ସମାଜସେବୀ Madumita Ratha ଖୋଲି ଦେଲେ ସବୁ ଗୁମର ! ବାପା-ପୁଅ ମିଶି କରି ଗୋଟେ Plan କରିଛନ୍ତି…ଶୁଣିଲେ ଆପଣ ବି ପ୍ରଶଂସା କରିବେ…ଦେଖନ୍ତୁ ଭିଡ଼ିଓ

0

ଆଜିକାଲିର ଆଧୁନିକ ଯୁଗରେ ଯୁବକ ଯୁବତୀ ମାନେ ଭଲ ପାଇ ବିବାହ କରୁଛନ୍ତି। ପୂର୍ବରୁ ଭଲ ପାଇ ବିବାହ ବହୁତ କମ ଥିଲା। ଏପରି କି ଉଭୟ ପୁଅ ଝିଅ ନ ଦେଖି ବିବାହ କରିବା ପାଇଁ ରାଜି ହୋଇଯାଉଥିଲେ। ବର୍ତ୍ତମାନ ସମୟରେ ଯୁଗ ବହୁତ ପରିବର୍ତ୍ତନ ଆସିଗଲାଣି। ପ୍ରଥମ ଦେଖାରେ ପୁଅ ଝିଅ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇ ଯାଉଛି। ଅଧିକାଂଶ ସମୟରେ ଦେଖିବା ପାଇଁ ମିଳୁଛି କି ଉଭୟ ପୁଅ ଝିଅ ବିବାହ ପୂର୍ବରୁ ମଧ୍ୟ ଶାରୀରିକ ସମ୍ପର୍କ ରଖୁଛନ୍ତି। ଯାହା ଆମ ସମାଜ ବିରୋଧୀ କାର୍ଯ୍ୟ ହୋଇଥାଏ।

ତେବେ ଘର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଯୁବକ ଯୁବତୀ ଵିଵାହ କରୁଛନ୍ତି। ଏହାପରେ ପିତା ମାତା ଵିଵାହରେ ଅସନ୍ତୋଷ ପରେ ଆରମ୍ଭ ହୋଇଯାଉଛି ସଂପର୍କର ଫାଟ। ଅନେକ କ୍ଷେତ୍ରରେ ମହିଳା ମାନେ ଅଧିକ ନିର୍ଯାତନାର ଶିକାର ହୋଇଥାନ୍ତି।ଶେଷରେ କୋର୍ଟ କଚେରୀ ଦୌଡ଼ି ଦୌଡ଼ି ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏଭଳି ଅନେକ ଘଟଣା ଆମ ସମାଜରେ ଦେଖିବା ପାଇଁ ମିଳିଥାଏ। ଓଡ଼ିଶାରେ ମଧ୍ୟ ଏଭଳି କିଛି ଘଟଣା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ତପସ୍ୱିନୀଙ୍କ ଘଟଣା ନିଉଜ ହେଡ଼ଲାଇନ ହୋଇ ରହିଛି। ତପସ୍ୱିନୀଙ୍କ ସମର୍ଥନ ରେ ଅନେକ ଅନେକ ଲୋକ ବାହାରୁଛନ୍ତି।

ତେବେ ବର୍ତ୍ତମାନ ସମୟରେ ସମାଜସେବୀ ମଧୁସ୍ମିତା ରଥ ସୁମିତଙ୍କୁ ଏମିତି କିଛି କହିଲେ। ତେବେ ଆପଣ ସମସ୍ତେ ଜାଣିଛନ୍ତି ସ୍ୱାମୀ ପାଖରେ ରହିବା ପାଇଁ ତପସ୍ୱିନୀ ଶ୍ୱଶୁର ଘର ଆଗରେ ବସି ରହିଛନ୍ତି। ପ୍ରଥମେ ତପସ୍ୱିନୀ କୋର୍ଟରେ ଅପିଲ କରିଥିଲେ ନିଜ ସ୍ୱାମୀ ପାଖରେ ରହିବା ପାଇଁ ପ୍ରଥମେ ଯେଉଁ ବିଚାର ହୋଇଥିଲା। ଏହାପରେ ଦିତୀୟ ଥର କୋର୍ଟ ରାୟ ଶୁଣାଣି ହୋଇଥିଲା। କୋର୍ଟ ଜଜ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ଶୁଣିବା ପରେ ସମସ୍ତେ ପ୍ରଶଂସା ମଧ୍ୟ କରିଥିଲେ। ତେବେ କୋର୍ଟର ନିଷ୍ପତ୍ତି ଏହା ଥିଲା ଯେ ସେମାନେ ଦୁହେଁ ୭ ଦିନ ଏକାଠି ହୋଇ ରହିବେ।

ତାଙ୍କ ପାଖକୁ କେହିବି ଯିବେ ନାହିଁ। ହେଲେ ସବୁ ଠାରୁ ବଡ଼ କଥା ହେଉଛି ଉଭୟ ଏକାଠି ରହିବା ପରେ ଜନ ସାଧରଣ ଚିନ୍ତା କରିଥିଲେ ଯେ ସେମାନେ ପୁଣି ଥରେ ଏକାଠି ହୋଇଯିବେ ଭଲ ପାଇବା ପୁଣି ଥରେ ଫେରି ଆସିବ। ସମାଜସେବୀ ମଧୁସ୍ମିତା ରଥଙ୍କ କହିବା କଥା ଯେ ସୁମିତ ର ସବୁ ଭୁଲ ଅଛି କାରଣ ସୁମିତ ପ୍ରଥମେ ତାଙ୍କୁ ଭଲ ପାଇ ପିଲା ନଷ୍ଟ କରିଥିଲେ। ତାଙ୍କୁ ମଧ୍ୟ କୋର୍ଟ ରେ ବିବାହ ମଧ୍ୟ କରିଥିଲେ। କୋର୍ଟର ନିୟମ ମଧ୍ୟ ମାନି ନାହାନ୍ତି। ଫେରାର ହୋଇ ଯାଇଛନ୍ତି କେବଳ ଓଡିଆ କରି ପଠେଇ ଦେଉଛନ୍ତି। ଆଉ କହୁଛନ୍ତି ଯେ ତାଙ୍କର ଦେହ ଅସୁସ୍ତ ଥିଲା। ସେଥିପାଇଁ ସେ ବର୍ତ୍ତମାନ ବେଡ଼ ରେଷ୍ଟ କରୁଛନ୍ତି। ଯାହାବି ହେଉ ସୁମିତ ଚାହିଁଲେ ପୁଣି ଥରେ ସବୁ ସମସ୍ୟାର ସମାଧାନ ହୋଇ ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।