ଦେଖନ୍ତୁ Shocking ଭିଡ଼ିଓ : ସାଇକେଲରେ ଗଲା ବେଳେ ହଠାତ ମଣିଷ ଉପରକୁ ଡେଇଁଲା ବାଘ, ଆଉ ତା ପରେ ଘଟିଲା ଏମିତି…

ହଁ ଦର୍ଶକ ବନ୍ଧୁ କଥା ଟି ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ହେଲେ କଥା ଟି ସତ ଏମିତି ଏକ ଘଟଣା ଯାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି, କଥାରେ ଅଛି ଦର୍ଶକ ବନ୍ଧୁ ଯେତେବେଳେ ମୃତ୍ୟୁ ଆସେ ତାକୁ କେହି ରକି ପାରେନି ଆଉ ଯେତେବେଳେ ମୁର୍ତ୍ୟୁ ନ ଥାଏ ସେତେବେଳ ଆପଣଙ୍କ କୌଣସି କ୍ଷତି ହେଇନଥାଏ ଯାହା ଏହି ଭିଡ଼ିଓ ରେ ପ୍ରମାଣ ହେଇସାରିଛି, ଯେଉଁଠି ମୃତ୍ୟୁ ମୁହଁରେ ବଞ୍ଚି ଯାଇ ଛନ୍ତି ଜଣେ ସାଇକେଲ ବାଲା, ନିଜକୁ ବାଘ କବଳ ରୁ ରକ୍ଷା ପାଇ ସେ ଏବେ ନିଜକୁ ଭଲ ଅନୁଭବ କରୁଛନ୍ତି, ରାସ୍ତା ଯାଉଥିବା ବେଳେ ତାଙ୍କ ସହିତ ଘଟି ଥିବା ସେଇ କିଛି ସମୟ ର ଦୁର୍ଘଟଣା ଯାହା ତାଙ୍କର ଜୀବନ ଯାଉ ଯାଉ ବଞ୍ଚିଥିଲା ବୋଲି କହିଛନ୍ତି ସାଇକେଲ ବାଲା ଜଣଙ୍କ ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ପୂରା ଘଟଣା କଣ ଥିଲା ସେ ବିଷୟରେ ଟିକେ ନଜର ପକାଇବା |

ଦର୍ଶକ ବନ୍ଧୁ ଘଟଣା ଟା କିଛି ଏମିତି ଥିଲା ଯାହା ଆପଣ ମଧ୍ଯ ଆଶ୍ଚର୍ଯ୍ୟ ହେଇଯିବେ ଓ ନଦେଖିଲେ ବିଶ୍ୱାସ କରିବେନି, ସେଥିପାଇଁ କୁହାଯାଏ, ନିଜ ଉପରେ କୌଣସି ଘଟଣା ଘଟିଲେ ଆପଣ ସେ ଘଟଣା ପ୍ରତି ଅବଗତ ହେଇପାରିବେ | ଏମିତି ଏକ ଘଟଣା ଘଟିଛି ଆସାମ ର କାଜିରଙ୍ଗା ଅଭୟାରଣ୍ୟ ର ରାସ୍ତା ରେ ଯେଉଁଠାରେ ଗୋଟିଏ ସାଇକେଲ ବାଲା ରାସ୍ତାରେ ସାଇକେଲ ଚଢି ଯାଉଥିବା ବେଳେ ହଟାତ ଜଙ୍ଗଲ ଭିତରୁ ବାଘ ଟିଏ ବାହାରି ଆସି ସାଇକେଲ ବାଲା ଙ୍କ ଉପରକୁ ଡେଇଁ ପଡିଥିଲା ଓ ସାଇକେଲ ବାଲା ଙ୍କୁ ତଳେ ପକାଇଦେଉଥିଲେ ସେ ସମୟ ପଛରେ ଥିଲା ଗୋଟିଏ କାର ଓ ଆଉ ଟିକେ ଦୁରକୁ ଆଉ ଦୁଇଜଣ ସାଇକେଲ ବାଲା |

ଯେତେବେଳେ ବାଘ ଟି ସାଇକେଲ ବାଲା ଉପରକୁ ଢ଼େଇପଡ଼ିଥିଲା ସେତେବେଳେ ସାଇକେଲ ବାଲା ନିଜର ପ୍ରାଣ ବିକଳ ରେ ସେଠାରେ ସାଇକେଲ ଟି ଧରି ପଳାଇଆସିଥିଲେ ଯାହା ଏବେ ସିସିଟିଭି ରେ ରେକର୍ଡ ହେଇଛି ଯାହା ଏବେ ବୋହୁମାତ୍ରା ରେ ଭାଇରଲ ହବାକୁ ଲାଗିଛି |

ମିଳିଥିବା ସୂଚନା ଅନୁଯାୟୀ ଯେତେବେଳେ ସାଇକେଲ ବାଲା ସେଇ ବାଟ ଦେଇଯାଉଥିଲା, ଠିକ ସେତିକି ବେଳେ ବାଘ ଟି ରାସ୍ତା ପାର ହୋଉଥିଲା, ଯାହା ଫଳରେ ବାଘ ଓ ସାଇକେଲ ବାଲା ର ମୁହାଁ ମୁଁହି ହେଇଥିଲା, ସାଇକେଲ ବାଲା ର ଭାଗ୍ୟ ଭଲ ଯେ ବାଘ ଟି ଡେଇଁ ବା ସଙ୍ଗେ ଏହାର କିଛି କ୍ଷତି ନ କରି ପୁଣି ଥରେ ଜଙ୍ଗଲ ଫେରିଯାଇଥିଲା ଓ ସାଇକେଲ ବାଲା ର ଜୀବନ ବଞ୍ଚିଯାଇଥିଲା, ଏହା ଥିଲା ପୂରା ଘଟଣା ର ସତ୍ୟା ସତ ଯାହା ଏବେ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ର ଭାଇରଲ ହେବାକୁ ଲାଗିଛି ଓ ଲୋକ ମାନଙ୍କ ର ବିଭିନ୍ନ କମେଣ୍ଟସ ମଧ୍ୟ ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment