ସାଧୁ ବାଣୀ – ସବୁ କାର୍ଯ୍ୟରେ ସଫଳତା ପାଇବା ପାଇଁ କଣ କରିବେ ଜାଣନ୍ତୁ ? ଏହା ସହିତ ପଢନ୍ତୁ ଆଜିର ୧୦ ଟି ଅନୁଚିନ୍ତା

0

ଖାଦ୍ୟ ଖାଇବା ସମୟରେ ଲୁଣ ଖାଦ୍ୟରେ ପକାନ୍ତି ଓ ବଲକା ଲୁଣ କୁ ଭୂଇଁ ରେ ପକାନ୍ତି କିମ୍ବା ନିଜର ପୋଷାକରେ ପୋଛି ଦିଅନ୍ତି ଏହା କରିବା ଆଦୌ ଠିକ ନୁହେଁ l ଏହା କରିବା ଦ୍ୱାରା ଆପଣଙ୍କର ଋଣ ବଢ଼ି ଥାଏ ତେଣୁ ଲୁଣ କୁ ଭୂଇଁରେ ନପକାଇ କିମ୍ବା ପୋଷାକରେ ନା ପୋଛି ଲୁଣ ହୋଇ ଥିବା ହାତକୁ ପାଖରେ ଗୋଟିଏ ପାଣି ପାତ୍ର ରେ ହାତକୁ ଧୋଇ ଦିଅନ୍ତୁ ଦେଖିବେ ଋଣ ଆପଣଙ୍କର କେବେବି ହେବ ନାହିଁ l ଯଦି ଗୋଟିଏ ପୁରୁଷର ଡାହାଣ ହାତର ପାପୁଲି କିମ୍ବା ଗାଟିଏ ନାରୀ ର ବାମ ହାତର ପାପୁଲି କୁଣ୍ଡାଇହୁଏ ତାହାଲେ ଅଳ୍ପ ଦିନ ମଧ୍ୟରେ ଧନ ପ୍ରାପ୍ତି ହୋଇ ଥାଏ l

1.ଯଦି ପୁରୁଷର କାନରେ କେଶ ବଢେ ତାହାଲେ ସେ କେଶକୁ କେବେବି କାଟନ୍ତୁ ନାହିଁ କାରଣ ବହୁତ ରୁ ବହୁତ ଧନ ମିଳିବାର ସମ୍ଭାବନା ଥାଏ l

2.ଯଦି କୌଣସି ଭାଇ ଭଉଣୀ ମାନଙ୍କର ଚର୍ମ ଗତ ଅସୁବିଧା ଥାଏ ତାହାଲେ କୌଣସି ମଙ୍ଗଳବାର ଦିନ ଭୂଇଁରେ ମୁଣ୍ଡ ଲଗାଇ ପ୍ରଣାମ କରନ୍ତି lଯେପରି ମୁଣ୍ଡରେ ମାଟି ଲାଗିବା ଦରକାର l

3.ଯଦି ଏହାକୁ ପାଳନକରନ୍ତି ତାହାଲେ ଆପଣଙ୍କର ଥିବା ଚର୍ମ ଗତ ସବୁ ଅସୁବିଧା ଶେଷ ହୋଇ ଯିବ l ଯଦି ରବିବାର ଦିନ ଆପଣ ମାନେ ବେଲ ଗଛ ମୂଳରେ ଧୂପ କାଠି ଜଳାନ୍ତି ଓ ନାଲି ରଙ୍ଗର ଫୁଲରେ ପୂଜା କରନ୍ତି କିମ୍ବା ବେଲ ଗଛର ଚାରି ପଟରେ ପ୍ରଦୀକ୍ଷଣ କରନ୍ତି ଏପରି ସତଟି ରବିବାର କଲେ ନିଶ୍ଚିନ୍ତ ଆପଣ ମାନଙ୍କର ମନସ୍କାମନା ପୂରଣ ହେବ l

4. ପ୍ରତେକ ଦିନ ଯଦି ପୁରୁଷ କିମ୍ବା ନାରୀ ଗାଧେଇ ସରିଲାପରେ ସୁଯ୍ୟ ଙ୍କୁ ପ୍ରଣାମ କରନ୍ତି ତାହାଲେ ଶୁଭ ଫଳ ମିଳିଥାଏ l ଏବଂ ଗାଧୋଇ ସାରି ପୂଜା କରି ସରିଲା ପରେ ଅଳ୍ପ ଟିକିଏ ଲୁଣ ଖାନ୍ତୁ l

5. ଗାଧୋଇ ସାରିବାପରେ କେବେବି ତେଲକୁ ସ୍ପର୍ଶ କରନ୍ତୁ ନାହିଁ l ଗାଧୋଇ ସାରିବା ପରେ କେବେବି ମୁଢି ଖାନ୍ତୁ ନାହିଁ ଏହା କଲେ ଅମଙ୍ଗଳ ହୋଇ ଥାଏ l ଭଲ ସମୟ ଆସିବ ପୂର୍ବରୁ କିଛିନା କିଛି ସଂକେତ ଆସି ଥାଏ l

6.ଯଦି ଅପାଙ୍କର ଛାତ ଉପରେ କିମ୍ବା ଆପଣଂକର ଦ୍ୱାର ମୁହଁରେ କୌଣସି ପକ୍ଷୀ କିଛି ଫଳକୁ ଅଧା ଖାଇ ପକେଇ ଥାଏ ତାକୁ ସକାଳୁ ଦେଖିଲେ ତାହାଲେ ଜାଣି ରଖନ୍ତୁ ଅପାଙ୍କର ସେହି ଦିନ ଠାରୁ ଶୁଭ ସମୟ ଆରମ୍ଭ ହେଲା l

7.ଯଦି କେଉଁ ଦିନ ବେଙ୍ଗ ବୋବାଏ ତାହାଲେ ବର୍ଷା ନିଶ୍ଚୟ ହେବ ବୋଲି ଜାଣି ପାରିବ l ଏହା କୁ ମାନେ ରଖିଲେ କାମରେ ଆସିଥାଏ l

8. ଯଦି ଆପଣଙ୍କର କାଯ୍ୟରେ ସଫଳତା ମିଳୁ ନଥାଏ ତାହାଲେ ଚାନ୍ଦିରେ ଗୋଟଏ ମୁଦି ତିଆରି କରି ଶିବ ଲିଙ୍ଗରେ ଛୁଆଁଇ ନିଜର କାନି ଆଙ୍ଗୁଠି ରେ ପିନ୍ଧନ୍ତୁ ଦେଖିବେ ସଫଳତା ହିଁ ସଫଳତା ମିଳିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।