ସୋସିଆଲ ମିଡିଆରୁ ଆଜିର ଦିନରେ ଅନେକ ନିଜର ପରିଚୟ ତିଆରି କରି ପାରିଛନ୍ତି।ଆଉ ସୋସିଆଲ ମିଡିଆରେ ସେମିତି ନିଜର ପରିଚୟ ତିଆରି କରିଥିବା ଦୁଇ ଷ୍ଟାର ହେଉଛନ୍ତି ରୂପା ଆଉ ପିଣ୍ଟୁ।ଓଡ଼ିଶାର ନଂ ୱାନ ବ୍ଲଗର ରୂପା ପିଣ୍ଟୁଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।ଆପଣ ମାନେ ଯଦି ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବେ ତେବେ ରୂପା ପିଣ୍ଟୁଙ୍କ ଅନେକ ବ୍ଲଗ୍ ଦେଖିବାକୁ ପାଇ ଥିବେ।
ପ୍ରତିଦିନ ନୂଆ ନୂଆ ବ୍ଲଗ ଦର୍ଶକ ମାନଙ୍କ ସହିତ ସେୟାର କରି ଦର୍ଶକ ଭଲ ପାଇବା ଜିତି ପାରିଛନ୍ତି ରୂପା ପିଣ୍ଟୁ।କେବଳ ବ୍ଲଗ୍ ନୁହେଁ ବର୍ତ୍ତମାନ ସମୟରେ ଏକାଧିକ ଆଲବମ୍ ରେ ମଧ୍ୟ ଉଭୟ ନଜର ଆସୁଛନ୍ତି ଆଉ ଏ ଦୁହିଁଙ୍କ ଯୋଡିକୁ ସାରା ଓଡିଶା ବାସୀଙ୍କ ଖୁବ୍ ଭକ ପାଇବା ମଧ୍ୟ ମିଳି ଚାଲିଛି। ପ୍ରତିଦିନ ଏମାନଙ୍କ ନୂଆ ନୂଆ ବ୍ଲଗ ଦର୍ଶକ ମାନଙ୍କୁ ଏକ ଭିନ୍ନ ମନୋରଞ୍ଜନ ଯୋଗାଇ ପାରୁଛି।
ତେବେ ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ଭିଡିଓଟି ବେଶ୍ ମନଛୁଆଁ ହୋଇ ପାରିଛି। ତେବେ ଆପଣ ପ୍ରତିଦିନ ରୂପା ପିଣ୍ଟୁଙ୍କ ବ୍ଲଗ ସୋସିଆଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲରେ ଦେଖିବା ପାଇଁ ପାଉଥିବେ। ଆଉ ଜାଣିଥିବେ ପିଣ୍ଟୁଙ୍କ ଘର ପଦିଷ୍ଟା ହେବା ପାଇଁ ଯାଉଛି। ତେବେ ଆସନ୍ତୁ ଜାଣିବା ପିଣ୍ଟୁଙ୍କ ଘରେ କିପରି ଚାଲିଛି ପ୍ରସ୍ତୁତି।
ଆଜି ଠାରୁ ଆରମ୍ଭ ହୋଇ ଯାଇଛି ପିଣ୍ଟୁଙ୍କ ଘର ପଦିଷ୍ଟା। ଆଉ ଏଥି ପାଇଁ ସବୁ ପ୍ରକାର ପ୍ରସ୍ତୁତି ଖୁବ୍ ଭଲ ଭାବରେ ଚାଲିଛି। ସମସ୍ତେ ପୂଜା କାର୍ଯ୍ୟରେ ରହିଛନ୍ତି ବ୍ୟସ୍ତ। ନନା ମଧ୍ୟ ଆସି ପହଁଚି ସାରିଛନ୍ତି ଆଉ ରୂପା ନନାଙ୍କ ଗୋଡ଼ ଧୋଇ ଘର ଭିତରକୁ ପାଛୋଟି ନେଇଛନ୍ତି। ଆଉ ସମସ୍ତେ ଲାଗି ପଡିଛନ୍ତି ଘର ସଜାଇବାରେ। ଖୁବ୍ ସୁନ୍ଦର୍ ଭାବରେ ଘରର ସାଜସଜ୍ଜା ମଧ୍ୟ କରିଛନ୍ତି ପିଣ୍ଟୁ। ଗେଷ୍ଟ ମାନେ ମଧ୍ୟ ଘରକୁ ଆସୁଛନ୍ତି ଆଉ ଖୁବ୍ ମଜା ମସ୍ତି ମଧ୍ୟ କରୁଛନ୍ତି।
ଏହା ସହିତ ଭିଡିଓରେ ଆହୁରି ବହୁତ୍ ସାରା ମଜା ମସ୍ତି ଦେଖିବା ପାଇଁ ମିଳୁଛି। ଦର୍ଶକ ମାନଙ୍କୁ ମଧ୍ୟ ଏହି ବ୍ଲଗଟି ବେଶ୍ ପସନ୍ଦ ଆସିଛି। ମାତ୍ର କିଛି ସମୟ ମଧ୍ୟରେ ଏହି ସୁନ୍ଦର୍ ବ୍ଲଗ୍ ଟିକୁ ପାଖାପାଖି ଏକ ଲକ୍ଷ ଦର୍ଶକ ଦେଖି ସାରିଲେଣି। ତେବେ ଆପଣ ମାନେ ମଧ୍ୟ ଏହି ସୁନ୍ଦର୍ ବ୍ଲଗକୁ ଦେଖିଲା ପରେ ଜାଣି ପାରିବେ ଏହା କେତେ ସୁନ୍ଦର୍ ହୋଇଛି। ଆଶା କରୁଛୁ କି ଏହି ଭିଡିଓ ଆପଣଙ୍କୁ ବେଶ୍ ପସନ୍ଦ ଆସିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।