ହଁ ଦର୍ଶକ ବନ୍ଧୁ ଏବେ ଏବେ ଏକ ସୋସିଆଲ ମିଡିଆରେ ଏକ ଭାଇରାଲ ହେବାରେ ଲାଗିଛି ଯାହାକୁ ଲୋକମାନେ ଦେଖି ବିଭିନ୍ନ ପ୍ରକାର ର ମତ ରଖିବା ଆରମ୍ଭ କରିସାରିଲେଣି | ତେବେ ଦେଖାଯାଇଥିବା ଭିଡ଼ିଓ ରେ ଓଡିଶା ରେ ଲୋକ ଲୋଚନ ଆଗରେ ଏହି କିଛି ଦିନ ଆଗରୁ ବେଶ ଚର୍ଚ୍ଚା ଥିବା | ଓଡିଶାର ଲୋକ ପ୍ରିୟ ଚୁଲବୁଲି ନାୟିକା ପ୍ରକୃତି ମିଶ୍ର ଯାହାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଏବେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁ ଭିଡ଼ିଓ ରେ ଦେଖାଯାଇଛି ଯେ ପ୍ରକୃତି ମିଶ୍ର ଓ ଜଣେ ଯୁବକ ଙ୍କ ସହିତ ଗୋଟିଏ ରୁମ ରେ ତାଙ୍କ ସହିତ କିଛି କରିବାର ଦୃଶ୍ୟ ସାମ୍ନାକୁ ଆସିଛି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନଙ୍କ ଭିତରେ ତାଙ୍କର ପ୍ରତିକ୍ରିୟା ଦେଖିବାକୁ ମିଳିଛି | ତାହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ |
ତେବେ ଗତ 23 ତାରିଖ ରେ ବାବୁସାନ ଓ ପ୍ରକୃତି ମିଶ୍ର ଭିତରେ ଘଟିଥିବା ରାସ୍ତା ମଝିର ସେଇ ଡ୍ରାମା କୁ ଲୋକମାନେ ଭୁଲି ଛନ୍ତି କି ନାହିଁ, ପୁଣି ଆଉ ଏକ ଭିଡ଼ିଓ ସାମ୍ନା ଆସଛି ଯେଉଁ ଭିଡ଼ିଓରେ ଦେଖା ଯାଇଛି ଯେ ପ୍ରକୃତି ମିଶ୍ର ପୂର୍ବରୁ ଭଲ ପାଉଥିବା ଜଣେ ଯୁବକ ଯାହାଙ୍କ ର ନାମ ଋତୁଲ ବୋଲି ଜଣାପଡିଛି | ତେବେ ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ଋତୁଲ ନାମକ ଜଣେ ଯୁବକ ଙ୍କୁ ପ୍ରକୃତି ପାଗେଳୀ ଙ୍କ ଭଳି ଭଲ ପାଉଥିଲେ | ଏମିତି କି ସେମାନେ ଗୋଟିଏ ରୁମ ଥିବା ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଯାହା ସ୍ପଷ୍ଟ କରୁଛି ପ୍ରକୃତି ମିଶ୍ର ଋତୁଲ ଙ୍କୁ ବହୁତ ଭଲ ପାଉଥିଲେ | ହେଲେ ଏବେ ପ୍ରଶ୍ନ ଉଠିଛି ଯେ କୁଆଡେ ଗଲେ ଋତୁଲ? କଣ ବାବୁସାନ ଙ୍କ ପାଇଁ ଋତୁଲ କୁ ଭୁଲି ଗଲେ ପ୍ରକୃତି | ତାହା ଏଠାରେ ସବୁଠାରୁ ବଡ ପ୍ରଶ୍ନ ବାଚୀ ବୋଲି କୁହାଯାଇଛି |
ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁଯାୟୀ ପ୍ରକୃତି ମିଶ୍ର ଭଲ ପାଉଥିବା ଯୁବକ ଙ୍କ ସହିତ ଗୋଟିଏ ରୁମ ରେ ଦୁହେଁ ଦୁହିଁଙ୍କୁ ତକିଆ ଫିଙ୍ଗିବା ସହିତ ଉଭୟ ମଧ୍ୟରେ କିଛି କାର୍ଯ୍ୟକଳାପ ଦେଖିବାକୁ ମିଳିଛି| ଯାହା ସ୍ପଷ୍ଟ କରୁଛି ଯେ ଦୁହେଁ ଦୁଇଜଣ ଙ୍କୁ ବହୁତ ଭଲ ପାଉଥିଲେ | ଖାଲି ଏତିକି ନୁହେଁ ଆଉ ଏକ ଭିଡ଼ିଓ ରେ ପ୍ରକୃତି ବିଭିନ୍ନ ପ୍ରକାର ର ଡ୍ରେସ କିଛି ଖାଉଥିବା ନଜର ଆସିଥିଲେ ଓ ସେଥିରେ ପ୍ରକୃତି ସୋସିଆଲ ମିଡିଆରେ ବିକିନି ମୋଡ଼ ଲେଖିଛନ୍ତି | ତେବେ ଏବେ ପ୍ରଶ୍ନ ଉଠୁଛି କୁଆଡେ ଗଲେ ଋତୁଲ କଣ ପ୍ରକୃତି ମିଶ୍ର ବାବୁସାନ ଙ୍କ ପାଇଁ ଋତୁଲ ଛାଡିଦେଲେ ତାହା ଏବେ ଚାରିଆଡେ ଚର୍ଚ୍ଚା ର ବିଷୟ ପାଲଟିଛି |
ତାହାଲେ ବନ୍ଧୁ ଗଣ ଏହା ଥିଲା ସେହିଁ ପ୍ରକୃତି ମିଶ୍ର ଆଉ ତାଙ୍କର ଵ୍ୟଫ୍ରେଣ୍ଡ ର ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରା ଲ ହେବାରେ ଲାଗିଛି ଓ ଲୋକ ମାନେ ବିଭିନ୍ନ ମତ ରଖୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।