ସାବଧାନ ! ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି 3 ଟି କାର୍ଯ୍ୟ ନଚେତ୍ ପଡିଥାଏ ଶନିଦଷା… Vastu Shastra

ଶନିବାର ଶନିମହାରାଜାଙ୍କୁ ସମର୍ପିତ ବୋଲି ମନାଯାଏ , ଏହି ଦିନ ଭଗବାନ ଶନିଙ୍କର ପୂଜା କରାଯାଏ । ଶନିବାରକୁ ଶନିଦେବଙ୍କର ବହୁ ପ୍ରିୟ ଦିନ ବୋଲି ମାନାଯାଏ , ଏହି ଦିନ ଯେଉଁ ବି ଭକ୍ତ ର ମନରେ ଯାହାବି କିଛି ମାଗିଥାଏ ତାର ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହୋଇଥାଏ । କିନ୍ତୁ ଶନିବାର ଖାସ୍ କରି ଏହି ଭୁଲ କରନ୍ତୁ ନାହିଁ , ଶନିଦେବ ରାଗି ଯାଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡିକ କଣ ।

1. ସମ୍ଭଗ କରନ୍ତୁ ନାହିଁ :-

ଖାସ୍ କରି ଶନିବାର ଦିନ ବ୍ୟକ୍ତିକୁ ସମ୍ଭଗ କରିବା ଠାରୁ ବଞ୍ଚିବା ଉଚିତ୍ , ଅଧିକାଂଶ ଲୋକ ଯେଉଁମାନେ ଏହିପରି ଭୋଗବିଳାସରେ ବୁଡି ରୁହନ୍ତି ସେମାନଙ୍କୁ ଶନିଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥାଏ । ଏହିପରି ପାପ ଭୁଲରେ ବି କରନ୍ତୁ ନାହିଁ , କମସେ କମ ଏହି ଦିନ ଏହିସବୁ ଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଶନିଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ କେବେବି ପଡିବ ନାହିଁ ।

2. କୁକୁର ବିଲେଇ ବୋବାଇବା :-

ଶନିବାର ଦିନ ଯଦି ଘର ଆଖ ପାଖରେ କୁକୁର ବିଲେଇ ବୋବାଉଥାନ୍ତି ତେବେ ବହୁତ ଅଶୁଭ ହୋଇଥାଏ । ଏହି ଘର ଗରିବ ଆସିଯାଏ ହୋଇପାରେ ଝଗଡା , ଅଶାନ୍ତି ଇତ୍ୟାଦି ସେହି ଘରେ ହୋଇପାରେ ।

3. ଭାଙ୍ଗି ଯାଇଥିବା ଦର୍ପଣ ବା ପାନିଆ :-

ଶନିବାର ଦିନ ଭାଙ୍ଗି ଯାଇଥିବା ପାନିଆ ଏବଂ ଦର୍ପଣର ବ୍ୟବାହର କରନ୍ତୁ ନାହିଁ , କାରଣ ଶନିଗ୍ରହ ଅଶୁଭ ପରିଣାମ ଦେବାକୁ ଲାଗିଥାଏ । ସେହି ବ୍ୟକ୍ତି କାଙ୍ଗାଳ ହୋଇଯାଏ ।

4. ଭାଙ୍ଗିଯାଇଥିବା ଜିନିଷ :-

ଶନିବାର ଦିନ ଘରେ କୌଣସି ବି ଜିନିଷ ଭାଙ୍ଗିବା ଅଶୁଭ ମାନାଯାଏ , ଶନିବାର ଦିନ ଭାଙ୍ଗି ଯାଇଥିବା ଯାନରେ ବସି ଯାତ୍ରା କରିବା ଉଚିତ୍ ନୁହେଁ । ଏହା ଦ୍ୱାରା ଆପଣଙ୍କ ସହିତ ଖରାପ ହୋଇପାରେ ।

5. ମାଦକ ଦ୍ରବ୍ୟ ଓ ପିଆଜ ରସୁଣ ସେବନ ନକରିବା :-

ଶନିବାର ଦିନ ଶନିଭକ୍ତଙ୍କୁ ରସୁଣ , ପିଆଜ , ମଦ ମାଂସ , ଦାରୁ ସିଗରେଟ୍ ପିଇବା ଉଚିତ୍ ନୁହେଁ । ଯଦି ଆପଣ ଏହି ଦିନ ଏହିସବୁର ସେବନ କରନ୍ତି ତ ଶନିମହାରାଜାଙ୍କୁ କଷ୍ଟ ଲାଗିଥାଏ । ଏହାଦ୍ୱାରା ଆପଣଙ୍କ ଗ୍ରହର ସ୍ଥିତି ଖରାପ ହୋଇଯାଏ ।

6. ଝଗଡା କରନ୍ତୁ ନାହିଁ :-

ଶନିବାର ଦିନ କେବେହେଲେ ଝଗଡା ବା ଗାଳି ମଧ୍ୟ ଦେବା ଉଚିତ୍ ନୁହେଁ । ଖାସ୍ କରି ଏହି ଦିନ ମହିଳାଙ୍କୁ କଷ୍ଟ ଦେବା ଉଚିତ୍ ନୁହେଁ , ଏହା କରିବା ଦ୍ୱାରା ଶନିଦେବ କ୍ରୋଧିତ ହୋଇଥାନ୍ତି ।

7. ଶନିଦେବଙ୍କୁ ଦର୍ଶନ କରନ୍ତୁ :-

ଶନିବାର ଦିନ ଶନି ମନ୍ଦିର ବା ହନୁମାନଙ୍କୁ ଦର୍ଶନ କଲେ ଶନିମହାରାଜ ପ୍ରସନ୍ନ ହୁଅନ୍ତୁ । ଏଥିପାଇଁ ଶନିଦେବଙ୍କ ପୂଜା ପରେ ହନୁମାନଙ୍କ ଦର୍ଶନ କରନ୍ତୁ ।

ଶନିବାର ଦିନ ସପ୍ତ ମନରେ ଅସ୍ତଗଛ ମୂଳେ ଶନିଦେବଙ୍କର ଦୀପ ଜଳେଇବା ଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯାଏ । ଏହାଛଡା ଆପଣ ଆପଣଙ୍କ ଆଙ୍ଗୁଠିରେ ଟିକିଏ ସୋରିଷ ତେଲ ନେଇ ଆପଣ ଆପଣଙ୍କ ଆଇବ୍ରରେ ଲଗାନ୍ତୁ ଏବଂ କାନ ପଟିର ପଛରେ ମଧ୍ୟ ଲଗାନ୍ତୁ । ଏହିପରି ପ୍ରତ୍ୟେକ ଶନିବାର 2 ରୁ 3 ଥର କରନ୍ତୁ । ଆପଣଙ୍କୁ ବହୁତ ଶାନ୍ତି ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment