Viral video – ଜୀବନ କୁ ପାଣି ଛଡେଇ ଯୁବକ କଲେ ଏମିତି ଭୟଙ୍କର ସାଇକେଲ ଷ୍ଟଣ୍ଟ ! ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଵା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ, ଆଉ ବାରମ୍ବାର ସେହି ପ୍ରକାରର ଭିଡ଼ିଓ କୁ ଦେଖିବା ପାଇ ଆମର ଆଗ୍ରହ ବଢିବାକୁ ଲାଗିଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହିଭଳି କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି | ଆଉ ଯେଉଁଠି ଯୁବକ ଜଣଙ୍କ ସୁନ୍ଦର ଭାବରେ ଚଳାଇବାକୁ ଲାଗିଛନ୍ତି ସାଇକେଲ ତାହା ପୁଣି ମରଣ କୂଅ ରେ ଯାହାକୁ ଦେଖିଲେ ଆପଣ ମାନେ ବ୍ୟକ୍ତି ଜଣଙ୍କର ପ୍ରସଂଶା ନ କରି ରହି ପରିବେ ନାହିଁ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ଆଉ ଟେଲେଣ୍ଟ କୁ ଦେଖାଇବା ପାଇ ଲୋକ ମାନଙ୍କୁ କଷ୍ଟ କରିବାକୁ ପଡ଼ୁନି କାରଣ ଆଜି କାଲି ଯେଉଁ ଭଳି ଭାବରେ ସୋସିଆଲ ମିଡ଼ିଆର ଡେଭଲପ ହୋଇ ଚାଲିଛି ଯାହା ଫଳରେ ଲୋକ ମାନେ ନିଜ ନିଜର ଟେଲେଣ୍ଟ କୁ ସେହି ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି |ଯାହା ଫଳରେ ଟେଲେଣ୍ଟ ଥିବା ଲୋକ ମାନେ ପ୍ରସଂଶା ପାଇପାରୁଛନ୍ତି ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ମଧ୍ୟ ସେହିଭଳି କିଛି ଜବରଦସ୍ତ ଭିଡ଼ିଓ ଟି ଦେଖିବାକୁ ମିଳିଛି |

ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ଯୁବକ ଜଣଙ୍କ ମରଣ କୂଅ ରେ ଚଳାଇବାକୁ ଲାଗିଛନ୍ତି ସାଇକେଲ | ଆଉ ପୁରା କଣ୍ଟ୍ରୋଲ ରେ ଚଳାଉଛନ୍ତି ସାଇକେଲ କୁ ଯେମିତି ସାଇକେଲ ପଡ଼ି ନ ଯିବ ଆଉ ଠିକ ଭାବରେ ସେହି ଢୋଲି ହୋଇ କୂଅ ଭଳିଆ ହୋଇଥିବା ରାଉଣ୍ଡ ରେ ସେ ସାଇକେଲ ଟିକୁ ଚଳାଇ ପାରିବେ |ଆଉ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଯୁବକ ଜଣଙ୍କର ତାଙ୍କର ଏହିଭଳି ଏକ ଜବରଦସ୍ତ ଟେଲେଣ୍ଟ କୁ ଦେଖାଇ ଦର୍ଶକ ମାନଙ୍କର ପ୍ରସଂଶା ର ପାତ୍ର ହୋଇ ପାରିଛନ୍ତି ବୋଲି ମଧ୍ୟ କୁହାଯାଉଛି |

ଆଉ ଯୁବକ ଜଣଙ୍କ ତାଙ୍କର ଟେଲେଣ୍ଟ ବଳ ରେ ଲୋକ ମାନଙ୍କୁ ମଧ୍ୟ ତାଙ୍କ ଆଡକୁ ଆକୃଷ୍ଟ କରେଇ ନେଉଥିବା କଥା ମଧ୍ୟ କୁହାଯାଉଛି |ଆଉ ଏହିଭଳି ଏକ ଜବରଦସ୍ତ ଟେଲେଣ୍ଟ କୁ ଦେଖିବା ପାଇଁ ଲୋକ ମାନଙ୍କର ଭିଡ ମଧ୍ୟ ଦେଖିବାକୁ ମିଳିଛି, ଆଉ ଯାହା ସମସ୍ତଙ୍କର ବେଶ ପସନ୍ଦ ମଧ୍ୟ ଆସିଛି ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଚର୍ଚ୍ଚା ର ବିଷୟ ପାଲଟିଛି ବୋଲି କୁହାଯାଉଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment