Vastu Shastra – S ନାମର ବ୍ୟକ୍ତି { କୁମ୍ଭ ରାଶି } ନୂଆବର୍ଷ କିପରି ରହିବ, ବହୁତ ଦିନ ପରେ ଘଟିବାକୁ ଯାଉଛି ମହା ସଂଯୋଗ ! ଦେଖନ୍ତୁ କଣ ରହିଛି ନୂଆ ଵର୍ଷରେ ଖାସ…

0

ଆସିବାକୁ ଥିବା ନବବର୍ଷ ଟି ପ୍ରତ୍ୟେକ ବ୍ୟକ୍ତି ଙ୍କ ପାଇଁ ଖୁସୀ ନେଇକରି ଆସୁବୋଲି ଇଚ୍ଛା ପ୍ରକାଶ କରିଥାନ୍ତି । ନବବର୍ଷଟି ଯେମିତି ଭଲରେ କଟୁ ଏବଂ ଖୁସୀ ରେ ସମୟ ବିତୁ ତାହା ମଧ୍ୟ ଇଶ୍ୱରଙ୍କ ଠାରେ କାମନା କରିଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ S ନାମର ବ୍ୟକ୍ତି ବା କୁମ୍ଭ ରାଶି ର ବ୍ୟକ୍ତି ଙ୍କ ର ସମୟ କିପରି ରହିବ , ଆପଣଙ୍କ ଗୁଣ , ବ୍ୟକ୍ତିତ୍ୱ ଓ ସ୍ୱଭାବ ବିଷୟରେ ଜଣେଇବୁ । ତେବେ ଆସନ୍ତୁ ଜାଣିବା ସେମାନଙ୍କ ସ୍ୱାଭାବ ବ୍ୟକ୍ତିତ୍ୱ ବିଷୟରେ ।

ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥାଏ , ଶବ୍ଦର ଧ୍ୱନି ହୋଇଥାନ୍ତି । ଏମାନଙ୍କ ଠାରେ ଆକର୍ଷଣ ଶକ୍ତି ବହୁତ ଅଧିକ ରହିଥାଏ , ଏହି ବ୍ୟକ୍ତି ଯେଉଁଠାରେ ବି କିଛି ଜ୍ଞାନ ମିଳିଥାଏ ତାହାକୁ ଭଲ ଭାବରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ଏମାନଙ୍କର ହୃଦୟ ମଧ୍ୟ ବହୁତ ସଫା ହୋଇଥାଏ , କିନ୍ତୁ ଯଦି ଏମାନଙ୍କୁ କ୍ରଧ ଆସିଥାଏ ତ ଏମାନଙ୍କୁ କଣ୍ଟ୍ରଲ କରିବା ବହୁତ କଷ୍ଟକର ହୋଇଥାଏ । ଭଲ ପାଇବା କ୍ଷେତ୍ରରେ ଏମାନେ ସାମାନ୍ୟ ଲାଜକୁଳା ସ୍ୱଭାବର ହୋଇଥାନ୍ତି , ବିବାହ ପରେ ଏହି ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରିବାକୁ ପ଼ଡିଥାଏ ।

ଏମାନେ ଏପରି କିଛି କରିଥାନ୍ତି କି ଦୁନିଆରେ ପ୍ରତ୍ୟେକ ସ୍ଥାନରେ କେବଳ ଏମାନଙ୍କର ହିଁ ଚର୍ଚ୍ଚା ହୋଇଥାଏ । ଏହି ବ୍ୟକ୍ତି ଅନେକ ବ୍ୟକ୍ତି ମାନଙ୍କ ଠାରୁ ଗୋଟିଏ ହୋଇଥାନ୍ତି , ଏମାନେ ସର୍ବଦା ବିଶ୍ୱାସନୀୟ ହୋଇଥାନ୍ତି । ଏମାନେ ଦେଖିବାକୁ ଖୁବ୍ ସୁନ୍ଦର ଏବଂ ଆକର୍ଷକ ହୋଇଥାନ୍ତି , ଏସ୍ ନାମ ଥିବା ବ୍ୟକ୍ତି ରଚନାତ୍କ ମଧ୍ୟ ହୋଇଥାନ୍ତି । ଏହି ବ୍ୟକ୍ତି ନିଜ ମିତ୍ର ମାନଙ୍କ ପାଇଁ ଖରାପ ସମୟରେ ସର୍ବଦା ଢାଲ ସଦୃଶ ହୋଇଥାନ୍ତି । ବୈବାହିକ ଜୀବନରେ ଏମାନେ ବିଶେଷ ପ୍ରଭାବଶାଳୀ ରହିଥାନ୍ତି , ବିବାହ ପରେ ଏହି ନାମ ଥିବା ମହିଳା ମାନଙ୍କୁ କିଛି ସମସ୍ୟା ମାନରେ ଗତି କରିବାକୁ ପଡିଥାଏ ।

S ନାମର ବ୍ୟକ୍ତି ପ୍ରତିଭାଶାଳୀ ହୋଇଥାନ୍ତି , ନିଜ ଭିତରେ କଣ ଚାଲିଛି ଅନ୍ୟ ମାନଙ୍କୁ କିଛି ବି ଜାଣିବା ପାଇଁ ଦିଅନ୍ତି ନାହିଁ । ଏହି ନାମ ଥିବା ବ୍ୟକ୍ତି ବୁଦ୍ଦିମାନ ଓ ସ୍ଥିର ସ୍ୱଭାବର ହୋଇଥାନ୍ତି ,କିନ୍ତୁ ନିଜର କାମକୁ କୌଣସି ବି ପରିସ୍ଥିତିରେ ସହଜରେ କରାଇ ନେଇଥାନ୍ତି । ଏମାନେ ଯେଉଁ କାର୍ଯ୍ୟ ବି କରିଥାନ୍ତୁ ସେଥିରେ ଉଚ୍ଚ ସ୍ଥିତି ଓ ମାନସମ୍ମାନ ପ୍ରାପ୍ତ କରିଥାନ୍ତି ।

S ନାମ ଥିବା ବ୍ୟକ୍ତିଙ୍କ ପାଇଁ ନୂଆବର୍ଷ ଖୁବ୍ ଭଲ ରହିବ , ଏହି ବର୍ଷ ଆପଣଙ୍କ ପାଇଁ ନୂଆ ନୂଆ ଖୁସୀ ନେଇକରି ଆସୁଅଛି । ଆପଣଙ୍କର ଏମିତି ଯୋଗ ବନୁଅଛି କି ଆପଣଙ୍କୁ ରୋଜକାର ସମ୍ୱନ୍ଧୀୟ ଭଲ ଭଲ ଅବସୋର ମିଳିବ । ଶିକ୍ଷା ସମ୍ୱନ୍ଧୀୟ ହା ବିବାହ ସମ୍ୱନ୍ଧୀୟ କୌଣସି ଏକ ବଡ ଖୁସୀର ଖବର ମିଳିବାକୁ ଯାଉଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।