Ajira Anuchinta – ସକାଳୁ ସ୍ତ୍ରୀ କିମ୍ବା ପରନାରୀ ସହିତ ଶାରୀରିକ ସମ୍ପର୍କ ରଖିଲେ କ’ଣ ହୋଇଥାଏ ଜାଣନ୍ତୁ ଏହି ଭୟଙ୍କର କଥା

0

ଆଜିର ସମୟରେ ଲୋକମାନେ ନିଜ କାର୍ଯ୍ୟରେ ଏତେ ବ୍ୟସ୍ତ ରହୁଛନ୍ତି କି ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଟିକେ ହେଲେ ଚିନ୍ତା କରୁ ନାହାନ୍ତି । ଆମ ଶରୀରଟି ସୁସ୍ଥ ରହିବା ପାଇଁ ହେଲେ ଯେଉଁ ସବୁ ଉପାଦାନ ଆବଶ୍ୟକ ସେଥିପାଇଁ ମଧ୍ୟ ଆମେ ଭାବି ନଥାଉ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମକୁ ନିୟମିତ ବ୍ୟାୟାମ କରିବା ସହ ସଠିକ୍ ଖାଦ୍ୟ ମଧ୍ୟ ଖାଇବା ପାଇଁ ପଡିଥାଏ । ଆମ ଶରୀରକୁ ବାହ୍ୟ ରୋଗ ଜୀବାଣୁ ରୁ ଦୂରେଇ ରଥିବାକୁ ହେଲେ କେତେକ ଅଭ୍ୟାସ ଉପରେ ଧ୍ୟାନ ଦେବାକୁ ପଡିଥାଏ ।

କେତେକ ଲୋକମାନେ ସକାଳୁ ବଢିଭୋର ରୁ ଉଠିଥାନ୍ତି ମାତ୍ର ଆଉ କେତେକ ଲୋକମାନେ ସୂର୍ଯ୍ୟ ଉଦୟ ହେବା ପରେ ସେଜରୁ ଉଠିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଶୀଘ୍ର ଉଠିବାର କଣ ସବୁ ଫାଇଦା ମିଳିଥାଏ ।

1. ସକାଳେ ଶୀଘ୍ର ଉଠିବା ଦ୍ୱାରା ଶରୀର ଓ ମନ ସତେଜ ରହିଥାଏ , ଏହା ସହ ଆମ ଶରୀରରେ ଉଚ୍ଚ ରକ୍ତଚାପ ଏବଂ କଲେଷ୍ଟ୍ରଲ ର ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ଏହା ସହ ମନ ପ୍ରଫୁଲ୍ଲ ରହିଥାଏ ଏବଂ ମନରେ ସକରାତ୍ମକ ଚିନ୍ତାଧାରା ଆସିଥାଏ ।

2. ସକାଳୁ ଉଠିବା ପରେ ଜଲ୍ଦି ଜଳଖିଆ ଖାଇନେବା ଉଚିତ , ଏହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ ଏବଂ ଶରୀର ପାଇଁ ବହୁତ ଉପାକାରୀ ଅଟେ .

3. ସକାଳେ ଉଠିବା ଦ୍ୱାରା ଆମର ମାନସିକତା ବହୁତ ସକରାତ୍ମକ ହୋଇଥାଏ , ଏହା ଆମକୁ କୌଣସି ବି କାର୍ଯ୍ୟ କରିବାକୁ ଉତ୍ସାହିତ କରେ ।

4. ସକାଳେ ଉଠିବା ପରେ ଯୋଗା କିମ୍ୱା ବ୍ୟାୟାମ କରିବା ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ । ଏହା ଆମ ମନ ଓ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ ।

5. ସକାଳେ ଉଠିବା ପରେ କିଛି ସମୟ ବାହାରେ ବୁଲିବା ଉଚିତ , ସକାଳ ର ବାୟୁମଣ୍ଡଳ ବହୁତ ଉପକାରୀ ହୋଇଥାଏ । ଏହା ସହିତ ସକାଳର ସୂର୍ଯ୍ୟ କିରଣ ଆମ ଶରୀର ଉପରେ ପଡିବା ଦ୍ୱାରା ହାତ ଗଣ୍ଠି ବାତ ପରି ରୋଗ ଭଲ ହୋଇଯାଇଥାଏ ।

6. ସକାଳର ପବନରେ ନିଶ୍ୱାସ ମାରିବା ଦ୍ୱାରା ଆପଣଙ୍କର ଫୁସଫୁସ ଏବଂ ବୃକକ ସୁସ୍ଥ ରହିବା ସହ ଆମର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ।

7. ଯଦି ଆପଣ ସକାଳେ ଶୀଘ୍ର ଉଠିବା ପାଇଁ ଚାହାନ୍ତି , ତେବେ ରାତିରେ କମ ଖାଇବା ସହ ରାତିରେ ମିଠା ଖାଇବା ଅନୁଚିତ ଅଟେ ।

8. ସକାଳେ ଉଠିବା ପରେ କେବେବି ପ୍ରଥମେ ଆଇନା ଦେଖନ୍ତୁ ନାହିଁ କିମ୍ୱା କୌଣସି ପଶୁ ପକ୍ଷୀଙ୍କର ନାମ ନିଅନ୍ତୁ ନାହିଁ । ଏହା ବହୁତ ଅଶୁଭ ହୋଇଥାଏ ।

9. ସକାଳେ ଉଠିବା ପରେ ତୁଳସୀ ଗଛରେ ଜଳ ଅର୍ପଣ କରିବା ବହୁତ ଶୁଭ ହୋଇଥାଏ । ତମ୍ୱା ପାତ୍ରରେ ତୁଳସୀ ପତ୍ର ଦେଇ ଚାରିଆଡେ ଛିଞ୍ଚିଲେ ଶୁଭ ଅଟେ ।

10. ସକାଳୁ ଉଠିବା ପରେ ନିଜର ଦୁଇ ପାପୁଲିକୁ ଯୋଡି ଦେଖିବା ଶୁଭ ଅଟେ ଏବଂ ସକାଳେ ଗାଈ ପଶୁପକ୍ଷୀଙ୍କୁ ଖାଦ୍ୟ ଦେବା ମଧ୍ୟ ଭଲ ହୋଇଥାଏ ।

11. ସକାଳୁ ସ୍ତ୍ରୀ କିମ୍ବା ପରନାରୀ ସହିତ ଶାରୀରିକ ସମ୍ପର୍କ ରଖିଲେ ଘରେ ସବୁବେଳେ ଅଶାନ୍ତି ଲାଗି ରୁହେ ଏବଂ ଧାନର ଅଭାବ ମଧ୍ୟ ହୋଇଥାଏ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।