ଆଜିର ଦିନରେ ଯୁବପୀଢ଼ି ଙ୍କ ପ୍ରଥମ ପସନ୍ଦ ସୋସିଆଲ ମିଡ଼ିଆ।ଇ-ଣ୍ଟ-ର-ନେ-ଟ ଯୁଗର ସବୁଠାରୁ ବଡ଼ ଦାନ ହେଉଛି ସୋସିଆଲ ମିଡିଆ। ଏହି ସୋସିଆଲ ମିଡିଆର ଚାହିଦା ଆଜିର ଦିନରେ ଖୁବ୍ ଅଧିକ୍। ଯଦି ଆଜିର ଦିନରେ ଯୁବପିଢି ନିଜ ବ୍ୟସ୍ତ ବହୁଳ ଜୀବନରୁ ଟିକେ ସମୟ ପାଉଛନ୍ତି ତେବେ ସେମାନେ ପ୍ରଥମେ ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ପସନ୍ଦ କରୁଛନ୍ତି।ଖାଲି ଯୁବପିଢ଼ି ନୁହଁନ୍ତି ପିଲା ଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ରେ ଏକ୍ଟିଭ୍ ରହିଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡ଼ିଆ ଏପରି ଏକ ମାଧ୍ୟମ ପାଲଟିଛି ଯେଉଁଟି ଆମେ ଗୋଟିଏ ସ୍ଥାନରେ ରହି ଆମ ଚାରିପାଖରେ ଦେଶ ବିଦେଶ ରେ ଯେଉଁ ସବୁ ଛୋଟ ବଡ ଯେ କୌଣସି ଘଟଣା ଘଟି ଚାଲିଛି ତାର ଅପଡେଟ୍ ଆମେ ଆମ ହାତ ପାହନ୍ତାରେ ପାଇ ପାରୁଛୁ।
ଆଉ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉ ଥିବେ। ଏହି ସବୁ ଭିଡ଼ିଓ ମଧ୍ୟରୁ କିଛି ଭିଡିଓ ଦର୍ଶକ ମାନଙ୍କୁ ପସନ୍ଦ କରୁଥିବା ବେଳେ ଆଉ କିଛି ଭିଡିଓ ଦର୍ଶକ ମାନଙ୍କୁ ଇମୋସନାଲ୍ କରି ଦେଇଥାଏ ଆଉ କିଛି ଭିଡିଓ ଏଭଳି ରହିଥାଏ ଯାହାକୁ ଦର୍ଶକ ମାନେ ହସି ହସି ବେଦମ୍ ହୋଇ ଯାଆନ୍ତି। ଆଉ ଏହି ସବୁ ଭିଡିଓ ଯାହା ଲୋକେ ଥରେ ଦେଖି ଆଉ ଥରେ ଦେଖିବା ପାଇଁ ଇଚ୍ଛା କରିଥାନ୍ତି।
ତେବେ ୟୁଟ୍ୟୁବ ରେ ଆପଣ ମାନେ ଅନେକ ପ୍ରକାରର ଭିଡିଓ ଦେଖିବା ପାଇଁ ପାଉ ଥିବେ। ଆଉ ଏହି ସବୁ ଭିଡିଓ ଆପଣଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସୁଥିବ।ତେବେ ଆଜି ଆମେ ସେହିଭଳି ଏକ ଭାଇରାଲ କମେଡି ଭିଡିଓ ବାବଦରେ ଜଣାଇବୁ ଯାହା ଦେଖିଲା ପରେ ହସି ହସି ଆପଣଙ୍କ ପେଟ ଦରଜ ହୋଇ ଯିବ।ଯାହା ଦେଖିଲେ ଆପଣ ହସି ହସି ବେଦମ୍ ହୋଇ ଯିବେ। ଭିଡିଓ ରେ ଏତେ ମାତ୍ରାରେ କମେଡି ଭରି ରହିଛି ଯାହା ଆପଣ ନିଜେ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ। ଆଉ ଏହାକୁ ଥରେ ଦେଖିଲା ପରେ ଆପଣଙ୍କୁ ବାରମ୍ବାର ଦେଖିବା ପାଇଁ ମଧ୍ୟ ଇଚ୍ଛା ହେବ।
ତେବେ ଏହି ଭିଡିଓ ‘HaHa Idea’ ୟୁଟ୍ୟୁବ ଚାନେଲ୍ରେ ପୋଷ୍ଟ୍ ହୋଇଥିବା ବେଳେ ଏହାକୁ ପାଖା ପାଖି ୮ ଲକ୍ଷ ଦର୍ଶକ ଦେଖି ସାରି ଲେଣି। ସମସ୍ତେ ଏହାକୁ ବହୁ ମାତ୍ରା ରେ ପସନ୍ଦ କରୁଥିବା ବେଳେ ଅନେକ ଖୁବ୍ ମଜାଦାର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ତେବେ ଆପଣ ଏହାକୁ ଥରେ ନିଶ୍ଚିତ ଦେଖନ୍ତୁ ତାହାଲେ ଆପଣ ନିଜେ ଜାଣି ପାରିବେ ଏହି ଭିଡିଓ କେତେ ମଜାଦାର।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।