ଦେଖନ୍ତୁ Socking ଭିଡ଼ିଓ- ରୂପା ( rupa ) ଦାଢ଼ି କାଟୁ କାଟୁ ହଟାତ ଜେଜେ ବାପାଙ୍କ ସହିତ ଘଟିଲା ଏମିତି…ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ କାମ କରିବନି….

ବନ୍ଧୁଗଣ ଆପଣ ମାନେ ଓଡ଼ିଶାର ନମ୍ୱର ୱାନ ୟୁ ଟ୍ୟୁବ ଚେନାଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ କୁ ଭଲ ଭାବରେ ଜାଣିଥିବେ। ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।

ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।

ତେବେ ଏହି ଭିଡ଼ିଓ

ଟିରେ ଦେଖା ଯାଇଛି ଯେ, ରୁପା ଭାଉଜ ତାଙ୍କର ନୂଆ ସେଳୁନ ଖୋଲିଛନ୍ତି ଆଉ ତାଙ୍କ ସେଳୁନ ରେ ସେ ତାଙ୍କ ଜେଜେ ବାପା ଙ୍କ ର ଦାଢ଼ି ସେଭିଙ୍ଗ କରୁଛନ୍ତି।ତେବେ ଏହାକୁ ଦେଖି ପିଣ୍ଟୁ ଭାଇ ଆମର କମେଡି କରିଛନ୍ତି ଆଉ କହିଛନ୍ତି କି ରୁପା ଭାଉଜ ଙ୍କ ର ଏକ ସେଳୁନ କରିଦେଲେ ଭଲ ଆୟ ହେବ ତାଙ୍କର ବୋଲି। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ରୁପା ସେଳୁନ କରି ନାହାନ୍ତି, ବରଂ ଜେଜେ ବାପା ବୁଢ଼ା ହୋଇଯିବା କାରଣ ରେ ସେ ନିଜର ସେଭିଙ୍ଗ କରିପାରିବେ ନାହିଁ ତେଣୁ ରୁପା ତାଙ୍କର ଶେଭିଂ କରିଛନ୍ତି।

ତେବେ ଏହା ମଧ୍ୟରେ ଦେଖିବା କୁ ମିଳିଛି କି ସବୁ ଥର ପରି ଏହି ଭିଡ଼ିଓ ରେ ମଧ୍ୟ ପିଣ୍ଟୁ ଭାଇ ତାଙ୍କ ଭଉଣୀ ଓ ମାମୁନି ଙ୍କ ସହ ଥଟ୍ଟା ମଜା କରୁଛନ୍ତି ଆଉ ଖୁସି ମା ଙ୍କ ସହ ମଧ୍ୟ ଲାଗୁଛନ୍ତି। ତେବେ ଭିଡ଼ିଓ ଟି ଖୁବ ସୁନ୍ଦର ଓ ମଜାଦାର ରହିଛି ଆପଣ ମାନେ ନିଶ୍ଚିତ ଦେଖନ୍ତୁ।ତେବେ ଏହି ଭିଡ଼ିଓ ଟିରେ ଆପଣ ଦେଖିବେ କି ଆମ ଖୁସି ମା ରାମଦେବ ବାବା ଙ୍କ ର ଲଙ୍ଗ ଡ୍ରେସ ପିନ୍ଧି ଦୌଡି ବୁଲୁଛନ୍ତି ଏବଂ ତାଙ୍କ ବାପା ମା ଙ୍କ ଗୀତ ରେ ଡ଼୍ୟାନ୍ସ କରୁଛନ୍ତି ।ତେବେ ଭିଡ଼ିଓ ଟି ଖୁବ ମଜାଦାର ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment