Sadhu Bani – ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି ଗୋଟିଏ କାମ ଘରେ କେବେ ବି ଧନର ଅଭାବ ରହିବ ନାହିଁ

ବନ୍ଧୁମାନେ ଆମେ ସବୁଦିନ ସକାଳୁ ଉଠିଲା ପରେ ଓ ରାତିରେ ଶୋଇବା ଭିତରେ ବହୁତ କାମ କରିଥାଉ କିନ୍ତୁ ତାହା ଆମର ନୀତିଦିନର ରୁଟିଂ ହେଇଥାଏ ।ତେବେ ଜାଣିଛନ୍ତି ସକାଳୁ ଆପଣ ଯେତେବେଳେ ପ୍ରଥମେ ବିଛଣା ଛାଡ଼ୁଛନ୍ତି ସେତେବେଳେ ଠାରୁ କିଛି ଏମିତି କାର୍ଯ୍ୟ କରିବା ଦରକାର ଯାହାକୁ ମାନିଲେ ଜୀବନରେ କେବେ ଅର୍ଥର ଅଭାବ ରହିବ ନାହିଁ ।ତେବେ ଅର୍ଥର ଅଭାବ କାହା ଜୀବନରେ ବା ନଥାଏ ଆଉ ସେହି ଅର୍ଥ ଉପାର୍ଜନ ପାଇଁ ବହୁତ କାର୍ଯ୍ୟ କରିଥାଉ ।କିନ୍ତୁ ଆମେ ଯେଉଁ କଥା ଆପଣଙ୍କୁ ଖୀବୁ ତାହାକୁ ମାନିଲେ ଆପଣଙ୍କ ଦୈନନ୍ଦିନ ଖୁବ ଖୁସିରେ ବିତିବା ସହିତ ଜୀବନରେ ଅଭାବ ସବୁ ପୂରଣ ହେଇଥାଏ ।

ତେବେ ଆପଣ ମାନେ ସେହି ନିୟମ ଗୁଡିକ ଜାଣି ରଖନ୍ତୁ ଯାହା ଆମ ଶାସ୍ତ୍ରରେ କୋଉ କାଳରୁ ରଚନା ହେଇ ରହିଛି ଆଉ ଯେଉଁ ନିୟମ ପାଳନ କରିବା ଦ୍ୱାରା ଜୀବନରେ ସୁଧାର ଆସିଥାଏ ।

-ପ୍ରତିଦିନ ସକାଳୁ ଉଠିଲା ପରେ ପ୍ରଥମେ ନିଜ ଦୁଇ ହାତର ପାପୁଲିକୁ ଦେଖନ୍ତୁ ଆଉ ତା ପରେ ସେହି ପାପୁଲିକୁ ନିଜ ମୁହଁରେ ସ୍ପର୍ଶ କରନ୍ତୁ ।ତେବେ ଏପରି କରିବାର ଅର୍ଥ ହେଉଛି କି ସକାଳେ ଆମ ହାତର ପାପୁଲିରର ବ୍ରହ୍ମା, ବିଷ୍ଣୁ ଓ ଲକ୍ଷ୍ମୀଙ୍କର ବାସ ହେଇଥାଏ ଆଉ ଯଦି ସକାଳେ ସେହି ପାପୁଲିକୁ ଦେଖନ୍ତି ତେବେ ଆପଣ କାରଣ ବ୍ରହ୍ମା, ବିଷ୍ଣୁ ଓ ଲକ୍ଷ୍ମୀଙ୍କର ଦର୍ଶନ ମିଳିଥାଏ ।ଏପରି କରିବା ଯୋଗୁ ଆପଣ ଜୀବନରେ କୌଣସି କଠିନ ପରିସ୍ଥିତି ଆସିନଥାଏ ଓ ଧନର ଅଭାବ ବି ଦୂର ହୁଏ ।ଆଉ ଆପଣଙ୍କ ଦିନ ଗୁଡିକ ବି ଶୁଭ ଓ ଭଲରେ ବିତିଥାଏ, ।

-ଆଉ ଗୋଟିଏ କାମ ସବୁଦିନ ସକାଳେ କରନ୍ତୁ ତାହା ହେଉଛି ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା, ଏହା କଲେ ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ବଳବାନ ହେଇଥାଏ ।ସରକାରୀ ଚାକିରୀ କରିବାକୁ ଯେଉଁ ମାନେ ଚାହୁଁଛନ୍ତି ସେମାନେ ନିଶ୍ଚିତ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦିଅନ୍ତୁ ଏହା ଦ୍ୱାରା ଆପଣ ଖୁବ ଜଲଦି ଚାକିରୀ ପାଆନ୍ତୁ । ତେବେ ମନେରଖନ୍ତୁ ଏହି ଅର୍ଘ୍ୟ ସମୟରେ ଯେଉଁ ପାତ୍ରରେ ପାଣି ଦେଉଛନ୍ତି ସେହି ପାତ୍ର ତମ୍ବାରେ ହେବା ସହିତ ସେଥିରେ କିଛି ଚାଉଳ ବି ଦେବେ ଏଥିରେ ସୂର୍ଯ୍ୟ ଦେବ ପ୍ରସନ୍ନ ହେଇ ଥାଆନ୍ତି ।

-ପ୍ରତି ଘରେ ଝାଡୁ ମରା ଯାଏ, ତେବେ ସକାଳୁ ଉଠିଲା ପରେ ଘର ଝାଡୁ କରିବା ଉଚିତ କିନ୍ତୁ ଯେଉଁଘରେ ସକାଳେ ଝାଡୁ ହେଇ ନଥାଏ ଓ ସନ୍ଧ୍ୟାରେ ଝାଡୁ ହେଇଥାଏ ସେହି ଘରେ ଲକ୍ଷ୍ମୀ ରହନ୍ତି ନାହିଁ ।

-ଆପଣ ଯେତେବେଳେ ବି ପୂଜା କରୁଛନ୍ତି ପୂଜା ଆରମ୍ଭ ପୂର୍ବରୁ ସବୁବେଳେ ଶଂଖ ବଜାଇବା ଦରକାର ଏହା କଲେ ଘରେ ଥିବା ସମସ୍ତ ନକରାତ୍ମକ ଉର୍ଜା ନଷ୍ଟ ହେଇଥାଏ ।ତେବେ ଜାଣିଛନ୍ତି ଶଂଖ ବଜାଇଲେ ଆପଣଙ୍କ ର ଆସ୍ତମା ଓ ହୃଦରୋଗରୁ ମୁକ୍ତି ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment