ସାବିତ୍ରୀ ପାଇଁ ସତ୍ୟବାନ ମାଗିଲା ଜୀବନ ଭିକ୍ଷା । ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ସ୍ୱାମୀ କରୁଛନ୍ତି ସଂଘର୍ଷ… ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ… ଦେଖନ୍ତୁ Video

ବନ୍ଧୁଗଣ ଦୁଃଖ ଏବଂ ସୁଖ ଆମ ଜୀବନର ଦୁଇଟି ପ୍ରକ୍ରିୟା। କେତେବେଳେ କାହା ପାଖକୁ କେଉଁ ଅଜଣା ଦୁଃଖ ମାଡ଼ି ଆସିବ ତାହା କହିହେବ ନାହିଁ। ମଣିଷ କେତେବେଳେ ଯେ କାହାର ଦୁଃଖଦ ଘଟଣା ର ଶିକାର ହେବ ତାହା କହିବା ମୁସ୍କିଲ। କାରଣ ଜଣେ ଅଜାଣତରେ ଏଭଳି ଦୁଃଖଦ ଘଟଣାର ଶିକାର ହୋଇଥାଏ। ଏଥିପ୍ରତି ସେ ଆଗରୁ ସଚେତନ ନଥାଏ କିମ୍ୱା ତାର ଧାରଣା ନଥାଏ। ଆମେ ତ ଆପଣଙ୍କୁ ଅନେକ କିଛି ବିସ୍ମୟକର ଘଟଣା ସଂପର୍କରେ ଅବଗତ କରାଇ ଥାଉ। ସେହିପରି ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଯାହାକୁ ଜାଣିଲେ ଆପଣ ବି ଭାବ ବିହ୍ୱଳ ହୋଇ ପଡିବେ।

ତେବେ ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ସବୁ ଦୁଃଖଦ ଘଟଣା ମାନ ଦେଖିବା ପାଇଁ ମିଳିଥାଏ ଯାହା ସମସ୍ତଙ୍କୁ ବିସ୍ମୟ କରିବା ଭଳି ହୋଇଥାଏ। ତେବେ ଖୁସିର ଜୀବନ ପ୍ରକ୍ରିୟା ଭିତରେ ଆମେ ବହୁତ୍ ଏହି ଭଳି କିଛି ଦୁଃଖକୁ ପାସୋରି ଯାଇଥାଉ କିନ୍ତୁ ବାସ୍ତବରେ ଏହା ଆମକୁ ଏମିତି ଦୁଃଖ ଯନ୍ତ୍ରଣା ଭିତରକୁ ଠେଲି ଦିଏ ଯେଉଁଠୁ ବାହାରିବା ମୁସ୍କିଲ ହୋଇପଡେ। ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଆମେ ସବୁବେଳେ ସବୁ ପରିସ୍ଥିତି ଉପରେ କିପରି ଧ୍ୟାନ ରଖିବା ଏବଂ ଦୂର ଦୃଷ୍ଟି ରଖିବା ଆବଶ୍ୟକ ଅଟେ। ତେବେ ଏପରି ଦୁର୍ଘଟଣା ଜନିତ ଦୁଃଖ କେତେବେଳେ କାହା ସହ ଘଟିଯାଏ ତାହା କହିହେବ ନାହିଁ।

ବିଧିର ବିଧାନକୁ ବୁଝିବା ବାସ୍ତବରେ ବହୁତ୍ କଷ୍ଟ ଅଟେ। ସେହିଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଯେଉଁଠି ନିଜ ସ୍ତ୍ରୀ ପାଇଁ ଜୀବନ ଭିକ୍ଷା କରିଛନ୍ତି ତାଙ୍କ ସ୍ଵାମୀ। ଆଜି ଆମେ କହୁଛୁ ଅନୁଗୁଳ ତାଳଚେର ର ଦମ୍ପତ୍ତି, ତୁଷାର ଏବଂ ଅନୁପମା ଙ୍କ କଥା। ତିନିବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଦମ୍ପତ୍ତି ଙ୍କ ଜୀବନରେ ମାଡ଼ି ଆସିଛି ଅଜଣା ଦୁଃଖ। ଏବେ ବ୍ରେନ୍ ଷ୍ଟ୍ରମ ରେ ପୀଡ଼ିତ ହୋଇ ନିଜ ଜୀବନ ସହିତ ସଂଘର୍ଷ କରୁଛନ୍ତି ଅନୁପମା। ଆଉ ଏମିତିରେ ନିଜ ଜୀବନ ଠାରୁ ଭଲ ପାଉଥିବା ତାଙ୍କ ସ୍ଵାମୀ କରୁଛନ୍ତି ଅନେକ ସଂଘର୍ଷ। ଆଖିର ଲୁହ ଏବଂ ମନର କୋହକୁ ନିଜ ଭିତରେ ଜାବୁଡ଼ି ରଖି ଲାଗି ପଡ଼ିଛନ୍ତି ନିଜ ସ୍ତ୍ରୀ ର ଜୀବନ ବଞ୍ଚାଇବା ପାଇଁ।

ନିଜ ଜୀବନ ଯାକର ସବୁ ପୁଞ୍ଜିକୁ ନିରୂପମା ଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରି ସାରିବା ପରେ ଏବେ ସେ ରାଜ୍ୟ ବାସୀଙ୍କୁ ମାଗିଛନ୍ତି ସହାୟତାର ଭିକ୍ଷା। ସ୍ବାମୀ ତୁଷାର ଆଜିବି ସେହି ପୁରୁଣା ଖୁସିର ମୁହୂର୍ତ୍ତର ଭିଡିଓ କୁ ଦେଖାଇ ନିଜ ଶଯ୍ୟାଶାୟୀ ପତ୍ନୀଙ୍କ ମୁହଁରେ ଖୁସି ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ତାଂକୁ କିଛିବି ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ୯୯୮୭୪୬୬୧୦୨ ନମ୍ୱର୍ ରେ କଲ୍ କରି ଯୋଗାଯୋଗ କରି ପାରିବେ। ଆପଣଙ୍କ ସାହାଯ୍ୟ ସେମାନଙ୍କ ଭିତରେ ପୁଣି ଖୁସି ଭରି ଦେଇ ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment