ସାଧାରଣଜ୍ଞାନ ପ୍ରଶ୍ନ ଓ ଉତ୍ତର – ଏ ଘର ମାଉସୀ ସେ ଘର —— ? ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ?

0

ଆମେ ବହୁତ କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ ଜାଣିଛନ୍ତି l ଏହି ଜ୍ଞାନର ଜଗତର ପିଲା ମାନେ ଯେତେ ଜ୍ଞାନ ଶିଖି ଥିଲେ ମଧ୍ୟ ଜ୍ଞାନର କିଛି ମାତ୍ରାରେ ଅଭାବ ରହି ଯାଇଥାଏ l ଆମେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଆମ ଭିତରେ ଆଉ କିଛି ଅଧିକ ଜାଣିବା ଆବଶ୍ୟକ l କେତେ ଗୁଡିଏ ପ୍ରଶ୍ନର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନଥାଉ ତେବେ ଆମକୁ ବହୁତ କିଛି ଜ୍ଞାନ ଆହରଣ କରିବା ଆବଶ୍ୟକ ହୋଇ ଥାଏ l ଆମ ମାନଙ୍କ ଜ୍ଞାନକୁ ଆହୁରି ବେଶୀ ଜାଣିବା ପାଇଁ ଆମେ ନୂଆ ନୂଆ ପ୍ରଶ୍ନ ସହିତ ଉତ୍ତର ମଧ୍ୟ ଜାଣିବା l

ଆମେ ଯେତେ ଅଧିକ ସାଧାରଣ ଜ୍ଞାନ ବିଷୟରେ ଜାଣିବା ଆମେ ଏ ଦୁନିଆ ବିଷୟରେ ସେତେ ଅଧିକା କଥା ଜାଣିବା l ଏମିତି କିଛି ନୂଆ ନୂଆ ସାଧାରଣ ଜ୍ଞାନ ବିଷୟରେ ଓ ଆମର ଦେଶ ବିଷୟରେ ଅଧିକ କଥା ଜାଣିବା l ତେବେ ଆସନ୍ତୁ ଆମେ କିଛି ପ୍ରଶ୍ନର ଉତ୍ତର ବିଷୟରେ ଜାଣିବା l

1- 2008 ମସିହାରେ ଆଇ. ପି. ଏଲ ର ବିଜେତା କିଏ ହୋଇ ଥିଲା ?
ଉ – ରାଜସ୍ଥାନ ରୟାଲସ

2- ପ୍ରଥମ ଭାରତୀୟ ଗଭର୍ନର ଜେନେରାଲ କିଏ ହୋଇ ଥିଲେ ?
ଉ – ଡାକ୍ଟର ରାଜଗୋପାଳଚାରୀ

3- ଉତ୍ତର ମେରୁରେ ପହଂଚି ଥିବା ପ୍ରଥମ ମହିଳା କିଏ ଥିଲେ ?
ଉ – ପ୍ରୀତି ସେନଗୁପ୍ତା

4- ଭାରତର ବୃହତ୍ତମ ଚିଡିଆଖାନାଟି କେଉଁଠି ଅବସ୍ଥିତ ?
ଉ – ଆଲିପୁର, କୋଲକାତା

5- କିଏ ଭାରତର କୁଳ ବୁଦ୍ଧ ରୂପେ ପରିଚିତ ?
ଉ – ଦାଦା ଭାଇ ନରୋଜି

6- ଭାରତର କେଉଁ ରାଜ୍ୟକୁ ପଞ୍ଚ ନଦୀର ଦେଶ କୁହା ଯାଇ ଥାଏ ?
ଉ – ପଞ୍ଜାବ

7- ରବୀନ୍ଦ୍ର ନାଥ ଟାଗୋରଙ୍କ ସମାଧି ପୀଠ କେଉଁ ଠାରେ ଅବସ୍ଥିତ ?
ଉ – ଶାନ୍ତିନିକେତନ

8- ସ୍ଥଳ ସେନାରେ କର୍ଣ୍ଣଲ, ବାୟୁ ସେନା ର ଗ୍ରୁପ କ୍ୟାପଟେନ ସହ ନୌସେନା ର କେଉଁ ପଦବୀ ସମକକ୍ଷ ଅଟେ ?
ଉ – କ୍ୟାପଟେନ

9- ଭାରତର ସର୍ବାଧିକ ନଗର ଯୁକ୍ତ ରାଜ୍ୟଟି କିଏ ?
ଉ – ଉତ୍ତର ପ୍ରଦେଶ

10- ଭାରତର କେଉଁ କେନ୍ଦ୍ର ଶାସିତ ଅଂଚଳଟି ସବୁ ଠାରୁ ବସ୍ଵାକ୍ଷର ?
ଉ – ଚଣ୍ଡିଗଡ

11- ଭାରତରେ ଲାଲ ତ୍ରିଭୁଜଟି କେଉଁ ସଂକେତ କୁ ବୁଝାଇ ଥାନ୍ତି ?
ଉ – ପରିବାର ନିୟୋଜନ

12- ସୁଦାମା ମନ୍ଦିର କେଉଁ ଠାରେ ଅବସ୍ଥିତ ?
ଉ – ପୋର ବନ୍ଦର

13- ଭାରତର କେଉଁ ରାଜ୍ୟରେ ହାତୀ ମାନେ ଅଧିକ ଦେଖା ଯାଆନ୍ତି ?
ଉ – ଭାରତର କର୍ଣ୍ଣl ଟକ ରାଜ୍ୟ

14- ଏ ଘର ମାଉସୀ ସେ ଘର —- ?
ଉ – ପିଉସୀ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।