ଓଡ଼ିଶାର ନଂ ୱାନ ବ୍ଲଗର ରୂପା ପିଣ୍ଟୁଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।ଆପଣ ମାନେ ଯଦି ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବେ ତେବେ ରୂପା ପିଣ୍ଟୁଙ୍କ ଅନେକ ବ୍ଲଗ୍ ଦେଖିବାକୁ ପାଇ ଥିବେ।ପ୍ରତିଦିନ ନୂଆ ନୂଆ ବ୍ଲଗ ଦର୍ଶକ ମାନଙ୍କ ସହିତ ସେୟାର କରି ଦର୍ଶକ ଭଲ ପାଇବା ଜିତି ପାରିଛନ୍ତି ରୂପା ପିଣ୍ଟୁ।ପ୍ରତିଦିନ ରୂପା ଓ ପିଣ୍ଟୁ ନୂଆ ନୂଆ ଭିଡିଓକୁ ଭିନ୍ନ ଏକ ଶୈଳୀ ରେ ଦର୍ଶକ ସାମ୍ନା ରେ ରଖିଥାନ୍ତି ଯାହାକୁ ଦର୍ଶକ ମାନେ ଦେଖିବା ପାଇଁ ଆଗ୍ରହର ସହିତ ଅନେଇ ରହିଥାନ୍ତି। ଏମାନଙ୍କ ପ୍ରତି ଭିଡିଓ କୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିଥାନ୍ତି। ପ୍ରତି ଭିଡିଓ ରେ ରହିଥାଏ ମିଲିୟନ ମିଲିୟନ ଭିଉୟୁ ଏବଂ ଲକ୍ଷ ଲକ୍ଷ ଲାଇକ।
ତେବେ ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ଭିଡ଼ିଓରେ ଏମିତି କିଛି ଦେଖିବା ପାଇଁ ମିଳିଛି ଯାହା ଆପଣଙ୍କ ପିଲା ଦିନର ସ୍ମୃତିକୁ ପୁଣିଥରେ ମନେ ପକାଇ ଦେବ।ତେବେ ଆସନ୍ତୁ ଜାଣିବା ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ର ଆଜିର ବ୍ଲଗ୍ ବାବଦରେ।
ତେବେ ପିଲା ବେଳେ ଆପଣ ମାନେ ଗାଁ ଗଣ୍ଡାରେ ସାଙ୍ଗ ସାଥୀଙ୍କ ମେଳରେ ବଣ ବୁଦା ପାଖରେ କାନକୁଳି ହୋଇଥିବାର ନିଶ୍ଚିତ ଭାବରେ ଦେଖିବାକୁ ପାଇଥିବେ। ଆଉ ସେ ସବୁକୁ ତୋଳି ଖାଇଥିବେ ମଧ୍ୟ। ଆଉ ସେହି ସବୁ ସ୍ମୃତି ଆପଣଙ୍କର ଏବେ ମଧ୍ୟ ମନେ ରହିଥିବ କାରଣ ପିଲା ଦିନର ସେହି ସ୍ମୃତି ସବୁ ବେଳେ ହୃଦୟ ଭିତରେ ସାଇତା ହୋଇ ରହିଥାଏ।
ତେବେ ରୂପା ପିଣ୍ଟୁଙ୍କ ଆଜିର ଏହି ସୁନ୍ଦର୍ ବ୍ଲଗ୍ ସମସ୍ତଂକ ପିଲା ଦିନକୁ ମନେ ପକାଇ ଦେଉଥିବ ନିଶ୍ଚିତ। ହଁ ଆଜ୍ଞା ପିଣ୍ଟୁ ଆଜି ପିଲା ଦିନର ସ୍ମୃତିକୁ ତାଙ୍କ ଭିଡିଓ ମାଧ୍ୟମରେ ମନେ ପକାଇ ଦେଇଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ପିଣ୍ଟୁ ତାଙ୍କ ଭଉଣୀ ଭାଇ ଓ ତାଙ୍କ କୁନି ଝିଅ ଖୁସିଙ୍କ ସହିତ ପାଖ ବଣରୁ କାନକୋଳି ତୋଳି ଖାଉଛନ୍ତି। ଯାହାକୁ ଖୁବ୍ ଖୁବ୍ ନିଆରା ଢଙ୍ଗରେ ଦର୍ଶକ ମାନଙ୍କ ସହିତ ସେୟାର କରିଛନ୍ତି ପିଣ୍ଟୁ। ଆଉ ଏହି ଭିଡିଓକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିଛନ୍ତି। ଏହା ସହିତ ଖୁବ୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଏହା ସହିତ ଭିଡିଓରେ ଆହୁରି ବହୁତ୍ କିଛି ମଜାମସ୍ତି ଦେଖିବା ପାଇଁ ମିଳୁଛି ଯାହା ଆପଣ ଏହି ଭିଡ଼ିଓ ଦେଖିଲା ପରେ ଜାଣି ପାରିବେ। ତେବେ ଡେରି ନକରି ଏହି ସୁନ୍ଦର୍ ଭିଡିଓକୁ ନିଶ୍ଚିତ ଦେଖନ୍ତୁ ଆଶା କରୁଛୁ ଏହି ଭିଡିଓ ଆପଣଙ୍କୁ ବେଶ୍ ପସନ୍ଦ ଆସିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।