ସକାଳ ଉଠିବା ପରେ ନାରୀର ଏହି ଜିନିଷ ଦେଖନ୍ତୁ ନାହିଁ, ନଚେତ ହୋଇପାରେ ସର୍ବନାଶ

0

ସକାଳର ପରିବେଶ ବହୁତ ଶାନ୍ତ ଓ ନିର୍ମଳ ରହିଥାଏ ,ପ୍ରତ୍ୟେକ ବ୍ୟକ୍ତି ଙ୍କ ମନରେ ପ୍ରଭାତର ସୁଚିନ୍ତାଧାରା ଆସିଥାଏ । ଦିନଟି ଯେମିତି ଭଲରେ କଟୁ ତାହା ଚିନ୍ତା କରିଥାଏ , କିନ୍ତୁ ଏମିତି କିଛି ଜିନିଷ ବା ବସ୍ତୁ ରହିଛି ଯାହାର ଦର୍ଶନ ମାତ୍ରକେ ଦିନଟି ଅଶୁଭରେ କଟିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ନାରୀ ମାନଙ୍କ ବିଷୟରେ ଜଣେଇବୁ ଯାହାକୁ ଦେଖିବା ମାତ୍ରେ ସମ୍ପୂର୍ଣ୍ଣ ଦିନଟି ଭଲରେ କଟିନଥାଏ । ବିଭିନ୍ନ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡିଥାଏ , ତେବେ ଆସନ୍ତୁ ଜାଣିବା ସେହି ସବୁ ନାରୀ ମାନଙ୍କ ବିଷୟରେ ।

1. ଚରିତ୍ରହୀନ ନାରୀ :-

ଯଦି ଆପଣ ସକାଳୁ ଉଠିବା ମାତ୍ରେ କୌଣସି ଘମଣ୍ଡି , ଗର୍ବୀ କିମ୍ୱା ଚରିତ୍ରହୀନ ନାରୀ ର ମୁହଁ ଦେଖନ୍ତି ,ତେବେ ଜାଣି ରଖନ୍ତୁ ସେ ଦିନଟି ଆପଣଙ୍କ ପାଇଁ ଆଦୌ ଶୁଭ ନୁହେଁ । କୌଣସି କାରଣ ବଶତଃ ଆପଣ ମାନେ ଟେନସନ ରେ ରହିପାରନ୍ତି ବା କାହା ସହ କଳିଝଗଡା ମଧ୍ୟ ହୋଇପାରେ ।

2. ଭଙ୍ଗାଦର୍ପଣ :-

ଯଦି ପ୍ରଥମେ ସକାଳୁ ଉଠି ଭଙ୍ଗା ଦର୍ପଣ ଉପରେ ନଜର ପଡିଥାଏ , ତେବେ ଏହାକୁ ଅଶୁଭତ୍ୱ ବୋଲି ମାନାଯାଏ । ସେହି ଦିନ କୌଣସି କାର୍ଯ୍ୟରେ ବାହାରିଥିଲେ ନିଶ୍ଚୟ ଅସଫଳ ହେବେ , ତେଣୁ ଘରେ ଯାଥାଶୀଘ୍ର ଭଙ୍ଗା ଦର୍ପଣକୁ ବାହାର କରିଦେବା ପାଇଁ ଚେଷ୍ଟା କରନ୍ତୁ ।

3. କଳିଝଗଡା :-

ଯଦି ସକାଳୁ ଉଠି ଅନ୍ୟ ଘରେ ବା ନିଜ ଘରେ କଳିଝଗଡା ହେଉଥିବାର ଶୁଣୁଛନ୍ତି , ତେବେ କଳିଝଗଡା ରୁ ନିଜକୁ ଦୂରେଇ ରଖନ୍ତୁ । ଏଥି ସହିତ ସକାଳୁ ଉଠି ପ୍ରଥମେ ନିଜର ଦୁଇ ହାତ ପାପୁଲିକୁ ଦେଖନ୍ତୁ ଏବଂ ଭୂମି ମା କୁ ସ୍ପର୍ଶ କରି ପ୍ରାଣାମ କରନ୍ତୁ । ଏପରି କରିବା ଦ୍ୱାରା ଶୁଭଫଳ ପ୍ରାପ୍ତ ହେବା ସହ ଦିନ ଟି ଭଲରେ କଟିଥାଏ ।

4.ସକାଳୁ ଲେଟ୍ ରେ ଉଠିବା :-

ଆଜିର ଯୁବପିଢୀ ମାନେ ସକାଳୁ ବହୁତ ଲେଟ୍ ରେ ଉଠୁଛନ୍ତି , ଯାହା ସେମାନଙ୍କ ଜୀବନଶୈଳୀ ଉପରେ ବହୁତ ପ୍ରଭାବ ପକାଇଥାଏ । ଅନେକ ଅସୁବିଧାର ସାମ୍ନା ମଧ୍ୟ କରିବାକୁ ପଡିଥାଏ । ତେଣୁ ଆପଣ ମାନେ ଚେଷ୍ଟା କରିବେ ଜଲଦି ଉଠିବା ପାଇଁ , ଦେଖିବେ ଆପଣଙ୍କର ଧନ , ବ୍ୟାପାର ବାଣିଜ୍ୟ ସବୁ କ୍ଷେତ୍ରରେ ସଫଳତା ଲାଭ କରିବେ ।

5. ମୁହଁ ନ ଧୋଇଥିବା ବ୍ୟକ୍ତି :-

ଯଦି ଆପଣ ସକାଳୁ ଉଠି କୌଣସି ମୁହଁ ନଧୋଇଥିବା ବ୍ୟକ୍ତିର ମୁହଁ ଦେଖନ୍ତି , ତେବେ ସେହି ଦିନଟି ଆପଣଙ୍କ ପାଇଁ ଅଶୁଭ ଅଟେ । ତେଣୁ ଆପଣ ମାନେ ସର୍ବଦା ସକାଳୁ ଉଠି ଇଶ୍ୱରଙ୍କ ଓ ଗୁରୁଜନ ମାନଙ୍କ ଆଶୀର୍ବାଦ ନିଅନ୍ତୁ ଦିନଟି ଆପଣଙ୍କ ଭଲରେ କଟିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।