ହେ ଭଗବାନ ! ସଡ଼କ ଦୁର୍ଘଟଣା ରେ ଭଉଣୀ ଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ, ଆପଣଙ୍କର ଗୋଟିଏ ସେୟାର ଏହି ଛୋଟ ଭଉଣୀଟିର ଜୀବନ ବଞ୍ଚାଇ ପାରିବ…

0

ତେବେ ଆଜିର ଦୁନିଆରେ ଅଧିକାଂଶ ମୃତ୍ୟୁ ସଡ଼କ ଦୁର୍ଘଟଣା ଯୋଗୁଁ ହୋଇ ଥାଏ।ପ୍ରତ୍ୟେକ ବର୍ଷ ଦେଶର ଶହ ଶହ ଲୋକ ଏହି ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇ ଥାଆନ୍ତି।ସେଥି ପାଇଁ ଦେଶର ଟ୍ରାଫିକ ନିୟମ କୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଆଦେଶ ଦେଇ ଥିଲେ।ଆପଣ ମାନେ ଜାଣି ଥିବେ କି ଲୋକଙ୍କ ସୁରକ୍ଷା ଓ ସଡ଼କ ଜନିତ ଦୃଘଟଣା ରୋକିବା ପାଇଁ ଗତ ବର୍ଷ କେନ୍ଦ୍ର ସରକାର ଟ୍ରାଫିକ ନିୟମ କୁ କଡ଼ା କଡ଼ି ଭାବେ ଲାଗୁ କରି ଥିଲେ।

ତେବେ କେବଳ କେନ୍ଦ୍ର ସରକାର ନୁହନ୍ତି ବରଂ ରାଜ୍ୟ ସରକାର ମଧ୍ୟ ଏହାକୁ କଡ଼ାକଡ଼ି କରିଛନ୍ତି।ମାତ୍ର ଯେତେ ନିୟମ କଡ଼ାକଡ଼ି ହେଲେ ମଧ୍ୟ ଏହି ଦୁର୍ଘଟଣା କମିବାର ନାମ ନେଉ ନାହିଁ।ତେବେ ନିକଟରେ ଏହି ପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଯାହା ଯୋଗୁଁ ଜଣେ ଯୁବତୀ ଏବେ ହସ୍ପିଟାଲରେ ମୃତ୍ୟୁ ସହିତ ଲଢେ଼ଇ କରୁଛନ୍ତି।ଦୁର୍ଘଟଣାକୁ କେହି କେବେ ଏଡ଼ାଇ ଦେଇ ପାରେ ନାହିଁ।ଦୁର୍ଘଟଣା ଯେ କେତେବେଳେ କାହା ରୂପରେ ଆସିବ ତାହା କେହି କହି ପାରିବେ ନାହିଁ ଏବଂ ଦୁର୍ଘଟଣା କେବେ,କେଉଁଠି ଓ କେତେବେଳେ ହେବ ତାହା କେହି କହି ପାରିବେ ନାହିଁ।

ଏହା କେବଳ ସେହି ସୃଷ୍ଟି କର୍ତ୍ତା ଙ୍କ ହାତରେ ଅଛି।ଅବଶ୍ୟ ଆଧୁନିକ ଅସ୍ତ୍ରୋପଚାର ଦ୍ୱାରା ଅନେକ ଲୋକ ବଡ଼ ବଡ଼ ଦୁର୍ଘଟଣା ରେ ଆହତ ହୋଇ ପୁଣି ସୁସ୍ଥ ହୋଇ ପାରୁଛନ୍ତି।ମାତ୍ର ଏହା ପାଇଁ ପ୍ରବଳ ଅର୍ଥ ଆବଶ୍ୟକ।ତେବେ ସେହି ପରି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ର ଶିକାର ହୋଇଛନ୍ତି ଯାଜପୁର ର ଇନ୍ଦ୍ରାଣୀ ସିଂହ।ଗତକାଲି ସକାଳୁ ଇନ୍ଦ୍ରାଣୀ କାମ କରୁଥିବା ଫାଇନାନ୍ସ ଅଫିସ କୁ ଯାଉଥିବା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇ ଥିଲେ।ତାଙ୍କ ଉପରେ ଏକ ଦ୍ରୁତ ଗତିରେ ଆସୁଥିବା ଗାଡ଼ି ମାଡ଼ି ଯାଇ ଥିଲା।ତେବେ ତାଙ୍କ ଶରୀରରେ କ୍ଷତ ଏତେ ଭୟଙ୍କର ଥିଲା କି ତାଙ୍କୁ ତୁରନ୍ତ ଅଶ୍ୱିନୀ ହସ୍ପିଟାଲ କୁ ନିଆ ଯାଇ ଥିଲା।

ତେବେ ସେଠାରେ ଚିକିତ୍ସା ହେଲା ପରେ ମଧ୍ୟ ତାଙ୍କୁ ସୁସ୍ଥ କରା ଯାଇ ପାରି ନାହିଁ।ସେ କୋମା କୁ ଚାଲି ଯାଇଛନ୍ତି ଏବଂ ଏବେ ସେହି ହସ୍ପିଟାଲର ଆଇସିୟୁ ରେ ଅଛନ୍ତି।ତେବେ ପିଲା ଦିନରୁ ତାଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା।ତେଣୁ ପରିବାର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ଥିଲା ମାତ୍ର ଏବେ ତାଙ୍କର ଏହି ଦୁର୍ଘଟଣା ଦ୍ୱାରା ତାଙ୍କର ସମସ୍ତ ଅର୍ଥ ଓ ସମ୍ବଳ ଖର୍ଚ୍ଚ କରି ସାରିଲେଣି।

ଆଉ ଏବେ ତାଙ୍କ ଚିକିତ୍ସା ପାଇଁ ତାଙ୍କ ମାଆଙ୍କ ପାଖରେ ଆଦୌ ଅର୍ଥ ନାହିଁ।ତେଣୁ ଆପଣ ମାନେ ଯଦି ସହୃଦୟରେ କିଛି ଅର୍ଥ ତାଙ୍କୁ ସାହାଯ୍ୟ କରନ୍ତେ ତାହେଲେ ଇନ୍ଦ୍ରାଣୀ ସୁସ୍ଥ ହୋଇ ତାଙ୍କ ଘରକୁ ଫେରି ଆସନ୍ତା। ତେବେ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ ନିମ୍ନ ଆକାଉଣ୍ଟ ନମ୍ବର ରେ ଟଙ୍କା ପଠାନ୍ତୁ।

ନାମ- ଇନ୍ଦ୍ରାଣୀ ସିଂହ।
ଘର:- ସୁଭଦ୍ରପୁର, ଚାରିବାଟିଆ, ଚଣ୍ଡିଖୋଲ।
9178473973 – phone pe / Google pe

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।