ପୁଣି ଥରେ ” Rupa Pin2 Khushi ” ଙ୍କ ଘରକୁ ଆସିଲା ଖୁସିର ଖବର ! ଆଉ ରୁପା,ପିଣ୍ଟୁ ହୋଇଗଲେ ଜେଜେ ଜେଜେମା – ମାତ୍ର 4 ଘଣ୍ଟାରେ 33k ରୁ ଅଧିକ ଲୋକ ଦେଖି ସାରିଲେଣି….

ସୋସିଆଲ ମିଡିଆକୁ ମାଧ୍ୟମ କରି ଲୋକେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ ଖୁବ୍ ଲୋକପ୍ରିୟ ମଧ୍ୟ ହୋଇ ପାରୁଛନ୍ତି।ସୋସିଆଲ ମିଡିଆରୁ ଲୋକପ୍ରିୟତା ହାସଲ କରିଥିବା ସେମିତି ଏକ ଯୋଡ଼ି ହେଉଛି ରୂପା ଓ ପିଣ୍ଟୁଙ୍କ ଯୋଡି। ଯେଉଁ ଯୋଡ଼ିକୁ ନେଇ ସୋସିଆଲ ମିଡିଆରେ ସବୁ ସମୟରେ ଚର୍ଚ୍ଚା ଲାଗି ରହିଛି।
ତେବେ ଆପଣମାନେ ଓଡିଶା ନମ୍ବର ବ୍ଲଗର ରୂପା ଓ ପିଣ୍ଟୁ ଙ୍କୁ ବେଶ ଭଲ ଭାବ ରେ ଜାଣିଥିବେ।ନିଜର ଭିନ୍ନ ଧରଣର ଭିଡିଓକୁ ଦର୍ଶକ ମାନଙ୍କ ସହିତ ସେୟାର କରି ଆଜି ସଫଳତାର ଶୀର୍ଷରେ ପହଁଚି ପାରିଛନ୍ତି ରୂପା ପିଣ୍ଟୁ। ଦିନକୁ ଦିନ ରୂପା ଓ ପିଣ୍ଟୁଙ୍କ ଲୋକପ୍ରିୟତା ବଢ଼ି ବଢି ଚାଲିଛି।ତେବେ ରୂପା ପିଣ୍ଟୁ ଏବେ କେବଳ ବ୍ଲଗ୍ ନୁହେଁ ଏକାଧିକ ଓଡ଼ିଆ ଆଲବମ ମଧ୍ୟ ନଜର ଆସି ଦର୍ଶକ ମାନଙ୍କ ଦୃଦୟ ଜିତି ପାରିଛନ୍ତି। ଏମାନଙ୍କର ପ୍ରତି ଭିଡିଓକୁ ଦର୍ଶକ ମାନେ ବହୁ ମାତ୍ରାରେ ଲାଇକ୍ କରିଥାନ୍ତି। ଭିଡିଓ ଅପଲୋଡ଼ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଦର୍ଶକ ଏମାନଙ୍କର ଭିଡିଓକୁ ଦେଖିଥାନ୍ତି।
ତେବେ ଆପଣ ମାନେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲ ର ଅନେକ ବ୍ଲଗ୍ ଦେଖିବାକୁ ପାଇଥିବେ। ଆଉ ଏହି ସବୁ ଭିଡ଼ିଓ ଗୁଡିକ ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ମଧ୍ୟ ଆସୁଥିବା। ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ।

ଭିଡିଓରେ ଦେଖିବାକୁ ମିଳୁଛି ପିଣ୍ଟୁଙ୍କ ଘରେ ମାଙ୍କ ମନ୍ଦିର କାମ ଚାଲିଛି ଆଉ ସମସ୍ତେ ମନ୍ଦିର କାମରେ ବ୍ୟସ୍ତ ରହିଛନ୍ତି। ରୂପା ମାଙ୍କ ପାଖରେ ଝୁଣା ଲଗାଉ ଥିବାର ଦେଖିବାକୁ ମିଳୁଛି। ଏହାପରେ ରୂପା କିଛି ପାରା ମାନଙ୍କୁ ଖାଇବା ପାଇଁ ଦେଉଛନ୍ତି ଆଉ ପାରା ମାନେ ରୂପାଙ୍କ ବୋଲ ମାନି ରୂପାଙ୍କ ହାତରୁ ଆସି ଦାନା ଖାଉଛନ୍ତି। ସମସ୍ତେ ଏକାଠି ବସି ଖାଉଥିବାର ମଧ୍ୟ ଦେଖିବାକୁ ମିଳିଛି।

ତେବେ ରୂପା ପିଣ୍ଟୁ ରଖିଥିବା ରାଣୀ ପାରାଟି ଦୁଇ ଅଣ୍ଡା ଦେଉଛି ଆଉ ଯେଉଁ କାରଣରୁ ସମସ୍ତେ ବେଶ୍ ଖୁସି ରହିଛନ୍ତି ଆଉ ପିଣ୍ଟୁ ରୂପାଙ୍କୁ କହୁଛନ୍ତି କି ଆମେ ଦୁଇ ଜଣ ଜେଜେ ଜେଜେମା ହୋଇଗଲେ। ତେବେ ଅଣ୍ଡା ଫୁଟି କେବେ ଅଣ୍ଡାରୁ ଛୁଆ ବାହାରିବ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଭିଡ଼ିଓ ମରେ ଆହୁରି ବହୁତ୍ କିଛି ମଜା ମସ୍ତି ଭରି ରହିଛି ଯାହା ଆପଣ ଭିଡିଓ ଦେଖିଲା ପରେ ଜାଣି ପାରିବେ। ତେବେ ଡେରି ନକରି ଆପଣ ଏହି ଭିଡିଓକୁ ନିଶ୍ଚିତ ଭାବେ ଦେଖନ୍ତୁ ଆଶା କରୁଛୁ ଏହି ଗୀତ ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment