ଅର୍ଚ୍ଚନା ( Archana ) ଧଜିଆ ଉଡ଼େଇଲେ ମାଳିସାହି ବେଶ୍ୟା। କହିଲେ ଏମିତି… ଡକାହନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ସେମାନଙ୍କ ମଧ୍ୟରୁ ଅର୍ଚନା ନାଗ ଙ୍କ କଥା ସୋସିଆଲ ମିଡିଆରେ ଚହଳ ଖେଳାଉଛି | ଆଉ ଗୋଟିଏ ପରେ ଗୋଟିଏ ରହସ୍ୟମୟ ଗୁମର ଖୋଲୁଛି ଅର୍ଚନା ନାଗ ଙ୍କ ବିଷୟରେ | ତେବେ ଏଠାରେ ସେହି ଅର୍ଚନା ଙ୍କ ବିଷୟରେ ମୁହଁ ଖୋଲିଛନ୍ତି ମାଳିସାହି ର ବେଶ୍ୟା | ଆଉ କହିଛନ୍ତି କି ଅର୍ଚନା ନାଗ ଯାହା କରୁଛନ୍ତି ତାହା ପାପ ଅଟେ କିନ୍ତୁ ସେମାନେ ପେଟ ପାଇଁ ଦି ଅଳି ଦି ମୁଠା ଖାଇବା ପାଇଁ ଏମିତି କରୁଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମସ୍ତ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆମେ ମାନେ ଜାଣିଛୁ କି କେଉଁ ଭଳି ଭାବରେ ଅର୍ଚନା ନାଗ ନିଜର ମାୟାର ସାମ୍ରାଜ୍ୟ ବିଛେଇବାକୁ ଲାଗିଥିଲେ | ଆଉ ବଡ଼ ବଡ଼ିଆ ବାବୁ ନେତା ମନ୍ତ୍ରୀ ମାନଙ୍କୁ ତାଙ୍କର ମାୟା ଜାଲରେ ଫସେଇ ଦେଉଥିଲେ ଓ ତାହା ପରେ ଅନ୍ତରଙ୍ଗ ମୁହୂର୍ତ୍ତ ର ଫୋଟ କୁ ଉଠାଇ କରିବାକୁ ଲାଗିଥିଲେ ବ୍ଲାକ ମେଲିଂ | ଆଉ ରାତି ରାତି କୋଟି କୋଟି ଟଙ୍କା ରୋଜଗାର କରି ନିଜ ପାଇଁ ଗୋଟିଏ ଅଲିସାନ ଘର କୋଇଥିବାର ଦେଖିବାକୁ ମିଳିଛି |ଆଉ ଯାହାକୁ ନେଇକି ମୁହଁ ଖୋଲିଛନ୍ତି ମାଳି ସହି ବେଶ୍ୟା ମାନେ |ଆଉ କହିଛନ୍ତି କି ସେମାନେ ରାତା ରାତି ବଡ଼ ଲୋକ ହେବା ପାଇଁ ନୁହଁ ପେଟ ପୋଷିବା ପାଇଁ ଏମିତି କାମ କରୁଛନ୍ତି |

ତାହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି କି ଦେହ ବେପାର ପାଇଁକି ସରକାର ଅନୁମତି ଦେଇ ସାରିଲେଣି କିନ୍ତୁ ସେମାନଙ୍କ ପାଖକୁ ଯେଉଁ ମାନେ ଆସନ୍ତି ସେମାନଙ୍କ ଇଛା ରେ ଆସନ୍ତି ଜୋର ଜବରଦସ୍ତ କରିକି କାହାକୁ ଅଣା ଯାଏ ନାହିଁ | ତାହା ବ୍ୟତୀତ ଅର୍ଚନା ନାଗ ଯାହାକୁ ସ୍ୱାମୀ ବୋଲି କହୁଛନ୍ତି ବୋଧେ ସେ ତାଙ୍କର ସ୍ୱାମୀ ନୁହଁ ରକ୍ଷିତା ଅଟେ ବୋଲି ପ୍ରକାଶ କରିକି କହିଛନ୍ତି ମାଳିସାହି ର ବେଶ୍ୟା ମାନେ |ଆଉ ସେ କହିଛନ୍ତି ବି ସେ ପୁଅ ସ୍ୱାମୀ ହେଇକି ରହୁଥିବ ଓ ସେ ଅର୍ଚନା ଙ୍କ ପାଖରୁ ଟଙ୍କା ନେଇକି ଧନୀ ହେବା ପାଇଁ ଚାହୁଁଥିବ |

ତେବେ ସେ ଆହୁରି ମଧ୍ୟ କହିଛି କି ଅର୍ଚନା ସିନା ମାୟାଜାଲ ବିଛାଉଥିଲା, କିନ୍ତୁ କଣ ପାଇଁ ତାହାର. ମାୟା ଜାଲରେ ବଡ ବଡ଼ିଆ ମାନେ ଆସୁଥିଲେ ଆଉ ଫୋସୁଥିଲେ | ତେଣୁ ସେମାନଙ୍କର ମଧ୍ୟ ଦୋଷ ରହିଛି ବୋଲି କହିଛନ୍ତି ମହିଳା ଜଣଙ୍କ | ଆଉ ଅର୍ଚନା ଙ୍କୁ ଉଚିତ ଶାସ୍ତି ମିଳୁ ବୋଲି ମଧ୍ୟ କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment