ମହା ଶିବରାତ୍ରୀ (18 February) ରାଶି ଅନୁସାରେ ଶିବଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ ଧନର ବର୍ଷା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ଶିବ ରାତ୍ରି ହେଉଛି ଏକ ପବିତ୍ର ଦିନ, ଯେଉଁ ଦିନ ଭଗବାନ ଶିବ ଶମ୍ଭୁ ଙ୍କୁ ଆପଣ ମାନେ ପୂଜା କରିଥାନ୍ତି | ଆଉ ତାହା ସହିତ ଶିବ ଙ୍କର ବାର ମଧ୍ୟ ଆମେ କରି ଥାଉ | ଆଉ ଯାହା କୁହାଯାଉଛି କି ଫେବୃଆରୀ 18 ତାରିଖ ଶନିବାର ଦିନ ଶିବ ରାତ୍ରି ରୂପେ ପୂଜା କରାଯାଇଥାଏ | ଆଉ ଯାହା କୁହାଯାଉଛି କି ଏହି ଶିବ ରାତ୍ରି ଦିନ ମନର ସହିତ ଚତୁର୍ଦଶୀ ଦିନ ଯଦି ଆମେ ଶିବ ଙ୍କର ଜାଗର ଜାଳିବା ତାହେଲେ ଭଗବର ଙ୍କ ଶୁଭ ଦୃଷ୍ଟି ପଡିଥାଏ |କୁହାଯାଉଛି କି ଶିବ ରାତ୍ରି ଦିନ 5 ଟି ଦୀପ ଜାଳିବା ଆବଶ୍ୟକ | ଆଉ ଆସନ ଉପରେ 5 ଟି ଦୀପ କୁ ଜାଳିବେ ଗୋଟିଏ କୁ ପୂର୍ଵ, ଅନ୍ୟକୁ ପଶ୍ଚିମ, ଉତ୍ତର ଓ ଅନ୍ୟ କୁ ଦକ୍ଷିଣ ଦିଗ କୁ ମୁହଁ କରିକି ଦୀପ ରଖିବା ସହିତ ଅନ୍ୟ ଗୋଟିଏ କୁ ମଝିରେ ରଖିବା ଆବଶ୍ୟକ |

କେଉଁ ରାଶିର ବ୍ୟକ୍ତି ମାନେ କଣ ଲଗାଇବେ ଶିବ ରାତ୍ରି ଦିନ :-

1-ମେଷ ରାଶି :-କୁହାଯାଉଛି କି ଶିବ ରାତ୍ରି ଦିନ ଗୁଳୁଚି ଲଟାର ରସ ସହିତ ମଶୁରି ଡାଲି କୁ ଶିବ ଙ୍କ ପାଖରେ ଅର୍ପଣ କରିଲେ ଶୁଭ ଫଳ ମିଳିଥାଏ |

2-ବୃଷ ରାଶି :-ପଞ୍ଚାଅମୃତ ସହିତ ଅରୁଆ ଚାଉଳ କୁ କୁ ଭଗବାନ ଶିବ ଙ୍କ ପାଖରେ ଅର୍ପଣ କରିଲେ ଶୁଭ ଫଳ ମିଳିଥାଏ |

3-ମିଥୁନ ରାଶି :-ମୃଦ୍ଧ ତାରକା ଚେର ସହିତ ମୁଗ କୁ ଭଗବାନ ଶିବ ଙ୍କ ପାଖରେ ଅର୍ପଣ କରିବା ଆବଶ୍ୟକ ମିଥୁନ ରାଶି ର ବ୍ୟକ୍ତି ମାନଙ୍କୁ ଶିବ ରାତ୍ରି ଦିନ |

4-କର୍କଟ ରାଶି :-କଳା ରାଶି ସହିତ କ୍ଷୀର କଳି ଗଛର ଚେର କୁ କର୍କଟ ରାଶିର ବ୍ୟକ୍ତି ମାନେ ଅର୍ପଣ କରିଲେ ଶୁଭ ଫଳ ମିଳିଥାଏ |

5-ସିଂହ ରାଶି :-ଶିବ ରାତ୍ରି ଦିନ ନୀଳ ଅରଖ ଫୁଲ ସହିତ ଗହମ କୁ ଭଗବାନ ଶିବ ଙ୍କ ପାଖରେ ଅର୍ପଣ କରିଲେ ଶୁଭ ଫଳ ମିଳିବ |

6-କନ୍ୟା ରାଶି :-ମୃଦ୍ଧ ତାରକା ଚେର ସହିତ ମୁଗ କୁ ଭଗବାନ ଶିବ ଙ୍କ ପାଖରେ ଅର୍ପଣ କରିଲେ କନ୍ୟା ରାଶିର ବ୍ୟକ୍ତି ଙ୍କର ମଙ୍ଗଳ ହେବ |

7-ତୁଳା ରାଶିହରଡ଼, ବାହାଡା, ଅଳା ସହିତ ଅରୁଆ ଚାଉଳ କୁ ଶିବ ରାତ୍ରି ଦିନ ଅର୍ପଣ କରିଲେ ଶୁଭ ଫଳ ମିଳିଥାଏ |

8-ବିଛା ରାଶି :-ମଶୁରି ଡାଲି ସହିତ ଗୟାସ ଫୁଲ କୁ ମହା ଶିବ ରାତ୍ରି ରେ ଶିବ ଙ୍କୁ ଅର୍ପଣ କରିବେ ଶୁଭ ଫଳ ମିଳିବ |

9-ଧନୁ ରାଶି :-ଚଣା ଡାଲି ସହିତ ସାତ ଖଣ୍ଡ ହଳଦୀ ଦାନ କରିଲେ ଶୁଭ ଫଳ ମିଳିବ ଶିବ ରାତ୍ରି ଦିନ |

10-ମକର ଆଉ କୁମ୍ଭ ରାଶି :-ଏହି ଦୁଇଟି ରାଶିର ବ୍ୟକ୍ତି ମାନେ ଆଖୁରସ ସହିତ ଦହି କୁ ଶିବ ରାତ୍ରି ଦିନ ଭଗବାନ ଶିବ ଙ୍କୁ ଅର୍ପଣ କରିଲେ ଶୁଭ ଫଳ ମିଳିଥାଏ |

11-ମୀନ ରାଶି :-ମୀନ ରାଶି ର ବ୍ୟକ୍ତି ମାନେ ଗଙ୍ଗା ଜଳ ସହିତ ରୁଦ୍ରାକ୍ଷ କୁ ଅର୍ପଣ କରିଲେ ଶିବ ଙ୍କୁ ଶୁଭ ଫଳ ମିଳିଥାଏ |

ତେବେ ଏହା ଥିଲା ଶିବ ରାତ୍ରି ବିଷୟରେ ସମ୍ପୂର୍ଣ୍ଣ କଥା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment