ଶଇତାନ ସ୍ୱାମୀ କରିଛି ଏମିତି ବର୍ବର କାଣ୍ଡ ଯେ ଭାଷାରେ କହି ହେବ ନାହିଁ…ଦେଖନ୍ତୁ Viral ଭିଡ଼ିଓ

0

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ସ୍ଵାମୀ-ସ୍ତ୍ରୀର ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ବିବାହ ସମୟରେ ସାତ ଜନ୍ମକୁ ସାଥି ହୋଇ ରହିବା ପାଇଁ ଦୁହେଁ ପତି ଓ ପତ୍ନୀ ଅଗ୍ନିକୁ ସାକ୍ଷୀ ରଖି ବିବାହ କରି ଥାଆନ୍ତି। କିନ୍ତୁ ସମାଜରେ ଏଭଳି କିଛି ସ୍ୱାମୀ ଅଛନ୍ତି ଯେ, ଯେଉଁମାନେ ନିଜ ସ୍ତ୍ରୀକୁ ଉପରେ ଅତ୍ୟାଚାର ଆରମ୍ଭ କରିଥାନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଜଣେ ସ୍ୱାମୀ ସାଙ୍ଗ ମାନଙ୍କ ସହିତ ମିଶି ଦୁଷ୍କର୍ମ କରିବା ସହିତ ପ୍ରାଇଭେଟ ପାର୍ଟିରେ ଲଙ୍କା ଗୁଣ୍ଡ ଓ ଜଣ୍ଡୁ ବାମ ଭର୍ତ୍ତି କରି ଦେଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ରାଜସ୍ଥାନର ଧଉଲ ପୁର ଜିଲ୍ଲାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ଯୁବକ ଓ ଜଣେ ଯୁବତୀଙ୍କ ୨୦୨୧ ମସିହା ଜାନୁଆରୀ ମାସ ୧୪ ତାରିଖରେ ହିନ୍ଦୁ ରୀତି ନୀତି ଅନୁସାରେ, ସେ ଦୁଇ ଜଣଙ୍କର ବାହାଘର ହୋଇଥିଲା। ବାହାଘର ଘର ପର ଠାରୁ ମହିଳାଙ୍କ ସ୍ୱାମୀ ଓ ତାଙ୍କ ଶାଶୂଘର ଲୋକ ମାନେ ମିଶି ମହିଳାଙ୍କୁ ନିର୍ଯ୍ୟାତନା ଦେଉଥିଲେ। ଏଥି ସହିତ ସେମାନେ ମଧ୍ୟ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିଲେ।

କିନ୍ତୁ ମହିଳାଙ୍କ ସ୍ୱାମୀ ସବୁ ସୀମା ପାର ହୋଇ ଯାଇଥିଲା। ମହିଳାଙ୍କ ସ୍ୱାମୀ ଦିନେ ଜଣେ ସାଙ୍ଗକୁ ନେଇ ଘର ଭିତରକୁ ଆସିଥିଲେ। ଯୁବକ ଓ ତାଙ୍କ ସାଙ୍ଗ ମିଶି ମହିଳାଙ୍କ ହାତ ଓ ଗୋଡ଼ ବାନ୍ଧିବା ସହିତ ପାଟିରେ କପଡା ପୁରାଇ ଦେଇଥିଲେ। ଏହା ପରେ ଜଣଙ୍କ ପରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ଚାଲିଲେ। ତା’ ପର ଦିନ ପୁଣି ପିଶାଚ ସ୍ୱାମୀ ଆଉ ଜଣେ ସାଙ୍ଗକୁ ଘରକୁ ଆଣି ଅତ୍ୟାଚାର ପୁଣି କରିଥିଲା। ପିଶାଚଙ୍କ ମନ ଏତିକିରେ ବି ଶାନ୍ତ ହୋଇ ନଥିଲା। ସେ ମହିଳାଙ୍କ ପ୍ରାଇଭେଟ ପାର୍ଟରେ ଲଙ୍କା ଗୁଣ୍ଡ ଭର୍ତ୍ତି କରିବା ସହିତ ମୁଣ୍ଡ ବିନ୍ଧା ଜଣ୍ଡୁ ବାମ ପୁରାଇ ଦେଇଥିଲେ।

ତେବେ ଏହା ପରେ ମହିଳା ଜଣଙ୍କ ଯନ୍ତ୍ରଣାରେ ଛଟ ପଟ ହୋଇ ବେହୋସ ହୋଇ ତଳେ ପଡି ଯାଇଥିଲେ। ଏହା ପରେ ତାଙ୍କର ଚେତା ଫେରିବା ପରେ ଘରେ ଦିନେ କେହି ନଥିବେ ଅବସ୍ଥାରେ ଶାଶୂଘରୁ ଲୁଚି ପଳାଇ ବାପଘରକୁ ଚାଲି ଯାଇଥିଲେ। ମହିଳା ଜଣଙ୍କ ବାପଘରେ ପହଁଚିବା ପରେ, ବାପଘର ଲୋକ ମାନଙ୍କୁ ସବୁ ବିଷୟରେ ଜଣାଇ ଥିଲେ। ତାଙ୍କ ପରିବାର ଲୋକ ମାନେ ଏହି ଘଟଣା ଶୁଣି ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ଖୁବ ଜୋର ସୋର ଭାବରେ ରାଗି ଯାଇ ଥିଲେ। ଏହା ପରେ ପରିବାର ଲୋକ ମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଥିଲେ। ତା’ପରେ ମହିଳାଙ୍କୁ ଡାକ୍ତର ଖାନା ପଠାଇ ଥିଲେ। ଯଥା ଶୀଘ୍ର ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ପୋଲିସ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।