ରୁଦ୍ରୀ ଏବଂ ଗାର୍ଗୀ ଙ୍କ ଜବରଦସ୍ତ ଡ୍ୟାନ୍ସ ଭାଇରାଲ୍, ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ, ଦେଖନ୍ତୁ ଭିଡ଼ିଓ

0

ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି। ସିନେମା ଜଗତର ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ହଟକେ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଓଲିଉଡ଼ ର ଅଭିନେତ୍ରୀ ମାନେ ତାଙ୍କର ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ।

ଏହାଛଡ଼ା ଅନେକ ସେମାନଙ୍କ ଲାଇଫ ଷ୍ଟାଇଲ କୁ ମଧ୍ୟ ଅନୁସରଣ କରିଥାନ୍ତି। ତେବେ ଯଦି ଆମେ ଫିଲ୍ମ୍ କିମ୍ୱା ସିରିଏଲ ଇଣ୍ଡଷ୍ଟ୍ରିର କଥା କହିବା ତେବେ ଏହାର ପ୍ରଭାବ ଦର୍ଶକ ମାନଙ୍କ ପାଇଁ ଟିକେ ଅଧିକ ରହିଥାଏ।ସେ ଯେଉଁ ଭାଷାଭାଷୀ ର ଦର୍ଶକ ହେଇ ଥାଆନ୍ତୁ ନା କାହିଁକି ବଲିଉଡ ର କଳାକାର ମାନଙ୍କ ପ୍ରତି ସମସ୍ତଙ୍କ ମନରେ ଏକ ଆଗ୍ରହ ରହିଥାଏ। ଓଲିଉଡ୍ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି। ସେହିପରି କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି।

ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ରୁଦ୍ରୀ ଏବଂ ଗାର୍ଗୀ ଅନ୍ୟତମ। ଏହି ଦୁଇ ଅଭିନେତ୍ରୀ ରୁଦ୍ରୀ ଏବଂ ଗାର୍ଗୀ ଦର୍ଶକ ଏବଂ ପ୍ରସଂଶକ ମାନଙ୍କ ଉପରେ ତାଙ୍କର ସୁନ୍ଦରତା ଏବଂ ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ିବାରେ ଲାଗିଛନ୍ତି। ଓଲିଉଡ଼ ଧାରାବାହିକ ଜଗତରେ ସେମାନେ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ଏହି ଅଭିନେତ୍ରୀ ଦୁଇ ଜଣଙ୍କର ଅଭିନୟ ର ଢାଞ୍ଚା ଏବଂ ଡାନ୍ସ ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। କୌଣସି ଅନ୍ଯ ଅଭିନେତ୍ରୀ ମାନଙ୍କ ଠାରୁ ସୁନ୍ଦରତା ରେ ଏମାନେ କମ୍ ନୁହଁନ୍ତି। ତେବେ ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ଡାନ୍ସ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ସେମାନେ ତାଙ୍କର ସୌନ୍ଦର୍ଯ୍ୟ, ବୋଲ୍ଡ ଅନ୍ଦାଜ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଏବେ ଏହି ଦୁଇ ଅଭିନେତ୍ରୀ ଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସେମାନେ ଏକ ଭିନ୍ନ ଅନ୍ଦାଜ ରେ ଜବରଦସ୍ତ ଡାନ୍ସ ଫର୍ମ ରେ ନଜର ଆସିଛନ୍ତି। ଏଠାରେ ଏମାନଙ୍କର ଡାନ୍ସ ପାଇଁ ଏହି ଗେଟ୍ ଅପ କୁ ଦେଖିଲେ ଆପଣବି ତାଙ୍କର ଦିବାନା ହୋଇଯିବେ। ସେମାନେ ଏହି ଗେଟ୍ ଅପ୍ ରେ ବହୁତ୍ ହଟ ଏବଂ ରୋମାଣ୍ଟିକ ଦେଖା ଯାଉଛନ୍ତି ଏବଂ ଜବରଦସ୍ତ ଡାନ୍ସ ର ଜଲୱା ଦେଖାଉଛନ୍ତି। ସେମାନଙ୍କର ଏହି ଆକର୍ଷଣୀୟ ଡାନ୍ସ ର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।