ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ କଥା କହିବି ଯାହା ଶୁଣିଲେ ଆପଣ ବହୁତ ଖୁସି ହୋଇଯିବେ |ଆପଣଙ୍କ ଅତି ପ୍ରିୟ ସାରା ଓଡିଶାରେ ପରିଚିତ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ଚେନାଲ ବିଷୟରେ ଆପଣ ଜାଣିଥିବେ ନିଶ୍ଚିତ, ଏହି ଚେନାଲରେ ଏକ ସୁନ୍ଦର ବ୍ଲଗ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି |ମୁଁ ଆଜି ଆପଣକୁ ପିଣ୍ଟୁଙ୍କ ସାଙ୍ଗ ଅନିଲର ଭଉଣୀଙ୍କ ପମିର ରିଙ୍ଗ ସେରିମୋନୀ ଖୁବ ଧୁମ ଧାମରେ ପାଳନ ହେବା ବିଷୟରେ କହିବି, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ରିଙ୍ଗ ସେରିମୋନୀ ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଆପଣଙ୍କ ପ୍ରିୟ ରୂପା ପିଣ୍ଟୁକୁ ଆପଣ ଜାଣିଥିବେ ନିଶ୍ଚିତ, ପିଣ୍ଟୁ ପ୍ରତ୍ୟେକ ଦିନ ସୁନ୍ଦର ସୁନ୍ଦର ବ୍ଲଗ ଭିଡିଓ ବନାଇବା ସହିତ ତାଙ୍କର ସୁନ୍ଦର ସୁନ୍ଦର ଆଲବମ ଗୀତ ପାଇ ଆଜି ସେ ସାରା ଓଡିଶା ବାସୀଙ୍କ ମନରେ ଘର ତିଆରି କରିପାରିଛନ୍ତି |ରୂପା ପିଣ୍ଟୁଙ୍କ ସୁନ୍ଦର ଡ୍ୟାନ୍ସ ଦର୍ଶକ ମାନଙ୍କ ମନକୁ ଛୁଇଁ ପାରିଛି, ତାଙ୍କର କୁନି ଝିଅ ଖୁସି ମଧ୍ୟ ସମସ୍ତଙ୍କ ପାଖରେ ବେଶ ପରିଚିତ ଅଟେ |ଅଧିକାଂଶ ବ୍ୟକ୍ତି ରୂପା ପିଣ୍ଟୁଙ୍କ ସୁନ୍ଦର ସୁନ୍ଦର ବ୍ଲଗ ଦେଖିବା ପାଇ ମଧ୍ୟ ବହୁତ ଖୁସି ପାଆନ୍ତି, ଆପଣ ପିଣ୍ଟୁ ଭାଇଙ୍କ ସାଙ୍ଗ ଅନିଲକୁ ଭଲ ଭାବରେ ଜାଣିଥିବେ ନିଶ୍ଚିତ |
ଅନିଲ ସୁନ୍ଦର ଭାବରେ କମେଡି କରିବାର ଆପଣ ଜାଣିଥିବେ ସେ ମଧ୍ୟ କେତେକ ସୁନ୍ଦର ସୁନ୍ଦର ଆଲବମ ମଧ୍ୟ କରିଛନ୍ତି |ଆଜି ଅନିଲ ଭାଇଙ୍କ ଭଉଣୀ ପମିର ରିଙ୍ଗ ସେରିମୋନୀ ହେବାର ଦେଖିବାକୁ ମିଳିଛି, ତାଙ୍କର ସ୍ୱୀକୃତ ବହୁତ ଧୁମ ଧାମରେ ପାଳନ କରାଯିବାର ବର୍ତମାନ ଦେଖିବାକୁ ମିଳିଛି |ପମିର ବାହାଘର ହେଉଥିବା ପିଲାର ନାଁ ପ୍ରିତମ ସେମାନଙ୍କ ଯୋଡି ମଧ୍ୟ ବହୁତ ସୁନ୍ଦର ହୋଇଛି |ପ୍ରିତମ ଓ ପମିର ରିଙ୍ଗ ସେରିମୋନୀ ଵିଧି ଅନୁଯାଇ ପୂଜା ପାଠ ସହିତ ମୁଦି ପିନ୍ଧି କାର୍ଯ୍ୟ ମଧ୍ୟ ରହି ଥିବାର ଦେଖିବାକୁ ମିଳିଛି |
ଉଭୟ ପମି ଓ ପ୍ରିତମ ଦୁହେଁ ଦୁଇ ଜଣଙ୍କୁ ମୋଦି ପିନ୍ଧିବା ସହିତ ଶେଷରେ କେକ ମଧ୍ୟ ମିଶି କାଟିଛନ୍ତି, ଭଗବାନ ତାଙ୍କ ଏହି ସୁନ୍ଦର ଯୋଡିକୁ ସବୁଦିନ ପାଇ ଖୁସିରେ ରଖି ଥାନ୍ତୁ ବୋଲି ସମସ୍ତେ ଭଗବାନଙ୍କ ପାଖରେ ଗୁହାରି କରୁଛନ୍ତି |ଅନିଲଙ୍କ ଘରେ ବହୁତ ତାଙ୍କ ଭଉଣୀଙ୍କ ରିଙ୍ଗ ସେରିମୋନୀରେ ବହୁତ ବନ୍ଧୁ ବାନ୍ଧବ ସହିତ ତାଙ୍କର ଷ୍ଟେଜ ମଧ୍ୟ ସୁନ୍ଦର ଭାବରେ ସାଜ ଯାଇଛି |
ବର୍ତମାନ ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସରେ ଅନିଲ ଭଉଣୀଙ୍କ ରିଙ୍ଗ ସେରିମନି ଭିଡିଓ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।