ସକାଳୁ ଉଠିବା ସମୟରେ ଚୁପଚାପ କରନ୍ତୁ ଏହି ୧ କାମ ଘରେ ହେବ ଧନର ବର୍ଷା – Sadhu Bani

ହଁ ବନ୍ଧୁ ଗଣ ଆପଣ ମାନେ ଜାଣିଥିବେ କି ଆମେ ମାନେ ଆମ ନିଜର ଅର୍ଥାତ ଗୃହରେ ଶାନ୍ତି ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଥାଉ , ଆଉ ଜ୍ୟାତିଶ ଉପରେ ମଧ୍ୟ ଅନେକ ସମୟରେ ବିଶ୍ୱାସ କରିଥାଉ, ତେବେ ଏପରି କିଛି କାର୍ଯ୍ୟ ମଧ୍ୟ ଆମେ କରିଥାଉ ଯାହା ଦ୍ୱାରା ଆମ ଘର ଉପରେ ଓ ସମସ୍ତଙ୍କ ଉପରେ ଭଲ ପ୍ରଭାବ ପକାଇବା ସହିତ ଧନ ଓ ସମୃଦ୍ଧି ମଧ୍ୟ ବଜାଇ ରହିଥାଏ |ତେବେ ଆସନ୍ତୁ ଯଦି ଆପଣଙ୍କ ଘରେ ଶାନ୍ତି ରହୁନି କି ସବୁବେଳେ କୋଳହ ଲାଗି ରହୁଛି ତାହେଲେ ମୁଁ ଆପଣଙ୍କୁ ଗୋଟିଏ କାର୍ଯ୍ୟ କରିବା ପାଇଁ କହିଁବି, ଯାହା ଯୋଗୁଁ ଆପଣଙ୍କର ବହୁତ ଉନ୍ନତି ହେବ |

ଆପଣଙ୍କୁ ଭୋର ଵା ବଡ଼ି ସକାଳୁ ଉଠି ସ୍ନାନ କାର୍ଯ୍ୟକୁ ସାରିବା ପାଇଁ ପଡିବ , କାରଣ ଆମେ ସମସ୍ତେ ଜାଣିଛୁ କି ସକାଳର ସମୟ ବ୍ରହ୍ମ ସମୟ ହୋଇଥାଏ ଓ ସେହି ସମୟରେ ଦେବତା ମାନେ ସ୍ନାନ କରନ୍ତି | ଆମେ ମାନେ ଯଦି ସକାଳୁ ଉଠି ସ୍ନାନ ସାରିବା ତାହେଲେ ଦିନଟି ଶୁଭମୟ ହୋଇଥାଏ |ତେଣୁ ମହିଳା ମାନେ ସ୍ନାନ ସାରିକି ଗୋଟିଏ ସୂତା ଲୁଗା ପିନ୍ଧିବେ ଓ ପୂର୍ବ ଆଡକୁ ମୁହଁ କରି ବସିବେ, ତାହା ପରେ ଘରେ ପୂର୍ବ ଦିଗକୁ ମୁହଁ କରିକି ବସିବା ଓ କିଛି ଲେମ୍ବୁ, କିଛି କଞ୍ଚା ଲଙ୍କା ଓ କିଛି ସୂତା ନେବା |

ପ୍ରଥମେ ଆମେ ଲେମ୍ବୁ ଓ କଞ୍ଚା ଲଙ୍କା ନେଇ ତାକୁ ସୂତା ସାହାଯ୍ୟରେ ଭଲ ଭାବରେ ବାନ୍ଧି ମାଳା ପ୍ରସ୍ତୁତ କରିବା ଓ ସେଥିରେ କିଛି ନାଲି କୁମକୁମ ଲଗେଇ ଦେବା, ତାପରେ ସେହି ଲେମ୍ବୁରେ ପ୍ରସ୍ତୁତ ମାଳା କୁ ଘରର ଫାଟକ ଆଗରେ ଟାଙ୍ଗୀ ଦେବା ଯେପରି ପବନ ହେଲେ ସେହି ଲେମ୍ବୁରୁ ପବନ ବାଜି ଘର ଭିତରେ ପ୍ରବେଶ କରିବ | ଆଇ ଯାହା ଫଳରେ ଆପଣଙ୍କ ଘରରେ ସୁଖ ଓ ଶାନ୍ତି ଓ ସମୃଦ୍ଧି ଭରିଯିବ |

ଏହା ଛଡା ଆପଣ ମାନେ ଏହି ଲେମ୍ବୁ ର ମାଳାକୁ କୌଣସି ଶୁଭ କାର୍ଯ୍ୟରେ ଶୁଭାରମ୍ଭ ବେଳେ ଵା ଆପଣଙ୍କ ଦୋକାନରେ କୌଣସି ବ୍ୟବସାୟ ଘରେ ଵା ଆପଣଙ୍କ ଗାଡ଼ିରେ ମଧ୍ୟ ଲଗାଇ ପାରିବେ, ଯଦି ଆପଣଙ୍କର ଚାକିରୀ ଜଣିତ ସମସ୍ୟା ଦେଖା ଦେଇଛି ଵା ଆପଣଙ୍କ ବିବାହ ହେଉନାହିଁ ତାହେଲେ ମଧ୍ୟ ଆପଣ ଏହି ଭଳି ଉପାୟ ଅବଲମ୍ବନ କରି ଆପଣଙ୍କର ସମସ୍ତ ପ୍ରକାରର ଅସୁବିଧାକୁ ମଧ୍ୟ ସବୁଦିନ ପାଇଁ ଦୂର କରିପାରିବେ, ଏପଟି କରିବା ଯୋଗୁଁ ଆପଣଙ୍କ ଜୀବନ ଖୁସିରେ ଭରିଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment