Vastu Shastra – ସକାଳୁ ଉଠୁ ଉଠୁ କହି ଦିଅନ୍ତୁ ଏହି ୨ ଟି ଶବ୍ଦ ବିନା ପୂଜାରେ ହେବ ମନସ୍କାମନା ପୂର୍ଣ୍ଣ

ବନ୍ଧୁଗଣ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ସେମାନେ ସର୍ବଦା ସୁଖ ଶାନ୍ତିରେ ଦିନ କାଟନ୍ତୁ, ମାତ୍ର ତାହା ସମସ୍ତଙ୍କ କ୍ଷେତ୍ରରେ ସମାନ ହୋଇନଥାଏ |ସମସ୍ତେ ଜୀବନ ସମସ୍ତଙ୍କ ସହିତ ମିଶି ଖୁସିରେ ଖୁସିରେ କାଟିବା ପାଇଁ ଚେଷ୍ଟା କରିଥାନ୍ତି ଜୀବନର କେବେ ଧନ ଅଭାବ ନହେଉ ବୋଲି ସର୍ବଦା ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥାନ୍ତି |କେତେକ ବ୍ୟକ୍ତି ଏହି ଦୁନିଆରେ ଅଛନ୍ତୁ ସେମାନ ଯେତେ ପୂଜା ପଠା କିମ୍ବା ବ୍ରତ କଲେ ମଧ୍ୟ ଜୀବନରେ ସେମାନେ ଦୁଃଖରେ ରହିବା ସହିତ ଦରିଦ୍ରତା ଭୋଗ କରିଥାନ୍ତି |ମୁଁ ଆଜି ଆପଣକୁ ଏମିତି ଏକ ମନ୍ତ୍ର ବିଷୟରେ କହିବି ଯାହାକି ଆପଣ ପ୍ରତ୍ୟେକ ଦିନ ସକାଳ ପାଠ କରିବା ଦ୍ଵାରା ଆପଣଙ୍କ ଜୀବନରୁ ସମସ୍ତ ସମସ୍ୟା ସହିତ ଦୁଃଖ ମଧ୍ୟ ଦୂର ହୋଇଯିବ |ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ କଥା ବିଷୟରେ |

ସବୁ ବ୍ୟକ୍ତିମାନଙ୍କ ପାଇଁ ସକାଳ ସମୟ ହେଉଛି ଶୁଭ ସମୟ ଆପଣଙ୍କ ସକାଳ ସମୟ ଯଦି ଭଲରେ କଟିଲା ତେବେ ଆପଣଙ୍କ ଦିନଟି ବହୁତ ଭଲରେ କଟିବ |ଯଦି ଆପଣ ସକାଳ ଶାନ୍ତ ମନରେ ଭଗବାନଙ୍କୁ ସ୍ମରଣ କରି ନିଜର ଦିନଟି ଆରମ୍ଭ କରନ୍ତି ତେବେ ଆପଣଙ୍କ ଦିନଟି ବହୁତ ଭଲରେ କାଟିଥାଏ |ସର୍ବଦା ଶାନ୍ତ ମନରେ ରହି ସକାଳୁ ଉଠି ପ୍ରଭୁ ହନୁମାନଜିଙ୍କ ମନ୍ତ୍ର ପଠା କରିବା ସହିତ ତାଙ୍କୁ କିଛି ସମୟ ମନରେ ଧ୍ୟାନ କରି ନିଜର ଦୁଃଖ ତାଙ୍କୁ ଜଣାନ୍ତୁ |ଦେଖିବେ ଏହିପରି କିଛି ଦିନ ଆପଣ କରିବା ଦ୍ଵାରା ଆପଣଙ୍କ ସମସ୍ତ ଦୁଃଖ ଦୂର ହେବ |

ନୁମାନଙ୍କୁ ସ୍ମରଣ କରିବା ଦ୍ଵାରା ଆପଣଂକ ସକାଳ ଶୁଭ ହେବା ସହିତ ନିଜର ମନ ଓ ଦେହ ମଧ୍ୟ ଶାନ୍ତ ଲାଗିବ,ସକାଳୁ ଉଠି ଯଦି ଆପଣ ନିଜର ଶାନ୍ତ ମନରେ ହନୁମାନଙ୍କ ଚାଳିଶା ପଠା କରିବେ ତେବେ ଆପଣଙ୍କ ଜ୍ଞାନେନ୍ଦ୍ରୀୟ ଖୋଲିଯିବ |ଏହି ଚାଳିଶାରେ ଏମିତି ସକାଳ ପଢିବା ଦ୍ଵାରା ଆପଣଙ୍କ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ,ତେଣୁ ଆପଣ ପ୍ରତ୍ୟେକ ଦିନ ସକାଳ ଉଠି ମହାଦେବଙ୍କ ପ୍ରତିରୂପ ହନୁମାନଙ୍କ ସ୍ମରଣ କରିବା ଉଚିତ |

ପ୍ରଥମେ ଆପଣ ସକାଳ ଉଠି ଆପଣଙ୍କ ଉତ୍ତର ଦିଗକୁ ମୁହଁ କରି ବସନ୍ତୁ ପରେ ନିଜ ମନରେ ହନୁମାନଙ୍କୁ ସ୍ମରଣ କରି ତାଙ୍କର ଚାଳିଶା ପଠା କରନ୍ତୁ |ତାହା ଆପଣଙ୍କ ଦିନସାରାର ସମସ୍ୟା ଦୂର କରି ଦେଇଥାଏ, ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ସକାଳ ଏହି ଚାଳିଶା ପଠା କରେ ତେବେ ସେହି ବ୍ୟକ୍ତି ଜୀବନରେ ଏକ ବଡ଼ ସମସ୍ୟାର ସାମ୍ନା କରିନଥାଏ |ହନୁମାନଙ୍କ କୃପାରୁ ସେ ସର୍ବଦା ଭଲରେ ରହିବା ସହିତ ତା ଜୀବନରୁ ସମସ୍ତ ସମସ୍ୟା ଦୂର ହୋଇଯାଏ |

ନିଜ ପରିବାର ସହିତ ସେ ବହୁତ ଖୁସିରେ ରହିଥାଏ, ଏହା ସହିତ ସେହି ବ୍ୟକ୍ତିଙ୍କ ଉପରେ ହନୁମାନଙ୍କ କୃପା ଦୃଷ୍ଟି ରହିଥିବାରୁ ସେ କେବେ କୌଣସି ଅସୁବିଧାର ସମ୍ମୁଖୀନ ମଧ୍ୟ କରେ ନାହିଁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment