ପୁଣିଥରେ Rupa Pin2 Khushi ଙ୍କ ଘରକୁ ଆସିଲା ନୂଆ କାର ! ଏମିତି କି ଆସିଲା କାର ଯାହାକୁ ଦେଖି ସମସ୍ତେ ହେଲେ ଆଶ୍ଚର୍ଯ୍ୟ…ଦେଖନ୍ତୁ video

ଓଡ଼ିଶାର ନଂ ୱାନ ବ୍ଲଗର ରୂପା ପିଣ୍ଟୁଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।ଆପଣ ମାନେ ଯଦି ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବେ ତେବେ ରୂପା ପିଣ୍ଟୁଙ୍କ ଅନେକ ବ୍ଲଗ୍ ଦେଖିବାକୁ ପାଇ ଥିବେ।ପ୍ରତିଦିନ ନୂଆ ନୂଆ ବ୍ଲଗ ଦର୍ଶକ ମାନଙ୍କ ସହିତ ସେୟାର କରି ଦର୍ଶକ ଭଲ ପାଇବା ଜିତି ପାରିଛନ୍ତି ରୂପା ପିଣ୍ଟୁ।ପ୍ରତିଦିନ ରୂପା ଓ ପିଣ୍ଟୁ ନୂଆ ନୂଆ ଭିଡିଓକୁ ଭିନ୍ନ ଏକ ଶୈଳୀ ରେ ଦର୍ଶକ ସାମ୍ନା ରେ ରଖିଥାନ୍ତି ଯାହାକୁ ଦର୍ଶକ ମାନେ ଦେଖିବା ପାଇଁ ଆଗ୍ରହର ସହିତ ଅନେଇ ରହିଥାନ୍ତି। ଏମାନଙ୍କ ପ୍ରତି ଭିଡିଓ କୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିଥାନ୍ତି। ପ୍ରତି ଭିଡିଓ ରେ ରହିଥାଏ ମିଲିୟନ ମିଲିୟନ ଭିଉୟୁ ଏବଂ ଲକ୍ଷ ଲକ୍ଷ ଲାଇକ।

ତେବେ ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ତେବେ ପିଣ୍ଟୁ ପରିବାର ସମସ୍ତଙ୍କୁ ଏକ ସରପ୍ରାଇଜ୍ ଦେଇଛନ୍ତି ଖାସ୍ କରି ରୂପାଙ୍କୁ। ତେବେ କଣ ରହିଛି ସେହି ସରପ୍ରାଇଜ୍ ଆପଣ ଭିଡିଓ ଦେଖିଲେ ହିଁ ଜାଣି ପାରିବେ।ତେବେ ଆସନ୍ତୁ ଜାଣିବା ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ର ଆଜିର ବ୍ଲଗ୍ ବାବଦରେ।

ତେବେ ଭିଡିଓରେ

ଦେଖିବାକୁ ମିଳୁଛି ବହୁତ୍ ସାରା ମଜା ମସ୍ତି।ରୂପାଙ୍କ ପାଇଁ ପିଣ୍ଟୁ ଏକ ନୂଆ କାର କିଣିଛନ୍ତି ଆଉ କାର ଆଣିବା ପାଇଁ ସମସ୍ତେ ଯାଇ ପହଁଚି ଛନ୍ତି ଶୋରୁମ୍ ରେ। ସମସ୍ତେ ବେଶ୍ ଖୁସି ଥିବାର ଦେଖିବାକୁ ମିଳିଛି। ଭିଡିଓ ରେ ବେଶ୍ ମଜା ମସ୍ତି ମଧ୍ୟ ଦେଖିବାକୁ ମିଳିଛି। ତେବେ ରୂପା ବ୍ଲାକ କଲର୍ ର ଏକ କାର ପସନ୍ଦ କରିଥିଲେ କିନ୍ତୁ ପିଣ୍ଟୁ ମଜାରେ ହ୍ୱାଇଟ ରଙ୍ଗର କାର ନେଇଛନ୍ତି ବୋଲି କହିଥିଲେ ଯାହାକୁ ନେଇ ରୂପା ଟିକେ ଚିଡି ଯିବାର ମଧ୍ୟ ଭିଡିଓ ରେ ଦେଖିବାକୁ ମିଲୁଛି।

ତେବେ ଫାଇନାଲି ବ୍ଲାକ କଲର ଏକ ସୁନ୍ଦର୍ କାର ରୂପାଙ୍କ ନାରେ କିଣା ଯାଇଛି। ତେବେ କାରର ଓପନିଙ୍ଗ ହେବା ପରେ ସମସ୍ତେ ଏହି ମୁହୂର୍ତ୍ତକୁ ଖୁବ୍ ସୁନ୍ଦର୍ ଭାବେ ସେଲିବ୍ରେଟ କରିଛନ୍ତି। ସମସ୍ତେ ମିଶି କେକ୍ କାଟି ଏହି ଖୁସିର ମୁହୂର୍ତ୍ତକୁ ସେଲିବ୍ରେସନ୍ କରିଛନ୍ତି। ଭିଡ଼ିଓ ରେ ଆହୁରି ବହୁତ୍ କିଛି ମଜା ମସ୍ତି ଭରି ରହିଛି ଯାହା ଆପଣ ଭିଡିଓ ଦେଖିଲେ ଜାଣି ପାରିବେ।ତେବେ ଏହି ସୁନ୍ଦର ମଜାମସ୍ତି ଭରା ଭିଡିଓକୁ ଦେଖି ଏହାର ମଜା ନିଅନ୍ତୁ ଆଶା କରୁଛୁ ଏହି ଭିଡିଓଟି ଆପଣଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment