ଆମ ଦେଶର ସବୁଠାରୁ ଭଲ କ୍ରିକେଟର ଯଦି ସେ ହେଉଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ଟେନ୍ଦୁଲକର। ଯେ କି ବହୁତ ଥର ଶତକ ମାରିଲା ପରେ ସାରା ବିଶ୍ୱରେ ପରିଚିତ ହୋଇ ପାରିଥିଲେ। ତାଙ୍କ ଖେଳରେ ସତ ରେ ଯାଦୁ ଅଛି ଏବଂ ଖେଳ ମାଧ୍ୟମରେ ସମସ୍ତଙ୍କର ପ୍ରଶଂସନୀୟ ହୋଇ ପାରିଛନ୍ତି। ତାଙ୍କର ଝିଅ ହେଲେ ସାରା ଟେନ୍ଦୁଲକର । ସେ ଏବେ ଯାହା କୁ ଭଲ ପାଇଁ ବସିଛନ୍ତ ଜାଣିଲେ ମୁଣ୍ଡ ରେ ହାତ ଦେବ। ସାରା ଙ୍କ ବୟସ ବର୍ତମାନ ମାତ୍ର ୧୮ ବର୍ଷ।ଆସନ୍ତୁ ଜାଣିବା ତାଙ୍କ ପ୍ରେମ ବିଷୟରେ
ପ୍ରେମ ରେ ପଡିଛନ୍ତି କି ସଚିନ ଙ୍କ ଝିଅ ସାରା? କାହାକୁ ହୃଦୟ ଦେଇ ବସିଛନ୍ତି ଏହି ୧୮ ବର୍ଷୀୟ ଚୁଲବୁଲି ? ଲାଇନ ଲାଇଫ ରୁ ଦୁରେଇ ରହୁଥିବା ସାରା କାହା ପାଇଁ ଏବେ ଚର୍ଚ୍ଚାରେ। କ୍ରିକେଟ ର ଭଗବାନ କୁହା ଯାଉଥିବା କ୍ରିକେଟର ସଚିନ ଟେନ୍ଦୁଲ କର। ସଚିନ ନିଜ ଖେଳ କ୍ୟାରିୟର ରେ ଯେତେ ସଫଳ ତାଙ୍କର ବ୍ୟକ୍ତିଗତ ଜୀବନର ଲଭ ଷ୍ଟୋରି ସେତିକି ଇଣ୍ଟରେଶଟିଙ୍ଗ।
ଆମେ ଏଥିପାଇଁ କହୁଛେ ଯେ ସଚିନ ଯାହାକୁ ବିବାହ କରିଛନ୍ତି ସେ ତାଙ୍କଠାରୁ ୬ ବର୍ଷ ବଡ଼ ଏବଂ ତାଙ୍କ ନାମ ଅଞ୍ଜଳି।ତାଙ୍କର ଲଭ ଷ୍ଟୋରି ଆରମ୍ଭ ହୋଇଥିଲା ମୁମ୍ବାଇ ଏୟାର ପୋର୍ଟ ରୁ।ଧୀରେ ଧୀରେ ବନ୍ଧୁତା ପରେ ଅଞ୍ଜଳି କୁ ହୃଦୟ ଦେଇ ବସିଲେ। ତା ପରେ ଏହି ଯୋଡି ୧୯୯୫ ମସିହାରେ ନିଷ୍ପତି ନେଲେ ପ୍ରେମ ବନ୍ଧନରେ ବାନ୍ଧି ହେବା ପାଇଁ।
ତାଙ୍କ ପରେ ଝିଅ ସାରା ଚର୍ଚ୍ଚାରେ। ସାରା ଚର୍ଚ୍ଚାରେ ରହିବା କାରଣ ହେଉଛି ତାଙ୍କର ସୁନ୍ଦରତା ସହିତ ବ୍ୟକ୍ତିଗତ ଜୀବନ।ଯାହା ଏବେ ଶୁଣିବାକୁ ମିଳୁଛି ଏହି ଝିଅ କୁ ୧୮ ବର୍ଷ ହୋଇଛି ଆଉ ସେ ପ୍ରେମ ରେ ପଡି ଯାଇଛନ୍ତି। ଏମିତି ବି ତାଙ୍କର ଲକ୍ଷ ଦିୱାନ ର ଅଛନ୍ତି କିନ୍ତୁ ସେ ତାଙ୍କର ମନର ମଣିଷ ସହିତ ଲୁଚି ଲୁଚି ପ୍ରେମ କରୁଥିବା ଖବର ମିଳିଛି।
ଖବର ଏହା ଯେ ସାରା ଟେନ୍ଦୁଲ କର କାହାକୁ ହୃଦୟ ଦେଇ ସାରିଛନ୍ତି। ଏବେ କିଛି ଦିନ ହେବ ଦେଶ ର ସବୁଠାରୁ ବଡ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଙ୍କ ପୁଅ ଅନନ୍ତ ଅମ୍ବାନୀ ଙ୍କ ସହିତ ସାରା ଏବେ ଅନେକ ଜାଗାରେ ସ୍କଟ ହେଲେଣି। ସାରା ଏବଂ ଅନନ୍ତ ଙ୍କୁ ବହୁତ ଥର ଏକତ୍ର ପାର୍ଟି ରେ ଦେଖିବାକୁ ମିଳିଛି ଯାହା ପରେଏହି ଖବର ଚାରିଆଡେ ଘୁରି ବୁଲୁଛି।
ସଚିନ ଟେନ୍ଦୁଲ କର ଙ୍କର ଝିଅ ସାରା ଟେନ୍ଦୁଲକର ବର୍ତ୍ତମାନ ଚର୍ଚ୍ଚାରେ। ସେ ଭଲ ପାଇଁ ବସିଛନ୍ତି କରି ବସିଛନ୍ତି ଅନନ୍ତ ଅମ୍ବାନୀ ଙ୍କୁ। ତାଙ୍କର ଲଭ ବହୁତ ଆଗକୁ ଗଲାଣି ବୋଲି ଲାଗୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।