ସୈନିକ ପୁଅକୁ ହରାଇ କାନ୍ଦୁଛି ପରିବାର… ଟ୍ରେନିଂ ସମୟରେ ସହିଦ ହୋଇଗଲେ ଓଡିଆ ପୁଅ ବୀର ଯବାନ ‘ସନାତନ ଜେନା’

ଆମେ ମାନେ ଆମ ଦେଶରେ ଶାନ୍ତିରେ ନିଶ୍ଚିନ୍ତାରେ ରହୁଛୁ ଯାହା ପାଇଁ ସେ ଆଉ କେହି ନୁହନ୍ତି ସେ, ହେଉଛନ୍ତି ଆମ ଦେଶର ବୀର ଯବାନ। ସେମାନେ ଦିନ ରାତିକୁ ଏକ କରି ସୀମାରେ ସୀମାରେ ଜଗିରହି ଆମକୁ ସୁରକ୍ଷା ଦେଇଥାନ୍ତି। ଆମେ ଯଦି ରାତିରେ ଶାନ୍ତିରେ ଶୋଉଛେ ଏହାର କାରଣ ଆମ ଦେଶର ସୈନ୍ୟ ମାନଙ୍କ ପାଇଁ। ସେମାନେ ନିଜ ଜୀବନକୁ ବାଜିରେ ଲଗାଇ ଆମକୁ ସୁରକ୍ଷା ଦେଇଥାନ୍ତି। ଆପଣ ମାନେ ତୋ ଟିଭି ପରଦାରେ ଅନେକ ଫିଲ୍ମ ହୀରଙ୍କୁ ଦେଖିଥିବେ କିନ୍ତୁ ରିୟଲ ରେ ଯିଏ ପ୍ରକୃତ ହିରୋ ସେ ହେଉଛନ୍ତି ଆମ ଦେଶର ସୈନିକ। ଆମ ଦେଶର ଯବାନ ମାନେ ଆମକୁ ସୁରକ୍ଷା ଦେବା ପାଇଁ ସେମାନଙ୍କୁ ଅନେକ କିଛି ତ୍ୟାଗ କରିବା ପାଇଁ ପଡ଼ିଥାଏ। ନିଜ ବାପା ମାଆ ପରିବାରକୁ ଛାଡି ସେମାନେ ଦୀର୍ଘ ଦିନ ଧରି ବାହାରେ ରହି ଆମକୁ ସୁରକ୍ଷା ପ୍ରଦାନ ଏହାଠୁ ବଡ ଆଉ କଣ ହୋଇପାରେ।

 ତେବେ ବର୍ତ୍ତମାନ ଆମେ ଆପଣଙ୍କୁ ଏକ ଦୁଃଖଦ ଖବର ବିଷୟରେ ଜଣେଇବା ପାଇଁ ଯାଉଛୁ ଯାହା ଜାଣିଲା ପରେ ଆପଣ ମାନେ ଆପଣଙ୍କ ଲୁହକୁ ଆୟତ କରିପାରିବେ ନାହିଁ। ଆମକୁ ସୁରକ୍ଷା ଦେଉଥିବା ଜଣେ ଯବାନ ଟ୍ରେନିଂ ପିରିୟଡ଼ ରେ ସହିଦ ହେଇଯାଇଛନ୍ତି। ତେବେ ଆସନ୍ତୁ ଜାଣିବା କଣ ରହିଛି କାରଣ ଅଚାନକ ଟ୍ରେନିଂ ପିରିୟଡ଼ ରେ ସହିଦ ହେବାର କାରଣ;

ତେବେ ଯେଉଁ ମାନେ ନିଜେ ଅତ୍ୟଧିକ ପରିଶ୍ରମ କରି ଆମକୁ ଦିନ ରାତି ସୁରକ୍ଷା ଦେଉଛନ୍ତି, ସେମାନେ କେବେବି ନିଜ କଥା ଭାବିନ ଥାନ୍ତି। କିନ୍ତୁ ଆମକୁ ସୁରକ୍ଷା ଦେବାକୁ ଯାଇ ଜଣେ ଯବାନ ସହିଦ ହେଇଯାଇଛନ୍ତି, ତେବେ ଯବାନ ଜଣଙ୍କ ଘର ବାଲେଶ୍ଵର ଜିଲ୍ଲାରେ, ସେ ଉତ୍ତର ପ୍ରଦେଶ ରେ ତାଙ୍କର ଚାକିରୀ ର ଟ୍ରେନିଂ ସରିବା ପରେ ସେ ଜ୍ୱର ହୋଇଥିବାର ଅସୁସ୍ଥତା

ଅନୁଭବ କରିଥିଲେ। ଏବଂ ପରେ ସେ ହସ୍ପିଟାଲ ଯାଇଥିଲେ ପରେ ତାଙ୍କର ଦେହ ଅଧିକ ଖରାପ ହେବାରୁ ଅନ୍ୟ ଏକ ମେଡିକାଲ କୁ ଯାଇଥିଲେ ଏବଂ ସେଠାରେ ସେ ସହିଦ ହୋଇ ଯାଇଥିଲେ। ସହିଦ ହେବା ପୂର୍ବରୁ ତାଙ୍କ ଘର ଲୋକଙ୍କ ସହିତ କଥା ହୋଇଥିଲେ, ତାଙ୍କ ସ୍ତ୍ରୀ କଥା ହୋଇଥିଲେ ଏବଂ ତାଙ୍କ ଭାଇ ମଧ୍ୟ କଥା ହୋଇଥିଲେ ଫୋନ ରେ। ତେବେ ଏହି ଯବାନ ୩୬ ବର୍ଷ ଧରି ଚାକିରୀ କରିଥିଲେ।

ପରେ ତାଙ୍କୁ ସମ୍ବର୍ଦ୍ଧନା ସହକାରେ ଯେପରି ଆମ ଦେଶର ସହିଦ ଯବାନ ମାନଙ୍କୁ ଅନ୍ତିମ ସତ୍କାର କରାଯାଏ। ଠିକ ସେହିପରି ଭାବରେ ସେମାନଙ୍କ ସତ୍କାର କରାଯାଇ ଥିଲା। ଏବଂ ତାଙ୍କର ଘୋର ଲୋକ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ। ଏବଂ ସେ ଆମ ମାଟି ମଆ ପାଇଁ ସହିଦ ହୋଇଥିବାରୁ, ତାଙ୍କ ଘୋର ଲୋକ ମାନେ ଗର୍ବ ପ୍ରକାଶ କରିଥିଲେ ମଧ୍ୟ ନିଜ ଲୋକଙ୍କୁ ହରାଇ ବହୁତ ଦୁଃଖ ପ୍ରକାଶ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment