ଓଡ଼ିଶାର No.1 ୟୁଟ୍ୟୁବର Rupaଏବଂ pintu ଙ୍କର ଏମିତି କିଛି ଫୋଟୋ, ଆଗରୁ ଦେଖି ନଥିବେ..

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆସିଥାଏ ଆମ ସାମ୍ନା କୁ ଯେଉଁଥିରୁ ଆମେ ଅନେକ କଥା ଶିଖିବାକୁ ପାଇଥାଉ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଇଛି ଓଡିଶା ର ନମ୍ବର 1 ଭ୍ଲୋଗର ରୁପା ଆଉ ପିଣ୍ଟୁ ଙ୍କ ବିଷୟରେ କିଛି କଥା |

ସେମାନେ କେମିତି ଲୋକ ମାନଙ୍କ ପାଖରେ ଏତେ ପ୍ରିୟ ଆଉ ପ୍ରସଂଶା ର ପାତ୍ର ହୋଇ ପାରିଲେ ଓ ରାତା ରାତି ଷ୍ଟାର ବନି ଯାଇଥିଲେ ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିଵା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କୌଣସି କାର୍ଯ୍ୟ ରେ ଆମ ମାନଙ୍କୁ ସଫଳତା ପାଇବା ପାଇଁ ହେଲେ ଆମକୁ ପ୍ରଥମେ ଚେଷ୍ଟା କରିବା ପାଇଁ ପଡିବ ଆଉ ସେହି କାର୍ଯ୍ୟ ପ୍ରତି ଆଗ୍ରହ ଥିବା ମଧ୍ୟ ନିହାତି ଆବଶ୍ୟକ ହୋଇଥାଏ ବୋଲି କୁହାଯାଉଛି | ଆଉ ସେହି ଚେଷ୍ଟା ଆଉ ଆଗ୍ରହ ଦେଖିବାକୁ ମିଳିଥିଲା ପିଣ୍ଟୁ ଙ୍କ ମନରେ | ଆଉ ଯେଉଁଠି କୁହାଯାଉଛି କି ପିଣ୍ଟୁ ହେଉଛନ୍ତି ଜଣେ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ପୁଅ ଜଣଙ୍କ | ଆଉ ସେ ରୁପା ଙ୍କୁ ବିବାହ କରିଥିଲେ ତାଙ୍କର ଗୋଟିଏ କୁନି ଝିଅ ଟେ ମଧ୍ୟ ରହିଛି ଯାହା ର ନାମ ହେଉଛି ଖୁସି |

 

ତେବେ ପିଣ୍ଟୁ ଙ୍କର ଗୋଟିଏ ଛୋଟ ଡ୍ରେସ ଦୋକାନ ମଧ୍ୟ ରହିଛି ବଜାର ଭିତରେ | ଆଉ କୁହାଯାଉଛି କି 2020 ମସିହା ଯେଉଁ ମସିହା ଟି କେତେକ ଲୋକ ଙ୍କ ପାଇଁକି ଭଲ ହୋଇଥିବା ବେଳେ ଆଉ କେତେକ ଲୋକଙ୍କ ପାଇଁକି ଖରାପ ମଧ୍ୟ ହୋଇଥିଲା | ଆଉ ସେହି ସମୟରେ ଟିକଟକ ର ଚାହିଦା ଅଧିକ ଥିଲା ବୋଲି କୁହାଯାଉଛି | ଆଉ ସେହି ଟିକଟକ ରୁ ହିଁ ରୁପା ଆଉ ପିଣ୍ଟୁ ଙ୍କୁ ଲୋକ ମାନେ ଜାଣି ପାରିଥିଲେ |ଟିକ ଟକ ମାଧ୍ୟମରେ ଭିଡ଼ିଓ କରି ଲୋକ ମାନଙ୍କ ପାଖରେ ନିଜର ପରିଚୟ ମଧ୍ୟ ସୃଷ୍ଟି କରି ପାରିଥିଲେ ପିଣ୍ଟୁ ଓ ରୁପା |

ତାହା ପରେ ଟିକଟକ ବନ୍ଦ ହୋଇଯିବ ପରେ ମଧ୍ୟ ସେମାନେ ହାର ମାନି ନ ଥିଲେ, ଆଉ ଇଉଟିୟୁବ ରେ ସେ ନିଜର କେତେକ ଭିଡ଼ିଓ ଓ ଡାନ୍ସ ସହିତ ନିଜର ଦୌନନ୍ଦିନୀ ଜୀବନରେ ଘଟୁଥିବା କିଛି ଘଟଣା ବଳି ର ଭିଡ଼ିଓ କୁ ରେକଡ଼ିଂ କରିଥିଲେ ଆଉ ତାହା କୁ ସୋସିଆଲ ମିଡ଼ିଆରେ ଭାଇରାଲ କରାଇଥିଲେ | ଆଉ ତାହା ପରେ ଲୋକ ମାନେ ତାଙ୍କୁ ଜାଣିଥିଲେ ଆଉ ଭଲ ପାଇବା ମଧ୍ୟ ଦେଇଥିଲେ ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment