Exclusive : ଆମର ଯେମିତି ଗଲୁ ଅଛି ତାଙ୍କର ସେମିତି ଥିବ, କଥାବାର୍ତା ହୋଇଥିବ ମୁଁ ଜାଣିବାରେ – ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି,ଭୁବନେଶ୍ୱର ର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ର ସବୁ କଳା କାର୍ଣ୍ଣମା ର ପର୍ଦାଫାସ ହେବା ପରେ ଧୀରେ ଧୀରେ ତାଙ୍କ ସବୁ ସିକ୍ରେଟ ସାମ୍ନା କୁ ଆସିଛି।ତେବେ କିନ୍ତୁ ଅର୍ଚ୍ଚନା ପୋଲିସ ଜାଲ ରେ ଫସିବା ପରେ ତାଙ୍କ ସହ ସମ୍ପର୍କ ରେ ଥିବା ଅନେକ ନେତା , ମନ୍ତ୍ରୀ ତଥା ବଡ଼ ବଡ଼ ସିନେମା ପ୍ରଦ୍ୟୁସର ଙ୍କ ର ଚେହେରା ମଧ୍ୟ ସାମ୍ନା କୁ ଆସିଥିଲା। ତେବେ ବର୍ତ୍ତମାନ ଅର୍ଚ୍ଚନା ଙ୍କ ସହ ଓଡ଼ିଆ ସିନେମା ଡାଇରେକ୍ଟର ସୁଧାକର ବସନ୍ତ ଙ୍କ ର ଏକ ଫୋଟ ସୋସିଆଲ ମିଡ଼ିଆ ଭାଇରାଲ ହୋଇଥିଲା। ତେବେ ଏହା ପରେ ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ ମିଡ଼ିଆ ରେ।

ତେବେ ଏହାର ଉତ୍ତର ରେ ସୁଧାକର ବସନ୍ତ କହିଛନ୍ତି କି , ଅର୍ଚ୍ଚନା ମୋର ଫ୍ୟାନ ଥିଲେ, ଏକ ସିନେମା ର ସୁଟିଂ ପାଇଁ ଆମକୁ ଗୋଟିଏ ସୁନ୍ଦର ଘର ର ଆବଶ୍ୟକତା ଥିଲା। ଆଉ ଯେତେ ବେଳେ ଆମେ ସମସ୍ତେ ଅର୍ଚ୍ଚନା ଙ୍କ ଘର ଦେଖିଲୁ କାରଣ ତାର ପାଖ ଆଖ ରେ ଆମର ଆଉଟ ଡର ଶୁଟିଂ ମଧ୍ୟ ହେବା ର ଥିଲା। ତ ଆମେ ତାଙ୍କୁ କହିଥିଲୁ କି ସିନେମା ପାଇଁ ଆମେ ତୁମର ଘର ଟା ନେବୁ ବୋଲି। ତେବେ ଏହା ପରେ ଅର୍ଚ୍ଚନା ମଧ୍ୟ ତାଙ୍କ ଘର ସୁଟିଂ ପାଇଁ ଖୋଲି ଦେଇଥିଲେ ଆଉ ଆମେ ସେଠାରେ ସୁଟିଂ ମଧ୍ୟ କରିଥିଲୁ।

ତେବେ ଏହାକୁ ନେଇ ବର୍ତ୍ତମାନ ଓଲିଉଡ ଇନ୍ଦ୍ରଷ୍ଟ୍ରି ର ଜଣେ ବଡ ଡାଇରେକ୍ଟର ନିଜର ମତ ଦେଇଛନ୍ତି ,ଆଉ ସେ କହିଛନ୍ତି କି ,”ସୁଧାକର ବସନ୍ତ ,ସେମିତି ଡେଞ୍ଜର ଲୋକ ନୁହେଁ।ସେ ତାର ସିନେମା କରେ ବାସ ତା ଶୁଟିଂ କରେ ସରିଲା ।ତେବେ ସେ ଯେତେବେଳେ କହୁଛି କି ଅର୍ଚ୍ଚନା ନାଗ ଙ୍କ ଘରେ ସେ କେବଳ ସୁଟିଂ କରିଛି ବୋଲି ତେବେ ତାହା ସତ୍ୟ ହୋଇଥିବ କାରଣ ଆମେ ବି ଅନେକ ଲୋକଙ୍କ ଘରେ ସୁଟିଂ କରିଛୁ। ଆଉ ୟେ ଟିକେ ଗେଲୁ ହେଉଛି ଯଦି ସେ ବି ଟିକେ ଗେଲୁ ହୋଇଥିବ ଆଉ”।

ତା ପରେ ସେ କହିଛନ୍ତି କି କାହାର କଣ ସମ୍ପର୍କ ରହିଛି କାହା ସହ ତା ବିଷୟ ରେ ତଦନ୍ତ କଲେ ଜଣାପଡ଼ିବ। ସୁଧାକର ତାର ସୁଟିଂ କରିବା ପାଇଁ ଯାଇଥିଲା ,ନେତା ମନ୍ତ୍ରୀ ମାନେ କଣ ପାଇଁ ସବୁ ଯାଇଥିଲେ ବୋଲି ତାଙ୍କର କହିବେ। ତେବେ ତଦନ୍ତ ହେବା ଦରକାର କିନ୍ତୁ ଏବେ ତଦନ୍ତ କରିବ କିଏ। ଯଦି ତାକୁ ପଇସା ଦେଇ ଚୁପ କରି ବସେଇ ଦେବେ ତେବେ ତଦନ୍ତ କେମିତି ହେବ। ତେଣୁ ତଦନ୍ତ ହେବା ଦରକାର ଆଉ ସମସ୍ତ ଙ୍କୁ ନିଜ ଭୁଲ ପାଇଁ ଦଣ୍ଡ ମିଳିବା ବି ଦରକାର। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment