ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ବିଷୟରେ ଆପଣ ମାନେ ଜାଣିବାକୁ ପାଉଥିବେ | କିନ୍ତୁ ରାଣୀ ପ୍ରିୟଦର୍ଶିନୀ ଙ୍କୁ ନେଇକି ଯେଉଁ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ତାହା ଚାରିଆଡେ ଚର୍ଚ୍ଚା ର ବିଷୟ ପାଲଟିଛି | ଆଉ ଯେଉଁଠି ଦେଖିବା ମିଳିଛି କି ଅଶ୍ଳୀଳ ଡାନ୍ସ କୁ ନେଇକି ଯେଉଁ ଭଳି ଭାବରେ ବିବାଦ ଚାଲିଛି ତାହାକୁ ନେଇକି ମୁହଁ ଖୋଲିଛନ୍ତି ରାଣୀ | ଆଉ କହିଛନ୍ତି କି ଲୋକ ମାନେ ତୋ ଡ୍ରେସ ଖୋଲିକି ଫେମସ ହେଉଛନ୍ତି ମୁଁ ତୋ ସେମିତି ଦେଖେଇନି ମୁଁ ମୋର ଟେଲେଣ୍ଟ ପାଇଁ ଦର୍ଶକ ଙ୍କ ପାଖରେ ପହଞ୍ଚି ପାରିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ରାଣୀ ପ୍ରିୟଦର୍ଶିନୀ ଙ୍କ ପୋରଫୋମେନ୍ସ ବିଷୟରେ କଣ କହିଛନ୍ତି ଗଣ ମାଧ୍ୟମ ଆଗରେ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ କି ଭଦ୍ରକ ର ଚରମ୍ପା ରେ ହୋଇଥିବା ରାଣୀ ପ୍ରିୟଦର୍ଶିନୀ ଙ୍କର ଅଶ୍ଳୀଳ ଡାନ୍ସ ଆଉ ତାହା ପରେ ମହିଳା ଜଣଙ୍କ କିଛି ନ କହି ସିଧା ରାଣୀ ଙ୍କ ଉପରକୁ ଚପଲ ମାଡ଼ କରିଥିଲେ ଆଉ ତାହାପରେ ସୃଷ୍ଟି କରିଥିଲା ବିବାଦ | ଆଉ ଯେଉଁଠି ପାଇଁ ଦେଖିବାକୁ ମିଳିଥିଲା କି ଷ୍ଟେଜ ଉପରେ ଅଶ୍ଳୀଳ ଭାବରେ ଡାନ୍ସ କରିବା ଫଳରେ ଏଭଳି ଗୋଟିଏ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି କୁହାଯାଉଥିବା ବେଳେ ରାଣୀ ଏହି ଘଟଣା କୁ ନେଇକି କହିଛନ୍ତି କି | ଆଇଟମ ମାନେ କଣ, ଆଇଟମ ମାନେ ଏମିତି ଡାନ୍ସ କରିବା ପାଇଁ ପଡିଥାଏ
ଆଉ ରାଣୀ ପ୍ରିୟଦର୍ଶିନୀ ଙ୍କ କହିବା କଥା କି ଯାତ୍ରା କି ଦେଖିବା ପାଇଁ ସେଠାକୁ 5000 ହଜାର ରୁ ଅଧିକ ଲୋକ ଆସିଥିଲେ, ଆଉ ସେମାନଙ୍କ ମଧ୍ୟରେ 1000 ଜଣ ମହିଳା ମଧ୍ୟ ଥିଲେ | ତେବେ ସେ ଯଦି ସେମିତି ଅଶ୍ଳୀଳ ଡାନ୍ସ କରିଥାନ୍ତେ ତାହେଲେ ଷ୍ଟେଜ କୁ 1000 ଚପଲ ଅସିଥାନ୍ତା ଏମିତି ଗୋଟିଏ ଆସି ନ ଥାଆନ୍ତା | ତେବେ ଯାହା ଜଣା ପଡୁଛି କି ଯେହେତୁ ରାଣୀ ଦିନକୁ ଦିନ ଆଗକୁ ଚଢୁଛନ୍ତି ତାଙ୍କର କେରିୟର ରେ ତେଣୁ ତାହାକୁ ଦେଖିକି ସହିଁ ପାରୁ ନାହାନ୍ତି ଲୋକ ମାନେ |
ଆଉ ଯେଉଁଥିପାଇଁ ଏମିତି ମହିଳା ଜଣକ କରିଛନ୍ତି ବୋଲି କହିଛନ୍ତି | ତେବେ ଯାତ୍ରା ରେ ଲୋକ ମାନେ ଡ୍ରେସ ଖୋଲିକି ଫେମସ ହେଉଛନ୍ତି | ତେଣୁ ସେ ସେମିତି ଟ କିଛି ବି କାମ କରି ନାହାନ୍ତି ନିଜ ଭିତରେ ଥିବା ଟେଲେଣ୍ଟ ବଳରେ ସେ ଆଜି ଏତେ ବଡ଼ ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି କହିଛନ୍ତି ରାଣୀ ପ୍ରିୟଦର୍ଶିନୀ | ଆଉ ଏମିତି ସେ ଆଗକୁ ବଢିବେ ବୋଲି ମଧ୍ୟ କହିଛନ୍ତି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।