ଦେଖନ୍ତୁ ଭିଡିଓ – ସାମାନ୍ୟ ଅଭିନୟ କୁ ନେଇ ହିରୋଇନ୍ ସୁପ୍ରିୟା ଆଉ ସୁପରଷ୍ଟାର ସିଦ୍ଧାର୍ଥ ଙ୍କ ମଧ୍ୟରେ ଝଗଡା କ’ଣ କ୍ୟାମେରା ପଛରେ…

0

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି। ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ସବୁ ବେଳେ ସେ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି । ବର୍ତ୍ତମାନ ସିଦ୍ଧାର୍ଥ ମହାପାତ୍ର ସୁପ୍ରିୟା ସହିତ ଝଗଡା କରିଥିବାର ନଜର ଆସିଛନ୍ତି ତେବେ କଣ ରହିଛି ଏହାର ସତ୍ୟତା ଆସନ୍ତୁ ଜାଣିବା।ତେବେ ଆପଣ ମାନେ ଅଲିଉଡ ର ସୁପର ଷ୍ଟାର୍ ସିଦ୍ଧାର୍ଥ ମହାପାତ୍ର କୁ ଭଲ ଭାବରେ ଜାଣି ଥିବେ ।ତେବେ ଅଲିଉଡ ର ସବୁଠୁ ଲୋକପ୍ରିୟ ଅଭିନେତା ଅଟନ୍ତି ଓ ସୁପର୍ ଷ୍ଟାର୍ ମଧ୍ୟ ।

ଯୁବକ ଠାରୁ ଆରମ୍ଭ କରି ବୃଦ୍ଧା ହେବା ଯାଏଁ ଅଭିନୟ ସେ କରିଛନ୍ତି। ତାଙ୍କ ସିନେମା ଦେଖିଲେ ଲୋକ ମାନଙ୍କ ହାତରୁ ତାଳି ବନ୍ଦ ହୁଏ ନାହିଁ କି ପାଟିରୁ ପ୍ରଶଂସା ସରେ ନାହିଁ। ପ୍ରାୟ ସୁପରହିଟ ଫିଲ୍ମ୍ ମାନଙ୍କ ରେ ତାଙ୍କର ଜବରଦସ୍ତ କମେଡି ମଧ୍ୟ ଦେଖିବା ପାଇଁ ମିଳି ଥାଏ। ଏହା ସହିତ ପ୍ରାୟ ସବୁ ଫିଲ୍ମ୍ ରେ ତାଙ୍କ ସୁପର୍ ହିଟ୍ ଅଭିନୟ ଦେଖିବାକୁ ମିଳେ।ଅନେକ ଫିଲ୍ମ୍ ରେ ନିଜ ର ଅନେକ ପ୍ରକାର କଳା ର ପ୍ରଦର୍ଶନ କରି ଦର୍ଶକ ମାନଙ୍କ ର ଖୁବ୍ ମନ ଜିତି ଥାଆନ୍ତି ସିଦ୍ଧାର୍ଥ ମହାପାତ୍ର।

ତାଙ୍କ ଅଭିନୟ ପାଇଁ ସେ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ସେ ସବୁବେଳେ ଚର୍ଚ୍ଚିତ ଥାଆନ୍ତି। ସେ ନିଜ ର କ୍ୟାରିୟର ର ଆରମ୍ଭ ରୁ ହିଁ ଇଣ୍ଡଷ୍ଟ୍ରି କୁ ବହୁତ ସୁପର୍ ହିଟ୍ ମୁଭି ସବୁ ଦେଇଛନ୍ତି ନିଜର ଦାଇଲଗ୍ ଓ ଅଭିନୟ ତଥା ନିଜ ର କ୍ୟରେକ୍ଟର ପାଇଁ ମଧ୍ୟ ସେ ଜଣେ ବହୁତ ଚର୍ଚ୍ଚିତ ଓ ଲୋକ ପ୍ରିୟ କଳାକାର ଅଟନ୍ତି । ତେବେ ବର୍ତ୍ତମାନ ସେ ସିନେମା ଜଗତ ରୁ ଦୂରେଇ ଯାଇ ଧାରାବାହିକ ରେ ନଜର ଆସୁଛନ୍ତି।

ଆପଣ ମାନେ ନିଶ୍ଚୟ ଭାବେ ଜାଣିଥିବେ ଜି ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା କେମିତି କହିବି କହ ଧାରାବାହିକ ରେ ନାୟକ ଭାବରେ ଦେଖିବାକୁ ମିଳିଛି ଅଲିଉଡ ସୁପର୍ ଷ୍ଟାର୍ ସିଦ୍ଧାର୍ଥ ମହାପାତ୍ର ଙ୍କୁ । ତାଙ୍କ ଜୀବନ ରେ ଏହା ତାଙ୍କର ପ୍ରଥମ ଧାରାବାହିକ ଅଟେ । ତାଙ୍କର ଏହି ଧାରାବାହିକ ରେ ତାଙ୍କ ସହିତ ନାୟିକା ଭାବେ ଅଭିନୟ କରିଛନ୍ତି ସୁପ୍ରିୟା। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏକ ଭିଡିଓ ବହୁତ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡିଓ ରେ ସିଦ୍ଧାର୍ଥ ମହାପାତ୍ର ଓ ସୁପ୍ରିୟା ଝଗଡା ହେଉଥିବାର ଦେଖିବାକୁ ମିଳିଛି।

ତେବେ ଆପଣ ଙ୍କୁ ଜଣାଇ ଦେଉଛୁ ଯେ ଏହି ଭିଡିଓ ରେ ସେମାନେ ମସ୍ତି ପାଇଁ ଝଗଡା ପରି ଅଭିନୟ କରି ଅଛନ୍ତି । ସିଦ୍ଧାର୍ଥ ମହାପାତ୍ର ସୁପ୍ରିୟା ଙ୍କୁ କହିଛନ୍ତି ଯେ ଯଦି ସେ ତାଙ୍କ ଠାରୁ ଭଲ ଅଭିନୟ କରିବେ ତେବେ ସେ ବହୁତ୍ ଖୁସି ହେବେ ବୋଲି । ଏହା ତାଙ୍କର ଏକ ଅଫ୍ ସ୍କ୍ରିନ୍ ମସ୍ତି ଏଥିରେ କୌଣସି ସତ୍ୟତା ନାହିଁ। ତେବେ ଆପଣ ଙ୍କୁ ଏହି ଧାରାବାହିକ ଟି କିପରି ଲାଗୁଛି ଆମକୁ କମେଣ୍ଟେ ମାଧ୍ୟମ ରେ ନିଶ୍ଚୟ ଜଣାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।