ସାବାସ୍ ଭଉଣୀ…ତୁମେ ହିଁ ସାହସୀ… ଦେଖନ୍ତୁ Video

0

ଆମ ଦୁନିଆରେ ପ୍ରତିଦିନ ଅନେକ ଘଟଣା ଓ ଦୁର୍ଘଟଣା ଘଟିଥାଏ ଯାହା ଶୁଣିଲେ ବା ଦେଖିଲେ ଛାତି ଥରି ଯାଏ ।ଆଉ ଯେଉଁ ଘଟଣା ଆମ ଆଖି ଆଗରେ ଘଟିଥାଏ ଯାହାକୁ ଦେଖିଲେ ତାକୁ ସହଜରେ ଭୁଲି ହୁଏ ନାହିଁ ।ତେବେ ଆମ ଦୁନିଆରେ ବହୁତ କମ ଲୋକ ରହିଛନ୍ତି ଯେଉଁ ମାନେ ନିଜ ଜୀବନକୁ ବାଜି ଲଗେଇ ଅନ୍ୟ କାହାର ଜୀବନ ବଞ୍ଚାଇବା ପାଇଁ ତତ୍ପର ହେଇ ଉଠନ୍ତି ।ବହୁତ ସମୟରେ କେହି ଜୀବଜନ୍ତୁ ବା ମଣିଷ ବି ଅସୁବିଧାରେ ପଡ଼ିଥିଲେ ଆଉ କେହି ତାହାକୁ ଦେଖିଲେ ବି ସେହି ବ୍ୟକ୍ତି ବା ଜୀବକୁ ସାହାଯ୍ୟ କରିବାକୁ ଭାବି ବି ନଥାନ୍ତି। ତେବେ ଆଜିର ଦୁନିଆରେ ସମସ୍ତେ ସ୍ବାର୍ଥପର ଯେଉଁଥି କିଛି ସ୍ୱାର୍ଥ ମିଳିବ ନାହିଁ ସେଠି କାହିଁକି ବା ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜ ଜୀବନକୁ ବାଜି ଲଗେଇବେ ।

ତେବେ ଏତେ ସବୁ ପରେ ବି କିଛି ଏମିତି ଲୋକ ମାନଙ୍କୁ ବି ଆମେ ଦେଖିବାକୁ ପାଇଥାଉ ଯେଉଁ ମାନେ ଅନ୍ୟ ପାଇଁ ସବୁ କିଛି କରିବାକୁ ଆଗେଇ ଆସନ୍ତି ଆଉ ନିଜ କର୍ତ୍ତବ୍ୟ କୁ କେବେ ଭୁଲି ନଥାଆନ୍ତି ।ଆଉ ସେହି ପରି ଲୋକ ମାନଙ୍କ ଦେଖିଲେ ଆମକୁ ସାହସ ମିଳିଥାଏ କି କାହା ପାଇଁ କିଛି କରିବା ପାଇଁ ବିନା ସ୍ୱାର୍ଥରେ ।ତେବେ ବହୁତ ସମୟରେ ବହୁତ ସାହସ ପୂର୍ଣ୍ଣ କାର୍ଯ୍ୟ କରୁଥିବାର ଲୋକ ମାନଙ୍କୁ ଦେଖିବାକୁ ପାଉ ସୋସିଆଲ ମେଡିଆ ମାଧମରେ ଆଉ ଆଜି ବି ଜଣେ ଏମିତି ମହିଳାଙ୍କ କଥା କହିବୁ ଯିଏ ଟିକିଏ ବି ନ ଡରି ଯେଉଁ ପରି ସାହସିକ ପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ତାଙ୍କୁ ଦେଖି କେହି ପ୍ରଶଂସା ନକରିବ ତାର କଥା ଉଠୁ ନାହିଁ ।

ବହୁତ ସମୟରେ ସୋସିଆଲ ମେଡିଆରେ ଅନେକ ପ୍ରକାରର ଭିଡ଼ିଓ ଦେଖିବାକୁ ମିଳିଥାଏ ତେବେ ଆଜିର ଏହି ଭିଡ଼ିଓଟି କିଛି ନିଆରା ।ଏହାର କରଣ ସେହି ଭିଡ଼ିଓ ଦେଖିଲେ ନିଶ୍ଚିତ ଜାଣି ପାରିବେ, ତେବେ ସେହି ଭିଡିଟିରେ ଦେଖିବାକୁ ମିଳୁଛି ଗୋଟିଏ ପେଟ୍ରୋଲ ପମ୍ପ ଯେଉଁ ଠାରେ 3ଟି ବାଇକରେ ତିନି ଜଣ ଲୋକ ପେଟ୍ରୋଲ ପୁରେଇବା ପାଇଁ ଛିଡା ହେଇଛି ଆଉ ଗୋଟିଏ ବାଇକ ଟ୍ରଲି ଗାଡି ବି ରହିଛି ତେବେ ତେଲ ପୁରେଇବା ପାଇଁ ଲେଡି କର୍ମଚାରୀ ଆସୁଥିବା ବେଳେ ହଠାତ ସେହି ଟ୍ରଲି ବାଇକ ଟି ଜଳି ଉଠୁଛି ।ଆଉ ସେଥିରେ ଥିବା ବ୍ୟକ୍ତି ସାଙ୍ଗେ ସାଙ୍ଗେ ଅଲହେଇ ଯାଉଛନ୍ତି ଆଉ ପାଖରେ ଥିବା ଆଉ ତିନି ଜଣ ବାଇକ ଚାଳକ ବି କାଳେ ପେଟ୍ରୋଲ ପମ୍ପ ବ୍ଲାଷ୍ଟ ହେଇଯିବ ଭାବି ଗାଡି ନେଇ ପଳେଇ ଯାଇଛନ୍ତି ।

ତେବେ କମାଲ କଲେ ସେହି ଲେଡି କର୍ମଚାରୀ ଯିଏ ଟିକିଏ ବି ଡରି ପାଖରେ ଥିବା ନିଆ ଲିଭା ସିଲିଣ୍ଡର ଆଣି ସେହି ବାଇକରେ ସ୍ପ୍ରେ କରିଥିଲେ ଆଉ କିଛି ସମୟ ପରେ ଦେଖିବାକୁ ମିଳିଲା କି ନିଆଁ ସମ୍ପୂର୍ଣ୍ଣ ଲିଭି ଯାଇଛି ।ତେବେ ଯଦି ଅସୁବିଧା ଡ଼ମ୍ବରେ କେହି ନଥିଲେ ବି ଆପଣ ନିଜର ଉପସ୍ଥିତ ବୁଢ଼ୀ ବ୍ୟବହାର କରି ପାରିବେ ତାହେଲେ ବିପଦ ଟଳି ପାରିବ ।ତେବେ ଏହି ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଖୁବ ଭାଇରଲ ହେବା ସହ ସେହି ମହିଳାଙ୍କୁ ସାବସିର ଛୁଅ ଛୁଟୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।