ସବୁଦିନ ରାତିରେ ପୁରୁଷମାନଙ୍କୁ କାହିଁକି ହଳଦୀ କ୍ଷୀର ପିଇବା ନିହାତି ଦରକାର ଜାଣନ୍ତୁ ଫାଇଦା – Health Tips

0

ସାଧାରଣତଃ ପୁରୁଷ ମାନଙ୍କ ନିଜର ବଡିକୁ ଫିଟନେସ ରଖିବା ପାଇଁ ସବୁବେଳେ ଚିନ୍ତାରେ ଥାନ୍ତି l ପୁରୁଷ ମାନେ ନିଜର ବଡିକୁ ଟିକେ ମୋଟା ଏବଂ ସୁନ୍ଦର କରିବା ପାଇଁ ଚେଷ୍ଟା କରନ୍ତି l ସେଥିପାଇଁ ସେମାନେ ଜିମ ମଧ୍ୟ କରିଥାନ୍ତି l ଆମେମାନେ ଦେଖିଥିବା ପୁରୁଷମାନଂକୁ ହଳଦୀ ମିଶା କ୍ଷୀର ପିଇବା ପାଇଁ ସବୁ କହିଥାନ୍ତି l ହଳଦୀ ମିଶା କ୍ଷୀର ପିଇବା ପାଇଁ ଭଲ ଲାଗି ନଥାଏ l ସେଥିପାଇଁ କେହିବି ଏହି କ୍ଷୀରକୁ ପିଇ ନଥାନ୍ତି l ହଳଦୀ କ୍ଷୀରର ବହୁତ ଉପକାରିତା ରହିଛି l ଏହାକୁ ପିଇଲେ ଦେହ ଯଦି ବିନ୍ଧା ହେଉଛି, ତେବେ ହଳଦୀ ମିଶା କ୍ଷୀର ପିଇଲେ ଦେହରୁ ବଥା ସବୁ ଦୂରେଇ ଯାଏ l

ଏଥିରେ ବହୁତ ପ୍ରୋଟିନ ରହିଛି l ହଳଦୀରେ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ରହିଛି l ହଳଦୀରେ କରକ୍ୟୁମିନ ଆଣ୍ଟି ଅକ୍ସି ଡାଣ୍ଟ ମଧ୍ୟ ରହିଛି l ଏହା ଅସୁବିଧାରୁ ମଧ୍ୟ ବଞ୍ଚାଇଥାଏ l ରାତିରେ ହଳଦୀ ମିଶା କ୍ଷୀର ପିଇ ଶୋଇଲେ ଶରୀର ପାଇଁ ଭଲ ହୋଇଥାଏ l ଏହା ଆମର ଦିନସାରାର ଥକ୍କା ପଣରୁ ବାହାର କରିଥାନ୍ତି l ଏହାକୁ ପ୍ରତ୍ୟେକ ଦିନ ପିଇଲେ ଆମ ଶରୀର ସୁସ୍ଥ ମଧ୍ୟ ରହିଥାଏ l ଶୋଇବା ପୂର୍ବରୁ ହଳଦୀ ମିଶା କ୍ଷୀର ପିଇଲେ ନିଦ ଭଲ ହୋଇ ଥାଏ l ଆସନ୍ତୁ ଜାଣିବା ଏଥିରୁ ମିଳୁଥିବା ଆହୁରି ବହୁତ କିଛି ପ୍ରୋଟିଏ ବିଷୟରେ l

1-ଯୁମିନିଟି ପାୱାର ବଢ଼େଇ ଥାଏ – କ୍ଷୀର ପିଇଲେ ଆମକୁ ଶକ୍ତି ମିଳି ଥାଏ ହେଲେ ସେଥିରେ କିଛି ହଳଦୀ ମିଶାଇ ଦେଲେ ଆମକୁ ବେଶୀ ମାତ୍ରାରେ ପ୍ରୋଟିନ ମିଳିଥାଏ l ଏହା ଶରୀରର ଯୁମିନିଟି ପାୱାରକୁ ବଢ଼ାଇ ଥାଏ l ଆମ ଶରୀରକୁ ରୋଗ ସଂକ୍ରମଣରୁ ଓ ଫ୍ଲୁ ଠାରୁ ବଞ୍ଚାଇଥାଏ l

2- ଶୁଖିଲା ଖାସରୁ ଆରାମ ଦିଏ- ହଳଦୀ ଖାଇଲେ କଫରୁ ମଳକୁ ବାହାର କରିଦିଏ l ଶ୍ୱାସନାଳିରୁ ରୋଗ ବାହାର କରିବାରେ ସହାୟକ ହୋଇଥାଏ l ହଳଦୀ ମିଶା କ୍ଷୀର ପିଇଲେ ଏହା ଆମକୁ ଆରାମ ଦେଇଥାଏ l

3- ଥଣ୍ଡା ଖାସିରୁ ଆରାମ ଦିଏ – ବହୁତ ଲୋକଙ୍କୁ ଅଧିକାଂଶ ସମୟରେ ଥଣ୍ଡା ଖାସ ଲାଗି ରହିଥାଏ l ଏହା ଥଣ୍ଡାରୁ ମଧ୍ୟ ଆରାମ ଦେଇଥାଏ l ଏହା ଆମକୁ ଇନଫେକ୍ସନରୁ ଦୂରେଇ ରଖି ଥାଏ l

4- ଓଜନ କମ ହେବା – ଗରମ ଗରମ କ୍ଷୀରରେ ଟିକେ ହଳଦୀ ମିଶାଇ ସବୁଦିନ ପିଇଲେ ଆମର ଓଜନ ହ୍ରାସ ହୋଇଥାଏ l ଏହାକୁ ପିଇଲେ ଆମର ପାଚନ ତନ୍ତ୍ର ମଧ୍ୟ ସୁସ୍ଥ ରହେ l

5- ନିଦ ଗଭୀର ହୋଇଥାଏ – ଶୋଇବା ପୂର୍ବରୁ ଏହି କ୍ଷୀରକୁ ପିଇଲେ ବହୁତ ଲାଭବାନ ହୋଇଥାଏ l ଶୋଇବାର ଅଧଘଣ୍ଟା ପୂର୍ବରୁ ପିଇଲେ ଆମକୁ ଭଲ ନିଦ ହୋଇଥାଏ l

ଏହି ହଳଦୀ ମିଶା କ୍ଷୀରକୁ ପିଇଲେ ଆମ ଶରୀରକୁ ବହୁତ ପ୍ରକାରର ପ୍ରୋଟିନ ମିଳିଥାଏ ଓ ଆମ ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।