ସବୁକଲା ଏବେ କହୁଛି ବୟସରେ ବଡ଼… ମୁଁ ହେବିନି… ଏ ନେଇ କଣ କହୁଛନ୍ତି ଏହି ମହିଳା, ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଏମିତି ଅନେକ ସମୟରେ ଭିଡ଼ିଓ ସବୁ ଭାଇରଲ ହୋଇଥାଏ ଯାହା ଦେଖିବା ପରେ ସମସ୍ତେ ଚମକି ପଡି ଥାନ୍ତି। ଆଉ ଏବେ ପୁଣି ଜଣେ ମହିଳା ପ୍ରେମ ପାଇଁ ଥାନାର ର ଦ୍ୱାରସ୍ଥ ହୋଇଛନ୍ତି। ସେ ଏଠାରେ ଏମିତି ବୟାନ ଦେଇଛନ୍ତି ଯେ ସେ ଆଗରୁ ଜାଣିଥିଲେ ବଡ଼ ବୋଲି ହେଲେ ଏବେ କଣ ପାଇଁ ଏମିତି କିଛି କହିଛନ୍ତି। ଏଠାରେ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ କିଛି ଦିନ ହେବ ନଜରକୁ ଆସିଛି ଯେଉଁଠି ଜଣେ ମହିଳା ତାଙ୍କର ପ୍ରେମ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଆଉ ଏହି ଭିଡ଼ିଓ କୁ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଏମିତି ଅନେକ ସମୟରେ ଭିଡ଼ିଓ ସବୁ ସାମ୍ନା କୁ ଆସିଥାଏ ଯେଉଁଠି ପ୍ରେମ ପାଇଁ କେଉଁଠି ପ୍ରେମିକ ପ୍ରତାରଣା ସହ୍ୟ କରି ନ ପାରି ଶେଷ ରେ ଜୀବନ ହାରି ଦେଇଥାଏ। ଆଉ ବେଳେ ବେଳେ ଯୁବକ ମାନେ ମିଛ ପ୍ରତିଶ୍ରୁତି ଦେଇ ଯୁବତୀ ମାନଙ୍କୁ ପ୍ରେମ କରି ଥାନ୍ତି ଶେଷ ରେ ସେ ବିବାହିତ ଯୁବକ ବୋଲି ଘଟଣା ସବୁ ଭାଇରଲ ହୋଇଥାଏ। ଆଉ ଏହିପରି ସବୁବେଳେ ପ୍ରେମ କୁ ନେଇ ଅନେକ ଘଟଣା ନଜରକୁ ଆସିଥାଏ।

ଆଉ ସେହିପରି ଏବେ ଏକ ଘଟଣା ନଜରକୁ ଆସିଛି ଯେଉଁଠି ଜଣେ ମହିଳା ଏମିତି କିଛି କହିଛନ୍ତି ଯାହା ଶୁଣିବା ପରେ ଆପଣ ମାନେ ଚମକି ପଡିବେ।ଆଉ ସେ ଏଠାରେ ଫୁଲ ମାଳ, ସିନ୍ଦୁର,ଶଙ୍ଖା ଧରି ଥାନା ରେ ବସିଛନ୍ତି ଯାହା ଏଠାରେ ଦେଖିବାକୁ ମିଳିଛି। ଏହି ସମୟରେ ସେ ନିଜ ପ୍ରେମିକ କୁ ପାଇବା ପାଇଁ ଚାହିଁ ବସିଛନ୍ତି ଯାହା ଏବେ ଅଭିଯୋଗ ଆଣିଛନ୍ତି। ସେହି ମହିଳା ଜଣଙ୍କ କହିବାକୁ ଗଲେ ତାଙ୍କର ଆଗରୁ ସ୍ୱାମୀ ଓ ଛୁଆ ପିଲା ରହିଛି ଯାହା କୁ ଜାଣିବା ପରେ ମଧ୍ୟ ଯୁବକ ଜଣଙ୍କ ପ୍ରେମ କରିଥିଲେ। ଆଉ ଏହି ସମୟରେ ଯୁବକ ଫେରାର ରହିଛନ୍ତି ଯାହାକୁ ନେଇ ଥାନାରେ ଅଭିଯୋଗ ଆଣିଛନ୍ତି।

ଏହି ଘଟଣା ଟିରେ ଜାଣିବାକୁ ମିଳିଛି ଦୁହେଁ ଦୁହିଁଙ୍କୁ କିଛି ବର୍ଷ ତଳେ ପ୍ରେମ କରିଥିଲେ ତାହା ପରେ କିଛି ଦିନ ମିଶିକରି ମଧ୍ୟ ରହିଥିଲେ ଯାହା ଏଠାରେ ମହିଳା ଜଣଙ୍କ କହିଛନ୍ତି। ଆଉ ଏବେ ମହିଳା ଜଣଙ୍କ କହିଛନ୍ତି ଯେ ଦିନେ ଅଟୋ ରେ ନେବା ସମୟ ରେ ଯୁବକ ଜଣଙ୍କ ଜବରଦସ୍ତ ପ୍ରେମ ନିବେଦନ ପରେ ଦୁହେଁ କଥା ହୋଇଥିଲେ। ଆଉ ତାହା ପରେ ଦୁହେଁ କିଛି ଦିନ ମିଶି ରହିଲେ ହେଲେ ପରବର୍ତ୍ତୀ ସମୟରେ ତାଙ୍କ ଘର ଲୋକ ଯୁବକ ଙ୍କୁ ଏଠାରୁ ନେଇଗଲେ ଯାହା ପାଇଁ ଏବେ ସେ ନ୍ୟାୟ ଦାବି ରେ ରହିଛନ୍ତି। ଆଉ ସେପଟେ ସେହି ପ୍ରେମିକ କୁ ଅନ୍ୟତ୍ର ଯୁବତୀ ସହିତ ବିବାହ କରିବା ନେଇ ଶୁଣିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment