ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ସମାଜରେ ଅନୀତି,ଅତ୍ୟାଚାର ଓ ଅନ୍ୟାୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ମାଡ଼ପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ସମାଜରେ ଲୋକ ମାନେ ହିଂସ୍ର ପାଲଟିବା ସହିତ ଲୋକ ମାନଙ୍କୁ ଜୀବନରୁ ମାରିବା ପାଇଁ ମଧ୍ୟ ପଛ ଘୁଞ୍ଚା ଦେଉ ନାହାନ୍ତି। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ସେମାନଙ୍କ ମନରେ ଭୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ସେମାନେ ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ଏଭଳି ଖବର ଦେଖିବା ପାଇଁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି କିଛି ନୃଶଂସ ବ୍ୟକ୍ତି ମାନେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଜଣେ ଯୁବକଙ୍କୁ ମାରି ଦେଇଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;
ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱରରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ୨ ଟି ପରିବାରର ସଦସ୍ୟ ମାନେ ମଦ ବେପାର କରନ୍ତି। ରାସ୍ତା କଡରେ ବସି ମଦ ପିଇ ଜୁଆ ମଧ୍ୟ ଖେଳି ଥାଆନ୍ତି ତାଙ୍କର ଏହା ହେଉଛି ନୀତି ଦିନିଆ କାର୍ଯ୍ୟ ଅଟେ। ଦିନେ ସେହି ନୃଶଂସ ବ୍ୟକ୍ତି ମାନେ ମଦ ପିଇ ଆସି ଲୋକ ମାନଙ୍କୁ ଖରାପ ଭାଷାରେ ଗାଳି ଗୁଳଜ କରୁଥିଲେ।
ତେବେ ଏହି ଘଟଣାଟି ଜଣେ ଯୁବକଙ୍କ ନଜରେ ପଡି ଯିବାରୁ, ନୃଶଂସ ବ୍ୟକ୍ତି ମାନଙ୍କୁ ପାଟି କରିବାକୁ ଲାଗିଲେ ଓ ଯୁବକଙ୍କ କଥା ନ ଶୁଣି ତାଙ୍କୁ ଛୁରୀରେ ଭୁଷି ରକ୍ତାକ୍ତ କରି ଦେଇଥିଲେ। ଏହା ଦେଖି ଯୁବକଙ୍କ ଭଉଣୀ ଓ ପରିବାର ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ସେମାନଙ୍କୁ ଧରିବା ସମୟରେ ଯୁବକଙ୍କ ହାତ ଛାଡ଼ି ଖସି ପଳାଇ ଯାଇଥିଲେ। ତା ପରେ ତାଙ୍କ ପରିବାର ଲୋକ ମାନେ ଯୁବକ ଜଣଙ୍କୁ ମେଡିକାଲରେ ନେଇ ଭର୍ତ୍ତି କରିଥିଲେ, ସେଠି ତାଙ୍କୁ ଡାକ୍ତର ଦେଖି ମୃତ ବୋଲି ଘୋଷଣା କରିଥିଲେ। ସେହି ବ୍ୟକ୍ତି ମାନଙ୍କୁ ଧରି ଉଚିତ ଦଣ୍ଡ ଦିଆ ଯିବା ସହିତ ଯୁବକଙ୍କୁ ନ୍ୟାୟ ଦିଆ ଯାଇ ବୋଲି ତାଙ୍କ ଭଉଣୀ କାନ୍ଦି କାନ୍ଦି ଅନୁରୋଧ କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।