ସାଧାରଣ ଜ୍ଞାନ ପ୍ରଶ୍ନ – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ବନ୍ଧୁଗଣ ଆମେ ବହୁତ୍ ଅଧ୍ୟୟନ କରିବା ପରେ ବି ଯେତେବେଳେ ଆମେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହଉ ସେତେବେଳେ ଆମେ ସାମାନ୍ୟ ବିଚଳିତ ହେଇଯାଉ। ଯାହା ପ୍ରାୟତ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟିଥାଏ। ଉଚ୍ଚ ପଦସ୍ଥ ପଦବୀ ମାନଙ୍କ ପାଇଁ ହେଉଥିବା ସାକ୍ଷାତକାର ରେ ଆମର ବିଚଳିତ ହେବା କଥା ନୁହଁ।  ଆମର ନିତିଦିନିଆ ଜୀବନରେ କେତେ ସାଧାରଣ ଜ୍ଞାନ ର ଆବଶ୍ୟକତା ଅଛି l ଯାହା ଆମକୁ ବହୁତ କିଛି ଜାଣିବାରେ ଏବଂ ଶିଖିବାରେ ସାହାଯ୍ୟ କରେ ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା କେତେ ଗୁଡିଏ ପ୍ରଶ୍ନ ର ଉତ୍ତର:-

1- ଆମେ ପଢୁ ଥିବା ବର୍ଣ୍ଣବୋଧ ବହିର ଲେଖକ କିଏ ?
ଉତ୍ତର – ମଧୁସୂଦନ ରାଓ

ବନ୍ଧୁଗଣ ବର୍ଣ୍ଣବୋଧ ହେଉଛି ଆମର ଜ୍ଞାନର ମୁଖ୍ୟ ମଞ୍ଚ ଯେଉଁଠୁ ଆମର ପ୍ରଥମ ବହିପଢା ଆରମ୍ଭ ହୋଇଥାଏ l ଏବଂ ଆମେ ଓଡ଼ିଆ ଭଲ ଭାବେ ପଢି ଲେଖି ଜାଣିପାରନ୍ତି l

2- ଓଡ଼ିଶାରେ କେଉଁଠାରେ ଛତା ତିଆରି ହୁଏ ?
ଉତ୍ତର – ଯାଜପୁର

ଯାଜପୁର ଜିଲ୍ଲା ରେ ବହୁତ ପ୍ରକାର ଜିନିଷ ତିଆରି ହୋଇଥାଏ l ସେହିପରି ଛାତା ଏଠାରେ ମଧ୍ୟ ତିଆରି ହୋଇଥାଏ l ଯାହାଦ୍ୱାରା ଆମେ ଖରା ଓ ବର୍ଷା ରୁ ରକ୍ଷା ପାଇଥାନ୍ତି l ଏବଂ ବନ୍ଧୁଗଣ ଜାଣିରଖନ୍ତୁ ଯାଜପୁର କୁ ବିରଜାକ୍ଷେତ୍ର ମଧ୍ୟ କୁହାଯାଏ l

3- ଚାନ୍ଦୁଆ କାମ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ ?
ଉତ୍ତର- ପିପିଲି
ହଁ ବନ୍ଧୁଗଣ ଚାନ୍ଦୁଆ କାମ ପାଇଁ ପିପିଲି ପ୍ରସିଦ୍ଧ l କାରଣ ଏଠାରେ ବହୁତ ଭଲ ଚାନ୍ଦୁଆ କାମ ହୋଇଥାଏ l ଏବଂ ଏଠାରେ ମଧ୍ୟ ତାର କଷି କାମ ହୋଇଥାଏ l

4- ଓଡ଼ିଶାର ରାଜସ୍ବ ଡିଭିଜନର ସଂଖ୍ୟା କେତେ ?
ଉତ୍ତର – ତିନି

5- ଓଡ଼ିଶାରେ ବଡ ରେଳଷ୍ଟେସନ ପ୍ଲାଟଫର୍ମ କେଉଁଠାରେ ଅବସ୍ଥିତ ?
ଉତ୍ତର – ଭୁବନେଶ୍ୱର
ଭୁବନେଶ୍ୱର ଠାରେ ଆମର ବଡ ରେଳଷ୍ଟେସନ ପ୍ଲାଟଫର୍ମ ରହିଛି l ଯାହାଦ୍ୱାରl ଲୋକମାନେ ବହୁତ ଉପକୃତ ହେଉଛନ୍ତି l ଏବଂ ଲୋକ ବହୁତ ସହଜରେ ଦେଶ ବିଦେଶ କୁ ଯିବା ଆସିବା କରିପାରୁଛନ୍ତି l

6- କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା ?
ଉତ୍ତର – ଖ୍ରୀ:ପୂ 261
ଖ୍ରୀ : ପୂ 261ରେ ଅଶୋକ କଳିଙ୍ଗ ଅଧିକାର କରିବା ସହ ଏହା ମୋର୍ଯ୍ୟ ସାମ୍ରାଜ୍ୟର ପଞ୍ଚମ ପ୍ରଦେଶ ରୂପେ ପରିଗଣିତ ହୋଇଥିଲା l

7- ଓଡିଶା ର କନିଷ୍ଠତ୍ତମ ମୁଖ୍ୟମନ୍ତ୍ରୀ କିଏ ?
ଉତ୍ତର – ଶ୍ରୀମତୀ ନନ୍ଦିନୀ ଶତପଥୀ
ଶ୍ରୀମତୀ ନନ୍ଦିନୀ ଶତପଥୀ ସେ ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ଲ ସେ 1931 ଜୁନ 9 ତାରିଖ କଟକ ସହର ରେ ଜନ୍ମ ଗ୍ରହଣ କାଟିଥିଲେ l

8- କଳାବିକାଶ କେନ୍ଦ୍ରର ପ୍ରତିଷ୍ଠାତା କିଏ ?
ଉତ୍ତର – ଶ୍ରୀମତୀ ବାବୁଲା ଯୋଶୀ

9- ଓଡ଼ିଶାରେ ବଡ ଟୋନେଲ କେଉଁଠାରେ ଅବସ୍ଥିତ ?
ଉତ୍ତର- କୋରାପୁଟ
କୋରାପୁଟ ଏକ ଛୋଟ ଗାଁ ଯେଉଁଠାରେ ଏହି ଟୋନେଲ ଅବସ୍ଥିତ ଏବଂ ଏହା ଏକ ଆଦର୍ଶ ଛୁଟିଦିନ ପିକନିକ ସ୍ଥାନ l

10- ରଥଯାତ୍ରା କେଉଁ ମାସ ରେ ପଡିଥାଏ ?
ଉତ୍ତର – ଆଷାଢ଼ ମାସ
ରଥଯାତ୍ରା ଏହି ପର୍ବ ଆଷାଢ଼ ମାସରେ ପଡିଥାଏ l ଏହା ଓଡ଼ିଆ ମାନଙ୍କର ଏକ ବଡ ପର୍ବ ଏବଂ ଏହା ଜଗନ୍ନାଥ ଧାମ ପୁରୀ ଠାରେ ପ୍ରତେକ ବର୍ଷ ପାଳନ ହୋଇଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।