Exclusive : ସକାଳୁ ସକାଳୁ ଉଠି ପୁଅ ସହ କଥା ହେଲେ ଅଭିନେତା ବାବୁସାନ୍‌… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ବେଶ ଭଲ ଭାବରେ ଜାଣିଥିବେ |ସୁପୋରଷ୍ଟାର ବାବୁସାନ ଆଉ ପ୍ରକୃତି ମିଶ୍ରଙ୍କ କଥା କୁ ନେଇକି ସାରା ଓଡିଶା ରେ ଚହଳ ପଡ଼ିଯାଇଥିଲା | ଆଉ ବେଶ କିଛି ଦିନ ହେଲା ମଧ୍ୟ ଏହି ଘଟଣା କୁ ନେଇକି ବହୁତ କଥା ସେସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି | ଆଉ ଏତେ ବଡ଼ ସମସ୍ୟା ହେଇଯାଇଥିଲା କି ଯାହାପାଇଁ ବାବୁସାନ ଓଡିଶା ଛାଡିକି ପଳେଇ ଯାଇଥିଲେ | ଆଉ ଏବେ ସେ ଘରକୁ ଫେରିଛନ୍ତି | ଆଉ ତାଙ୍କର ବାପା ମା ଙ୍କ ସହିତ ମଧ୍ୟ ଦେଖା କରିଛନ୍ତି, ଆଉ ଯାହା ଜଣା ପଡିଛି କି ସେ ତାଙ୍କର କୁନି ପୁଅ ସହିତ ମଧ୍ୟ କଥା ହେଇଛନ୍ତି |

ତେବେ ବାବୁସାନ ଙ୍କ ସହିତ ପ୍ରକୃତିଙ୍କର ଏଭଳି ଘଟଣା ଘଟିବା ପରେ ବାବୁସାନ ଓଡିଶା ଛାଡି ପଳାଇ ଯାଇଥିଲେ,ତେବେ ଯାହା ସୂଚନା ମିଳିଛି କି ଗତ କାଲି ବାବୁସାନ ଚେନାଇ ରୁ ଭୁବନେଶ୍ୱର କୁ ଆସିଥିଲେ ଆଉ ତାଙ୍କର ଘର କୁ ଯାଇଥିଲେ | ଆଉ ସେଠି ତାଙ୍କ ମା ଙ୍କୁ କୁଣ୍ଢେଇ କାନ୍ଦିଥିଲେ ଆଉ ତାଙ୍କ ବାପା ଙ୍କ ଅଗରେ ମଧ୍ୟ କ୍ଷମା ମାଗିଥିଲେ | ଆଉ ଏଭଳି ଭୁଲ କେବେବି ହେବନି ବୋଲି ମଧ୍ୟ କହିଥିଲେ ତାଙ୍କର ମା ଅପରାଜିତା ଙ୍କ ପାଖରେ | ଆଉ ତାଙ୍କର ମା ମଧ୍ୟ କହିଥିଲେ କି ତୁ ମୋତେ କ୍ଷମା ନ ମାଗିକି ତୋର ସ୍ତ୍ରୀ କୁ ମାଗିବୁ କାରଣ ସେ ତୋ ଭୁଲ କୁ ସୁଧାରିବା ପାଇଁ ଏମିତି କରିଛି |

କିନ୍ତୁ ବାବୁସାନ ଗତ କାଲି ପାଖରୁ ଘରକୁ ଆସିଥିଲେ ମଧ୍ୟ ତାଙ୍କର ସ୍ତ୍ରୀ ଆଉ ତାଙ୍କର ପୁଅ ଙ୍କ ସହିତ କଥା ହେଇ ନଥିଲେ | ମାତ୍ର ଆଜି ସକାଳେ ବାବୁସାନ ଉଠିଥିଲେ ଆଉ ପୁଅ ଙ୍କ କଥା ତାଙ୍କର ମନେ ପଡିଥିଲା ଆଉ ଫୋନ ମଧ୍ୟ କରିଥିଲେ ବାବୁସାନ | ଆଉ ପୁଅ ଙ୍କ ସହିତ କଥା ମଧ୍ୟ ହେଉଥିଲେ | ଆଉ ଯୋଉଠି ପୁଅ ମଧ୍ୟ ବାପା ଙ୍କ ସହିତ କଥା ହେଉଥିଲା ଆଉ ପୁଅ ର କଥା କୁ କେହି ନ ବୁଝି ପାରିଲେ ମଧ୍ୟ ବାବୁସାନ ବୁଝିପାରିଥିଲେ | ଆଉ ଯୋଉଠି ପାଇଁ ବାବୁସାନ ଭାବ ବିହ୍ଵଳ ମଧ୍ୟ
ହେଇଯାଇଥିଲେ |

 

ଆଉ ବାବୁସାନ ମଧ୍ୟ କାନ୍ଦି ପକାଇଥିଲେ ଆଉ ତାହା ସହିତ ତାଙ୍କ ପାଖରେ ଥିବା ସମସ୍ତେ କାନ୍ଦି ପକାଇଥିଲେ | ତେବେ ଗୋଟିଏ ବାପା ଆଉ ପୁଅ ର ସମ୍ପର୍କ କୁ ଯିଏବି ଦେଖିବ ତାର ଆଖିରୁ ଲୁହ ଆସିଯିବ | ତେବେ ଖୁବ ଶୀଘ୍ର ବାବୁସାନ ଙ୍କ ପାରିବାରିକ ମାମଲା ର ଅନ୍ତ ଘଟି ସବୁ ସମାଧାନ ହେବାକୁ ଯାଉଛି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment