ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେଉଛି ଏଭଳି ଏକ ଭିଡ଼ିଓ ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଆପଣ ମାନେ ବେଶ ଭଲ ଭାବ ରେ ଜାଣିଥିବେ କି ସାହୁ ବାବୁ ବିବାହ ବନ୍ଧନ ରେ ବାନ୍ଧି ହେଇକି ଯାଇଛନ୍ତି | ଆଉ ଯେଉଁଠି କୁହାଯାଉଛି କି ଯାହା ସାହୁ ବାବୁ ଙ୍କ ବିବାହ ର ରିସେପସନ ପାର୍ଟି ରେ ଯୋଗ ଦେଇକି ଏକ ସେଡ ଗୀତ ରେ ରିଲ ବାନେଇଛନ୍ତି ରାଣୀ ପଣ୍ଡା | ଆଉ ଯାହା କୁହାଯାଉଛି କି ରାଣୀ ପଣ୍ଡା କୁଆଡେ ସାହୁ ବାବୁ ଙ୍କୁ ଭଲ ପାଉଥିଲେ ବୋଲି | ଆଉ ଯାହା ବର୍ତ୍ତମାନ ଚର୍ଚ୍ଚା ହେବାରେ ଲାଗିଛି, ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |
ତେବେ ସାହୁ ବାବୁ ଅର୍ଥାତ ରାଜୁ ବିବାହ କରିଛନ୍ତି ସୋନାଲି ଯିଏ କି ଜଣେ ଲେକଚର ଅଟନ୍ତି | ଆଉ ଯେଉଁଠି କୁହାଯାଉଛି କି ଚଳଚିତ୍ର ଜଗତରେ ବେଶ ପ୍ରସିଦ୍ଧି ଅର୍ଜନ କରିଥିବା ସାହୁ ବାବୁ ଙ୍କର ରିସେପସନ ପାର୍ଟି ରେ ସେ ରାଣୀ ପଣ୍ଡା ଙ୍କୁ ଡାକିଥିଲେ | ଆଉ ସେ ରାଣୀ ପଣ୍ଡା ଙ୍କ ପାଇଁକି ଶେଷ ଚିଠି ଟିଏ ମଧ୍ୟ ଲେଖିଥିଲେ |ଆଉ ଯେଉଁଠି ସିଏ ଲେଖିଥିଲେ କି ମୁଁ ବିବାହ କରିବାକୁ ଯାଉଛି ବୋଲି | ଆଉ ତାହା ଥିଲା ରାଣୀ ପଣ୍ଡା ଙ୍କ ପାଇଁ ସାହୁ ବାବୁ ଙ୍କର ଶେଷ ଚିଠି | ଆଉ ଯାହା ରାଣୀ ପଣ୍ଡା ଙ୍କ ର ମନ କୁ ଦୁଃଖ କରେଇ ଦେଇଥିଲା ବୋଲି କୁହାଯାଉଛି |
ଆଉ ଯାହା ଦେଖିବାକୁ ମିଳିଛି କି ସାହୁ ବାବୁ ଙ୍କର ଚିଠି ପାଇଁକି ରାଣୀ ପଣ୍ଡା ମଧ୍ୟ ମନ ରେ ଦୁଃଖ କୁ ଚାପି ରଖିକି ଯାଇଥିଲେ | ଆଉ ହାତରେ ଫୁଲ ତୋଡ଼ା ନେଇ ସାହୁ ବାବୁ ଙ୍କୁ ମଧ୍ୟ ଦେଇଥିବାର ଦେଖିବାକୁ ମିଳିଥିଲା | ଆଉ ନିଜର ପ୍ରେମ କୁ ଆଉ କାହାର ହେଉଥିବାର ଦେଖିବା ପରେ ମଧ୍ୟ ରାଣୀ ପଣ୍ଡା ଭାଙ୍ଗି ନ ଯାଇକି ଫୁଲ ତୋଡ଼ା ଦେବା ସହିତ ସେମାନଙ୍କର ବୌବାହିକ ଜୀବନ ସୁଖମୟ ହେଉ ବୋଲି କହିଥିଲେ | ଆଉ ସେମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣେଇଥିଲେ |
ଆଉ ଏହି ଭିଡ଼ିଓ କୁ ସେ ଏକ ସେଡ ଗୀତ ସହିତ ଏଡିଟିଂ କରେଇ ନିଜ ର ଇନଷ୍ଟାଗ୍ରାମ ଏକାଉଣ୍ଟ ରେ ସେୟାର କରେଇଥିଲେ ରାଣୀ ପଣ୍ଡା | ଆଉ ଏହି ଗୀତ ଟିକୁ ଆପଣ ମଧ୍ୟ ଶୁଣିଲେ ଆପଣଙ୍କ ଆଖିରେ ପାଣି ଆସିଯିବ ବୋଲି କୁହାଯାଉଛି | ଆଉ ସାହୁ ବାବୁ ଓ ରାଣୀ ପଣ୍ଡା ଙ୍କର ଏହି ଭଲ ପାଇବା କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବର୍ତମାନ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।