RS Kumar ଙ୍କ ସହ ଭାଇରାଲ ବୟ Santanu & Viral Girl Ritika ଙ୍କ ଜବରଦସ୍ତ ଡ୍ୟାନ୍ସ… ମାତ୍ର 6 ଘଣ୍ଟାରେ 96 Million ରୁ ଅଧିକ ଲୋକ ଦେଖି ସାରିଲେଣି….

0

ବନ୍ଧୁଗଣ ସଙ୍ଗୀତର ପ୍ରତ୍ୟେକ କାର୍ଯ୍ୟକ୍ରମ ବହୁତ୍ ମଜାଦାର ଏବଂ ମନୋରଂଜନ ପୂର୍ଣ୍ଣ ହୋଇଥାଏ। ଆଉ ଏଥିପାଇଁ ସମସ୍ତ ଚ୍ୟାନେଲ ଏଭଳି ଏକ କାର୍ଯ୍ୟକ୍ରମ କୁ ଆୟୋଜିତ କରି ପ୍ରତିଭା ମାନଙ୍କୁ ପାଇଥାନ୍ତି। ଆଉ ଏହି ପ୍ରୟାସ ରେ ସବୁବେଳେ ଆଗରେ ରହି ଆସିଛି ସୀତାରାମ ଅଗ୍ରୱାଲ ଏବଂ ନମିତା ଅଗ୍ରୱାଲ ଙ୍କ ସିଦ୍ଧାର୍ଥ ଟିଭି। ସେହିଭଳି ଏଥର ହୋଲି ରେ ମଧ୍ୟ ସଙ୍ଗୀତର ଛୁଙ୍କ ଦେବା ପାଇଁ ଏବଂ ହୋଲିକୁ ଆହୁରି ଅଧିକ ରଙ୍ଗିନ ଏବଂ ମଜାଦାର କରିବା ପାଇଁ ସିଦ୍ଧାର୍ଥ ଟିଭି ଚ୍ୟାନେଲ ପକ୍ଷରୁ ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା ଯାହାର ନାମ ହେଉଛି ଏଥର ହୋଲି ମ୍ୟୁଜିକାଲି। ଏହାକୁ ତ ଆପଣ ନିଶ୍ଚିତ ଦେଖିଥିବେ।

ତେବେ ଏହି କାର୍ଯ୍ୟକ୍ରମ ବହୁତ୍ ସୁନ୍ଦର୍ ଭାବରେ ସମସ୍ତଙ୍କୁ ମନୋରଂଜନ ଦେବା ଭଳି ହୋଇଥିଲା ସୁରିଲା ଗାୟକ ଓ ଗାୟିକା ମାନଂକର ସୁମଧୁର ସ୍ଵରରେ।ତେବେ ଏହି କାର୍ଯ୍ୟକ୍ରମ ଯେଉଁଭଳି ଭାବରେ ରଙ୍ଗିନ ଏବଂ ସୂରିଲା ହୋଇଥିଲା ଜଣାଶୁଣା ଗାୟକ ଗାୟିକା ମାନଙ୍କ ଦ୍ଵାରା ସେହିପରି ଅଧିକ ଆକର୍ଷଣୀୟ ହୋଇଥିଲା ଓଡ଼ିଶାର ନୂଆ ସ୍ୱର ଶୋ ର କୁନି ପ୍ରତିଭା ଶାନ୍ତନୁ ଏବଂ ରିତିକାଙ୍କ ଉପସ୍ଥିତି।ଏହି ଶୋ ର ଏକ ଦୃଶ୍ୟ ର ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଠି ଭାଇରାଲ ବୟ ଶାନ୍ତନୁ ଙ୍କ ଏକ ଜବରଦସ୍ତ ଡାନ୍ସ ର ଜଲୱା ଦେଖିବାକୁ ମିଳିଛି। ଗାୟକ ଆର୍ ଏସ୍ କୁମାର ଙ୍କ ଗୀତର ତାଳ ସହିତ ସେ ଷ୍ଟେଜ ରେ ନାଚୁଛନ୍ତି।

ଆର୍ ଏସ କୁମାର ଗାଉଥିବା ଗୀତଟି ହେଉଛି, ହାଏ ରାମ୍ ରାମ୍, କୋଇ ହୋ ନାଯାଏ ବଦନାମ୍। ପ୍ରଥମେ ଶାନ୍ତନୁ ଏବଂ ପରେ କୁନି ଝିଅ ରିତିକା ଆସି ଷ୍ଟେଜ ରେ ଯୋଗଦେଇ ଜବରଦସ୍ତ ମନୋରଂଜନ ପୂର୍ଣ୍ଣ ଡାନ୍ସ କରୁଥିବା ଦେଖିବାକୁ ମିଳୁଛି। ଆପଣ ତ ଜାଣିଛନ୍ତି ଏହି ଦୁଇ କୁନି ପ୍ରତିଭା ଶାନ୍ତନୁ ଏବଂ ରିତିକା ମଧ୍ୟ ବହୁତ୍ ସୁନ୍ଦର ଗୀତ ଗାଆନ୍ତି ତାଙ୍କର କୁନି ସୁରିଲା କଣ୍ଠରେ।ଏହି ଦୁଇ କୁନି ଗାୟକ ଓ ଗାୟିକା ଯେଉଁ ଭଳି ଭାବରେ ତାଙ୍କର ସ୍ୱରର ଯାଦୁରେ ସମସ୍ତଙ୍କୁ ଦିବାନା କରିଛନ୍ତି ତାହା ଆପଣ ପିଲା ଦୁଇଟିର ଭିଡିଓ ଦେଖିଲେ ହିଁ ଜାଣି ପାରିବେ ଏବଂ ତାଙ୍କର ସ୍ୱର ଶୁଣି ଲେ ଜାଣି ପାରିବେ।

ଏବେ ସେମାନେ ବେଶ୍ ପରିଚିତ ଚେହେରା ପାଲଟି ଯାଇଛନ୍ତି ସାରା ଓଡ଼ିଶା ରେ। ଏ ଦୁଇ ଜଣଙ୍କୁ ଏବେ କିଏ ବା ନଜାଣେ। ଏବେ ସୋସିଆଲ ମିଡିଆରେ ଯେମିତି ସେମାନେ ଦୁଇଜଣ ପୂରା ଛାଇ ହୋଇ ଯାଇଛନ୍ତି। ତେବେ ଆପଣ ସେମାନଙ୍କ ପ୍ରଦର୍ଶନ ଦେଖି ନିଶ୍ଚିତ ଉପଭୋଗ କରୁଥିବେ। ଏଥର ହୋଲି ମ୍ୟୁଜିକାଲି କାର୍ଯ୍ୟକ୍ରମରେ ସେମାନଙ୍କ ଡାନ୍ସ ଏବଂ ମଜାଦାର ପ୍ରଦର୍ଶନ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଛି। ତେବେ ଆପଣ ଏହି ଭିଡିଓ କୁ ଦେଖି ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।