Sadhu Bani – ସକାଳୁ ଉଠିବା ମାତ୍ରେ କହିଦିଅନ୍ତୁ ଏହି ଗୋଟେ ମନ୍ତ୍ର ଯାହା ବି ଥିବ ଇଚ୍ଛା ସବୁ ହେବ ପୁରଣ

0

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ସବୁବେଳେ ଟଙ୍କା, ସଫଳତା ଓ ସମ୍ମାନ ପାଇବାକୁ ଚେଷ୍ଟା କରିଥାଏ l ଏହି ପାଇଁ ସବୁ ଲୋକମାନେ କିଛି ନା କିଛି କାମ କରି ନିଜର ବୃତ୍ତିରେ ଜୀବନ ଜାପାନ କରି ଥାନ୍ତି l କିନ୍ତୁ ଏମିତି ଜଣେ ଜଣେ ମନୁଷ୍ୟ ଅଛନ୍ତି, ତାଙ୍କୁ ସବୁବେଳେ ସମୟ ସାଥ ଦେଇ ନଥାଏ l ସେମାନେ ବହୁତ ଦୁଃଖ କଷ୍ଟରେ ଜୀବନ ଯାପନ କରନ୍ତି l

ଜଣେ ବ୍ୟକ୍ତି ସବୁବେଳେ ଭାବେ ଯେ ସେ ଚାଁହୁ ଥିବା ସବୁ ଜିନିଷ ତାକୁ ମିଳି ଯାଉ l କିନ୍ତୁ ତା ସହିତ ସେମିତି କିଛି ହୋଇ ନଥାଏ, ତା ସହ ପୁରା ଓଲଟା ହୋଇ ଥାଏ ଓ ସବୁବେଳେ ଦୁଃଖ ପାଇଥାଏ l

ଆମେ ଯେତେ ଅଧିକ ଧନ ଉପାର୍ଜନ କଲେ ମଧ୍ୟ ଆମକୁ ସେସବୁ ଅଣ୍ଟି ନଥାଏ l ଅନେକ ରୋଗ ବ୍ୟାଧି ଦୁଃଖ କଷ୍ଟ ଆଦି ଲାଗି ରହି ଥାଏ l ଚାକିରୀ କ୍ଷେତ୍ରରେ ମଧ୍ୟ ଲାଭ ପାଇ ନଥାନ୍ତି l ଠିକ ସମୟରେ ମଧ୍ୟ ବିବାହ ହୋଇ ପାରେ ନାହିଁ, କାରଣ ଆର୍ଥିକ ସମସ୍ୟା ହେତୁ ବିବାହ ହୋଇ ପାରେନାହିଁ l ଏହି ସବୁ ସମସ୍ୟାରୁ ବାହାରିବା କିପରି ସେ ବିଷୟରେ ଆସନ୍ତୁ ଜାଣିବା l

ଆମେ ସକାଳୁ ଉଠୁ ଉଠୁ ଏହି ଶବ୍ଦକୁ କହିଲେ ଆମର ବହୁତ ଲାଭ ହେବ l ଏହା ଏକ ମନ୍ତ୍ର ଯାହାକୁ ଆମେ ସବୁଦିନ ଜପ କଲେ ଆମର ବହୁତ ଲାଭ ଏବଂ ଜୀବନରେ ଥିବା ସବୁ ଦୁଃଖ କଷ୍ଟଠାରୁ ଦୂରେଇ ରହିବା ଓ ସମସ୍ତ କଠିନ ସମସ୍ୟା ଦୂର ହୋଇଯିବ l ଆପଣଙ୍କ ଜୀବନରେ ଥିବା ସବୁ ଅର୍ଥନୈତିକ ଅବସ୍ତାରୁ ଦୂରରେ ରହିବା l ପାରିବାରିକ ସମସ୍ୟା ଠାରୁ ଦୂରରେ ରହିବା l ଆପଣ ଏହି ମନ୍ତ୍ରକୁ ସବୁଦିନ ସକାଳୁ ଉଠି ଜପ କରନ୍ତୁ l

ସେହି ମନ୍ତ୍ରଟି ହେଉଛି – ” ମହା ମୃତ୍ୟୁଞ୍ଜୟ ମନ୍ତ୍ର “ ଏହି ମନ୍ତ୍ରକୁ ସବୁଦିନ ସକାଳୁ ଉଠୁ ଉଠୁ ସାତ ଥର ମନ୍ତ୍ର ଜପ କରନ୍ତୁ l ଏହି ମନ୍ତ୍ର ସ୍ୱୟଂ ଭଗବାନ ଶିବଙ୍କର l ମହାଦେବଙ୍କୁ ଆପଣ ନିଜ ହୃଦୟର ସହ ତାଙ୍କୁ ପ୍ରାର୍ଥନା କଲେ ସେ ନିଶ୍ଚିନ୍ତ ଆପଣଙ୍କ ଡାକ ଶୁଣନ୍ତି l ଏହି ମନ୍ତ୍ରଟିକୁ ଜପ କରିବା ପାଇଁ କୌଣସି ବିଧିର ଆବଶ୍ୟକ ପଡି ନଥାଏ l

ଆପଣ ଏହି ମନ୍ତ୍ରକୁ ଜପ କଲେ ପରିବାରରେ ସୁଖ ଶାନ୍ତି ବଜାଇ ରହିବା ଓ କୌଣସି ପ୍ରକାରର ଅସୁବିଧା ବା ସମସ୍ୟା ଦେଖା ଦେବ ନାହିଁ l ସବୁବେଳେ ଖୁସିରେ ରହିବେ l ଯେଉଁ ସବୁ କାର୍ଯ୍ୟ ଅଧୁରା ରହି ଯାଇ ଥିଲା ତାହାକୁ ପୁରା କରିବାରେ ମଧ୍ୟ ସଫଳତା ପାଇବେ l ଭଗବାନ ଶିବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ଲାଗି ରହିବ, କୌଣସି ଠାରେ ଅଭାବ ରହିବ ନାହିଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।