆମକୁ ଖୁବ୍ ଅଜବ ଓ ଆଶ୍ଚର୍ଯ୍ୟ ଲାଗେ ତ ଆଉ କିଛି ଭିଡିଓ ଏମିତି ରହିଛି ଯାହାକୁ ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ଲଗିବା ସହ ଭୟ ମଧ୍ୟ ଲାଗିଥାଏ। ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଭିଡିଓ ବାବଦରେ ଜଣାଇବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ଭୟଭୀତ ଲାଗିବ।
ତେବେ ଆପଣ ମାନେ ସୋସିଆଲ ମିଡିଆରେ ସାପ ମାନଙ୍କ ଅନେକ ଭିଡିଓ ଭାଇରାଲ ହେବାର ଦେଖିବା ପାଇଁ ପାଇ ଥିବେ। ତେବେ ଭଦ୍ରକ ଜିଲ୍ଲାରେ ସାପ ଆତଙ୍କ ଅଧିକ ଦେଖିବା ପାଇଁ ମିଳୁଛି।ସାପ ମାନଙ୍କ ଆଡା ସ୍ଥଳି ପାଲଟି ଯାଇଛି ଓଡ଼ିଶାର ଭଦ୍ରକ ଜିଲ୍ଲା। ଲୋକଙ୍କ ନିଦ ହଜାଇ ଦେଉଛି ବିଭିନ୍ନ ପ୍ରଜାତିର ସାପ। ଭଦ୍ରକ ଜିଲ୍ଲାରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ସାପ ରହିବାରର ସନ୍ଧାନ ମିଳୁଛି। ଯାହାକୁ ନେଇ ଭୟଭୀତ ହୋଇ ପଡ଼ୁଛନ୍ତି ଲୋକେ। ବାରମ୍ବାର ସାପ ବାହାରିବା ଦ୍ଵାରା ଲୋକେ ଆତଙ୍କିତ ହୋଇ ରହିଛନ୍ତି।
ତେବେ ପୁଣି ଥରେ ଭଦ୍ରକ ଜିଲ୍ଲାର ଏକ ବିରାଟକାୟ ଚନ୍ଦନ ବୋଡ଼ା ସାପକୁ ଉଦ୍ଧାର କରା ଯାଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ଏହି ଭିଡିଓ ଦେଖିଲା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ନିଶ୍ଚିତ। କାରଣ ଏଠାରେ ଏକ ବିରାଟକାୟ ଚନ୍ଦନ ବୋଡ଼ା ସାପକୁ ଉଦ୍ଧାର କରାଯାଇଛି।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ସାପଟି ଦେଖିବାକୁ ଯେତିକି ଭୟଙ୍କର ତାକୁ ଉଦ୍ଧାର କରିବା ମଧ୍ୟ ସେତିକି କଷ୍ଟକର ହୋଇ ପଡ଼ିଥିଲା।
ଜଣେ ମହିଳା ଘରେ ଶୋଇଥିବା ସମୟରେ ଏହି ଚନ୍ଦନ ବୋଡ଼ା ସାପ ପଶି ଆସିଥିଲା ଆଉ ସାପଟି ସିଧା ଯାଇ ମହିଳାଙ୍କ ମୁଣ୍ଡରେ ଦଂଶନ କରିଥିଲା। ଯାହାକୁ ନେଇ ମହିଳା ଜଣଙ୍କ ଗୁରୁତର ହୋଇ ପଡିଛନ୍ତି। ତେବେ ମହିଳାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ୍ ରେ ଭର୍ତ୍ତି କରା ଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବଡ ମେଡିକାଲକୁ ସ୍ଥାନାନ୍ତରିତ କରା ଯାଇଥିଲା।
ଏହାପରେ ସାପଟିକୁ ମଧ୍ୟ ଉଦ୍ଧାର କରା ଯାଇଛି।ଲୋକେ ଏହି ସାପକୁ ଦେଖି ଭଦ୍ରକ ସ୍ନେକ ହେଲ୍ପ ଲାଇନର ସଦସ୍ୟ ମିର୍ଜ଼ା ମହମ୍ମଦ ଆରିଫଙ୍କୁ ଖବର ଦେଇଥିଲେ। ଆଉ ଏହାପରେ ମିର୍ଜା ଆସି ଏହି ବିରାଟକାୟ ଚନ୍ଦ୍ରନାଗ ସାପଟିକୁ ଉଦ୍ଧାର କରି କୌଶଳ କ୍ରମେ ଏକ ଆଖଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ମିର୍ଜ଼ା ମହମ୍ମଦ ଆରିଫ କିଭଳି ଭାବେ ଏହି ବିରାଟକାୟ ଚନ୍ଦ୍ରନାଗ ସାପଟିକୁ ଉଦ୍ଧାର କରିଛନ୍ତି ତାହା ଆପଣ ଭିଡିଓ ଦେଖିଲେ ଜାଣି ପାରିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।