ସକାଳୁ ଖାଲି ପେଟ ରେ ଭୁଲ ରେ ବି ଏହି ୫ଟି ଖାଦ୍ୟ ଖାଆନ୍ତୁ ନାହିଁ l ଖାଇଲେ ହୋଇପାରେ ସର୍ବନାଶ

0

ଆମ ଶରୀରକୁ ଗୋଟିଏ ପ୍ରକାର ଖାଦ୍ୟ ଜିନିଷରୁ ପୋଷଣ ମିଳି ନଥାଏ l ବିଭିନ ପ୍ରକାରର ଖାଇବା ଜିନିଷ ଖାଇଲେ, ଆମକୁ ବିଭିନ୍ନ ପ୍ରକାରର ପ୍ରୋଟିନ ମିଳି ଥାଏ l ଆମ ଶରୀରରେ ଯେତେ ପ୍ରକାରର ପୋଷଣ ଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ଆମ ଶରୀରରେ ପ୍ରୋଟିନର ଅଭାବ ମଧ୍ୟ ରହି ଯାଇଥାଏ l ଖାଦ୍ୟକୁ ହଜମ କରିବା ପାଇଁ ପାଣି ଆବଶ୍ୟକ କରି ଥାଏ l ଆମେ ସାଧାରଣତଃ ଫାଷ୍ଟ ଫୁଡ ଖାଇବାକୁ ପସନ୍ଦ କରନ୍ତି l ଏହି ଫାଷ୍ଟ ଫୁଡ ଖାଇଲେ ଏହା ଆମ ଶରୀର ପାଇଁ ଖରାପ ହୋଇଥାଏ l ଶରୀର ପାଇଁ ଉପକାରୀ ମଧ୍ୟ ହୋଇ ନଥାଏ l

ଆମ ଶରୀରକୁ ଏହି ଫାଷ୍ଟ ଫୁଡ ବହୁତ କ୍ଷତି କରିଥାଏ l ଏହା ଆମ ଶରୀରକୁ ରୋଗ ଗ୍ରସ୍ତ କରି ଥାଏ l ଏମିତି କିଛି ଖାଦ୍ୟ ଅଛି ଆମେ ତାକୁ ଖାଲି ପେଟରେ ଖାଇଲେ ଆମ ଶରୀରର ଅବସ୍ଥା ଖରାପ ହୋଇ ପାରେ l ତେଣୁ ଆମକୁ ଏହି ପରି ଖାଦ୍ୟ ଖାଇବା ଅନୁଚିତ ହୋଇଥାଏ l ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଲି ପେଟରେ ଖାଇଲେ ଆମ ଶରୀର ପାଇଁ ଖରାପ ହୋଇ ଥାଏ, ସେହି ବିଷୟରେ ଜାଣିବା l

1- ସଫ୍ଟ ଖାଦ୍ୟ କିମ୍ବା କୁଲ ପାନୀୟ ଖାଦ୍ୟ ଏହାକୁ ଖାଲି ପେଟରେ ଖାଇଲେ ଆମର ବାରମ୍ବାର ବାନ୍ତି ହୋଇଥାଏ l ଏହି ଫାଷ୍ଟ ଫୁଡ ଖାଦ୍ୟରେ ଅଧିକ ମାତ୍ରାରେ କାର୍ବୋନେଟ ଏସିଡ ରହି ଥାଏ l ତେଣୁ ଏପରି ଖାଦ୍ୟ ଖାଇବା ଅନୁଚିତ l

2- ମସଲା ଯୁକ୍ତ ଖାଦ୍ୟ – ଏହି ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆମର ମେଦ ବହୁଳତା ବୃଦ୍ଧି ହୋଇ ପାରେ l ଆମେ ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆମର ପେଟ ମଧ୍ୟ ଖରାପ ହୋଇ ଥାଏ, ଖାଦ୍ୟ ହଜମ ହୋଇ ନଥାଏ l ଫଳରେ ଏଲସେର ଭଳି ରୋଗ ହୋଇ ଥାଏ l

3- ଥଣ୍ଡା ଜାତୀୟ ଖାଦ୍ୟ – ଏହି ଖାଦ୍ୟକୁ ଆମେ ସକାଳେ ଖାଲି ପେଟରେ ଖାଇଲେ ଏହା ପାଚନ ଶକ୍ତିକୁ କମେଇ ଦେଇ ଥାଏ l ତେଣୁ ଆମେ ସକାଳୁ ଗ୍ରୀନ ଟି ପିଇବା ଉଚିତ l ଏହା ପାଚନ ଶକ୍ତିକୁ ବୃଦ୍ଧି କରାଇ ଥାଏ l

4- ଖଟା ଫଳ – ଖଟା ଖାଦ୍ୟ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଖାଇବାକୁ ଭଲ ଲାଗି ଥାଏ l ଲେମ୍ବୁ, ଅଁଳା, ଆମ୍ବ ଆଦି ସବୁର ଖଟା ବନେଇକି ଖାଇବାକୁ ଭଲ ଲାଗି ଥାଏ l ସକାଳୁ ଭୁଲରେ ବି ଏହି ଖଟା ଖାଦ୍ୟ ଖାଇବା ନାହିଁ ଫଳରେ ଆମ ଶରୀରରେ ଏସିଡର ମାତ୍ରକୁ ବୃଦ୍ଧି କରାଇ ଥାଏ l

5- କଫି ବା ଚା – ଏହାକୁ ଆମେ ଖାଲି ପେଟରେ ପିଇବା ଉଚିତ ନୁହେଁ l ଏହା ଦ୍ୱାରା ଆମ ଦେହରେ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ହୋଇଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।