ଓଡିଶା ର No -1 youtuber ରୂପା ହଟାତ ଛାଡିଲେ ଘର ! ପୁରା ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ….ମାତ୍ର 4 ଘଣ୍ଟାରେ 228k ରୁ ଅଧିକ ଲୋକ ଦେଖି ସାରିଲେଣି…

ଓଡ଼ିଶାର ନଂ ୱାନ ବ୍ଲଗର ରୂପା ପିଣ୍ଟୁଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ।ଆପଣ ମାନେ ଯଦି ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବେ ତେବେ ରୂପା ପିଣ୍ଟୁଙ୍କ ଅନେକ ବ୍ଲଗ୍ ଦେଖିବାକୁ ପାଇଥିବେ।ପ୍ରତିଦିନ ନୂଆ ନୂଆ ବ୍ଲଗ ଦର୍ଶକ ମାନଙ୍କ ସହିତ ସେୟାର କରି ଦର୍ଶକ ଭଲ ପାଇବା ଜିତି ପାରିଛନ୍ତି ରୂପା ପିଣ୍ଟୁ।ପ୍ରତିଦିନ ରୂପା ଓ ପିଣ୍ଟୁ ନୂଆ ନୂଆ ଭିଡିଓକୁ ଭିନ୍ନ ଏକ ଶୈଳୀରେ ଦର୍ଶକ ସାମ୍ନା ରେ ରଖିଥାନ୍ତି ଯାହାକୁ ଦର୍ଶକ ମାନେ ଦେଖିବା ପାଇଁ ଆଗ୍ରହର ସହିତ ଅନେଇ ରହିଥାନ୍ତି। ଏମାନଙ୍କ ପ୍ରତି ଭିଡିଓକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିଥାନ୍ତି।

ତେବେ ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ତେବେ ଭିଡିଓରେ ଦେଖିବାକୁ ମିଳିଛି ଘର ଛାଡ଼ିଛନ୍ତି ରୂପା। ତେବେ କାହିଁକି ଓ କଣ ପାଇଁ ଘର ଛାଡିଛନ୍ତି ରୂପା। ଆସନ୍ତୁ ଜାଣିବା ସେ ବାବଦରେ। ତେବେ ରୂପା ଘର ଛାଡ଼ିବାର କାରଣ ହେଉଛି ଆଗକୁ ରୂପା ଓ ପିଣ୍ଟୁଙ୍କ ଏକ ମ୍ୟୁଜିକ ଭିଡିଓ ସାମ୍ନାକୁ ଆସିବା ପାଇଁ ଯାଉଛି ଆଉ ଯାହାର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବା ପାଇଁ ଯାଉଛି। ଯେଉଁଥି ପାଇଁ ରୂପା ବହାରି ଛନ୍ତି ସୁଟିଂ ସେଟ୍ କୁ।କେବଳ ରୂପା ନୁହେଁ ପିଣ୍ଟୁ ଓ ଖୁସି ବି ବାହାରି ଛନ୍ତି ସୁଟିଂ ସେଟ୍। ତେବେ ସୁଟିଂ ସେଟ୍ ରେ ରୂପା ଓ ପିଣ୍ଟୁ ୩-୪ ଦିନ ରହିବେ ବୋଲି ସୂଚନା ମିଳିଛି।

ତେବେ ସାବିତ୍ରୀ ମ୍ୟୁଜିକ ଖୁବଶୀଘ୍ର ଆସିବା ପାଇଁ ଯାଉଛି ଏକ ସୁନ୍ଦର୍ ଗୀତ। ଗୀତଟି ହେଉଛି ‘ଦିଲ୍ ଚୋର ଦିଲ୍ଚୋର୍ ତୁ ଚୋରି କଲୁ ମନ ମୋର୍’। ଆଉ ଏହି ଗୀତରେ ଅଭିନୟ କରିବେ ରୂପା ଆଉ ପିଣ୍ଟୁ।।ତେବେ ଆପଣ ଗୀତର ନାଆରୁ ହିଁ ଜାଣି ପାରୁ ଥିବେ ଗୀତର ଷ୍ଟୋରି କିପରି ହୋଇଥିବ। ଏକ ଭିନ୍ନ ଧରଣର ଷ୍ଟୋରି ନେଇ ଖୁବ୍ ଶୀଘ୍ର ସାବିତ୍ରୀ ମ୍ୟୁଜିକ ରେ ଏହି ଗୀତଟି ରିଲିଜ୍ କରାଯିବା ନେଇ ପିଣ୍ଟୁ ତାଙ୍କ ଫ୍ୟାନ ମାନଙ୍କୁ ଜଣାଇ ଛନ୍ତି

ଏହା ସହିତ ଭିଡିଓରେ ଦେଖିବାକୁ ମିଳିଛି ବହୁତ୍ ସାରା ମଜାମସ୍ତି। ଯାହାକି ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଛି। ତେବେ ଆପଣ ବି ଏହି ମଜା ମସ୍ତି ଭରା ଭିଡିଓ ଦେଖନ୍ତୁ ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ ଯେ ଭିଡିଓ ଟି କେତେ ସୁନ୍ଦର୍ ହୋଇଛି। ତେବେ ଏହି ସୁନ୍ଦର ମଜାମସ୍ତି ଭରା ଭିଡିଓକୁ ଦେଖି ଏହାର ମଜା ନିଅନ୍ତୁ ଆଶା କରୁଛୁ ଏହି ଭିଡିଓଟି ଆପଣଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment