ଋଷିଆରେ ଏବେବି ଜୀବିତ ଅଛନ୍ତି ନେତାଜୀ ସୁବାଷ ଚନ୍ଦ୍ର ବୋଷ।ମାଳିକାରେ ମିଳିଲା ଅଦ୍ଭୁତ ପ୍ରମାଣ । ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

0

ଜାନୁଆରୀ 23 ତାରିଖ ଏହି ତାରିଖ ରେ ସମସ୍ତଙ୍କ ମନରେ ଏକ ସ୍ବତ୍ତ୍ର ଚାଲି ଆସେ , ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏମିତି ଏକ ନେତା ଯାହାଙ୍କ ଆହ୍ବାନ ରେ ହଜାର ହଜାର ଭାରତୀୟ ଜାଗ୍ରତ ହୋଇ ଉଠୁ ଥିଲେ। ତେବେ କଣ ଲେଖା ହୋଇଛି ତାଙ୍କ ବିଷୟ ରେ ମାଳିକା ଶାସ୍ତ୍ର ରେ ଆସନ୍ତୁ ଜାଣିବା ।

ମାଳିକା ସମସ୍ତଙ୍କ ପାଇଁ ଲେଖା ହୋଇଛି , ସାରା ବିଶ୍ବ ପାଇଁ ଆଜି ସେହି ବିଷୟ ରେ ଜାଣିବା। ଯାହାଙ୍କ ନାମ ଶୁଣିଲେ ଦେଶଭକ୍ତି ଜାଗୃତ ହୁଏ , ସାହସ ଆସିଥାଏ ଆପେ ଆପେ ଏକ କ୍ରାନ୍ତି ଧାରା ମନ ଭିତରେ ସୃଷ୍ଟି ହୁଏ ସେମିତି ଜଣେ ନେତା ହେଉଛନ୍ତି ନେତାଜୀ ସୁବାଷ ଚନ୍ଦ୍ର ବୋଷ । ତାଙ୍କର ଡାକରା ଥିଲା ଦିଲ୍ଲୀ ଚଲୋ । ତେବେ କଣ ରହିଛି ତାଙ୍କ ବିଷୟ ରେ ମାଳିକା ରେ ସୁନ୍ଦର୍ ଭାବେ ଲେଖିଲେ

“ଋଷିଆ ଦେଶରେ ସୁବାସ ରହିଛି ଆଣିବ ଗୋରା ସୈନ ମୁଗଲ ହାତରେ ଭାରତ ଛଡ଼ାଇ କରିବ ରାଜ୍ୟ ଶାସନ।” ମହା ପୁରୁଷ କହୁଛନ୍ତି ଯେ ଏବେ ବି ଋଷିଆ ଦେଶରେ ସୁବାସ ଅଛନ୍ତି। ଅର୍ଥାତ୍ ଆପଣ ମାନେ କହିବେ ଯେ ଏତେ ଦିନରି ସୁବାସ ଚନ୍ଦ୍ର ବୋଷ କଣ ବଞ୍ଚିଛନ୍ତି। ମହା ପୁରୁଷ ଲେଖିଛନ୍ତି

“ସୁବାସ ନାମରେ ବୀର ଶୈନ ଅମର ଅଟଇ ସେଇଠି ଜାଣ।” କହିଲେ ଯେ ସୁବାସ ନାମ ରେ ଯେଉଁ ଶୈନ ଅଛନ୍ତି ସେ ହେଉଛନ୍ତି ଅମର ସେ ହେଉଛନ୍ତି ଚିରଞ୍ଜିବୀ ତାଙ୍କର ମୃତ୍ୟୁ ନାହିଁ।।ଏହା ସହିତ ମାଳିକା ମଧ୍ୟ ପ୍ରମାଣ କରେ ସୁବାସ ଚନ୍ଦ୍ର ବୋଷ ଙ୍କ ଜନ୍ମ ବିଷୟରେ ସେ ଏକ ତୁଳସୀ ପତ୍ର ସଦୃଶ୍ୟ। ଯାହା ଯେଉଁ ପର୍ଯ୍ୟନ୍ତ ଶୁଖି ନାହିଁ , ନାରାୟଣ ହୋଇ ନାହିଁ , ନଷ୍ଟ ହୋଇ ନାହିଁ ସେ ପର୍ଯ୍ୟନ୍ତ ସୁବାସ ଚନ୍ଦ୍ର ବୋଷ ଜୀବିତ ଅଛନ୍ତି।

ଏବେବି ଦେଖିବେ ସେହି ତୁଳସୀ ଗଛ ରହିଛି ଶୋଭା ପାଉଛି। ତତ୍ ସହିତ ମହା ପୁରୁଷ କହିଲେ ଋଷିଆ ଦେଶରେ ସୁବାସ ରହିଛି ଆଣିବ ଗୋରା ସେନା ଆଉ ମୁଗଲ ହାତରୁ ଭାରତ କୁ ଛଡ଼ାଇ ଶାସନ କରିବ ।ଏହି କଳିଯୁଗ ରେ କରାଳ ଯୁଗ ରେ ସମସ୍ତେ ହେଉଛନ୍ତି ନେତା ଆଉ ସେ ଥିଲେ ନେତାଜୀ।

ଆପଣ ମାନେ ଏହି ଯୁଗ ର ନେତା ମାନଙ୍କୁ ଦେଖୁ ଅଛନ୍ତି ସେମାନେ କଣ ଅଟନ୍ତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହିଥିଲେ ମତେ ତୁମେ ରକ୍ତ ଦିଅ ମୁ ତୁମକୁ ସ୍ବାଧିନତା ଦେବି କିନ୍ତୁ ଆଜିର ଏହି ନେତା କହିଛନ୍ତି ମତେ ତମେ ସ୍ଵାଧୀନତା ଦିଅ ମୁଁ ତୁମ ରକ୍ତ ଆପେ ପି ଯିବି ।

ତେବେ ଏମିତି ଭାବରେ ଆମ କଳିଯୁଗ ର ରୀତି ନୀତି ଚାଲିଛି। ନେତାଜୀ ସୁବାଷ ଚନ୍ଦ୍ର ବୋସ ଆମ ହୃଦୟ ରେ ସବୁବେଳେ ଅମର ହୋଇ ଅଛନ୍ତି ଚିରଞ୍ଜିବୀ ହୋଇ ଅଛନ୍ତି । ସେ କେବେ ମରି ପାରିବେ ନାହିଁ ସେ ସବୁଦିନ ପାଇଁ ନିଜ କାର୍ଯ୍ୟ ଯୋଗୁଁ ଅମର ଅଟନ୍ତି। କିନ୍ତୁ ଋଷିଆ ଦେଶରେ ଏବେବି ସୁବାସ ଚନ୍ଦ୍ର ବୋଷ ଅଛନ୍ତି ଆଉ ମୋଗଲ ମାନଙ୍କ ହାତରୁ ଦେଶ କୁ ଛଡ଼ାଇ ଆଣିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।