ଆପଣ ମାନେ ଜାଣିଥିବେ ଆଜିର ଦିନରେ ସୋସିଆଲ ମିଡିଆ କେତେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସୋସିଆଲ ମିଡ଼ିଆ କେତେବେଳେ କାହାର ସର୍ବନାଶ କରିବ ଏବଂ ସୋସିଆଲ ମିଡିଆର କେତେବେଳେ କାହା ଭାଗ୍ୟ ଖୋଲି ଦେବ ସେକଥା କହି ହେବ ନାହିଁ। ସୋସିଆଲ ମିଡ଼ିଆ ମାଧ୍ୟମ କରି ଲୋକେ ଏଠି ରାତା ରାତି ଷ୍ଟାର ପାଲଟି ଯାଇଛନ୍ତି। ତେବେ ସୋସିଆଲ ମିଡିଆରୁ ନିଜର ପରିଚୟ ସୃଷ୍ଟି କରିଥିବା ସେମିତି ଏକ ଯୋଡି ହେଉଛନ୍ତି ରୂପା ଓ ପିଣ୍ଟୁ।
ତେବେ ରୂପା ଓ ପିଣ୍ଟୁଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଏହି ଦୁଇ ଯୋଡି ବର୍ତ୍ତମାନ ସମୟରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ପ୍ରଥମେ ଟିକଟକ୍ ରେ ଛୋଟ ଛୋଟ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟରେ ଜାଗା ତିଆରି କରି ଥିଲେ ରୂପା ଓ ପିଣ୍ଟୁ। ଏହାପରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲରେ ରେ ବ୍ଲଗ୍ ଭିଡିଓ କରି ଅପଲୋଡ଼ କରିଥିଲେ ଯାହା ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ଆଉ ଏହା ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା ରୂପା ଓ ପିଣ୍ଟୁଙ୍କୁ।ତେବେ ରୂପା ପିଣ୍ଟୁ ଏବେ କେବଳ ବ୍ଲଗ୍ ନୁହେଁ ବର୍ତ୍ତମାନ ସମୟରେ ରୂପା ଓ ପିଣ୍ଟୁ ଏକା ଧିକ ଓଡ଼ିଆ ଆଲବମ ମଧ୍ୟ ନଜର ଆସି ଦର୍ଶକ ମାନଙ୍କ ଦୃଦୟ ଜିତି ପାରିଛନ୍ତି। ଆଉ ଏମାନେ ରାତାରାତି ଷ୍ଟାର ପାଲଟି ଯାଇଛନ୍ତି।
ତେବେ ଆପଣ ମାନେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲ ର ଅନେକ ବ୍ଲଗ୍ ଦେଖିବାକୁ ପାଇଥିବେ। ଆଉ ଏହି ସବୁ ଭିଡ଼ିଓ ଗୁଡିକ ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ମଧ୍ୟ ଆସୁଥିବା। ପ୍ରତିଦିନ ରୂପା ଓ ପିଣ୍ଟୁ ନୂଆ ନୂଆ ଭିଡିଓକୁ ଭିନ୍ନ ଏକ ଶୈଳୀରେ ଦର୍ଶକ ସାମ୍ନାରେ ରଖିଥାନ୍ତି ଯାହାକୁ ଦର୍ଶକ ମାନେ ଦେଖିବା ପାଇଁ ଆଗ୍ରହର ସହିତ ଅନେଇ ରହିଥାନ୍ତି। ତେବେ ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ।
ଭିଡିଓରେ ଦେଖିବାକୁ ମିଳିଛି ମିଳିଛି ବହୁତ୍ ସାରା ମଜାମସ୍ତି। ଏହା ସହିତ ମନ୍ଦିର କାମ ମଧ୍ୟ ଚାଲିଛି। ପିଣ୍ଟୁ ତାଙ୍କ ସବୁ ଭିଡ଼ିଓ ତାଙ୍କ ପରିବାର ସହିତ କରିଥାନ୍ତି ଆଉ ପରିବାର ପରସ୍ପର ଭିତରେ ବଏଣ୍ଡିଂ ମଧ୍ୟ ଖୁବ୍ ଭଲ ରହିଥାଏ। ଯାହା ଏହି ଭିଡିଓରେ ଦେଖିବାକୁ ମିଳୁଛି। ସମସ୍ତେ ମିଳିମିଶି କାମ କରୁଥିବା ଦେଖିବାକୁ ମିଳୁଛି। ତେବେ ଆପଣ ଏହି ସୁନ୍ଦର୍ ଭିଡିଓକୁ ଦେଖିଲେ ଜାଣି ପାରିବେ କି ଭିଡିଓଟି କେତେ ସୁନ୍ଦର୍ ହୋଇଛି। ତେଣୁ ଆପଣ ନିଶ୍ଚିତ ଏହି ଭିଡିଓକୁ ଦେଖି ଏଞ୍ଜୟ୍ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।