ସମସ୍ତଙ୍କୁ ପଛରେ ପକାଇ ମାରାଥନ ରେସରେ ମେଡାଲ ଜିତିଲା ବତକ, ଦେଖଲେ ଆପଣ ହେବେ ଆଶ୍ଚର୍ଯ୍ୟ… ଦେଖନ୍ତୁ Video

ବେଳେ ବେଳେ ଏମିତି କିଛି ଅଭୂତ ଦୃଶ୍ୟ ସୋସିଆଲ ମିଡ଼ିଆରେ ନଜରକୁ ଆସିଥାଏ ଯାହା ଏବେ ଏଠାରେ ଆପଣ ମଧ୍ୟ ଦେଖିବାକୁ ପାଇଥିବେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଆଉ ଗୋଟିଏ ପକ୍ଷୀ ଏମିତି କିଛି କରିଛି ଝାକୁ ଆପଣ ବୋଧ ହୁଏ କେବ ନ ଥିବେ। ଏହି ଠାରେ ଅଭୂତ ଦୃଶ୍ୟ ଗୋଟିଏ ଦେଖିବାକୁ ମିଳିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି। ଆଉ ଏବେ ସେହି ଭିଡ଼ିଓ ଟିରେ ଏମିତି କିଛି ଭିଡ଼ିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି।

ଆଉ ସେହି ଭିଡ଼ିଓ ଟିରେ ଏମିତି ଏକ ପକ୍ଷୀ ଟିଏ ନଜରକୁ ଆସିଛି ଆଉ ତାହାର ଏମିତି କାର୍ଯ୍ୟ କଳାପ ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଆଉ ସେହି ପକ୍ଷୀ ଟି ହୋଇଛି ବତକ ଯିଏ ଏକ ଅଭୂତ କାମ କରିଛି। ଏହୂ ଭିଡ଼ିଓ ଟିରେ ତାହାର ଏହିଭଳି କାର୍ଯ୍ୟ ପାଇଁ ବର୍ତ୍ତମାନ ସେ ସୋସିଆଲ ମିଡ଼ିଆରେ ଜୋର ରେ ଚର୍ଚ୍ଚା ଧରିଛି। ଏହି ଭିଡ଼ିଓ ରେ ଏମିତି ଏକ ପକ୍ଷୀ ର କାର୍ଯ୍ୟ କଳାପ ଭାଇରଲ ହେବା ପରେ ସୋସିଆଲ ମିଡ଼ିଆ ୟୁଜର ମାନେ ମଧ୍ୟ ଏହାକୁ ବେଶ ପ୍ରଶଂସା ମଧ୍ୟ କରିଛନ୍ତି ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ ଏଭଳି ସମୟରେ ସମସ୍ତେ ତାହାକୁ ମଧ୍ୟ ଶେୟାର କରିଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି।

ସେଠାରେ ଏକ ମାରାଥନ ଦୌଡ଼ ପ୍ରତିଯୋଗିତା ହୋଇ ଥିବାର ଭିଡ଼ିଓ ଦେଖିବାକୁ ମିଳିଛି ଯେଉଁଠି ସମସ୍ତେ ଲୋକ ମାନଙ୍କ ସହିତ ଏକ ବତକ ଟିଏ ମଧ୍ୟ ଭାଗ ନେଇଛି ଯାହା ଏଠାରେ ଜାଣିବାକୁ ମିଳିଛି। ଏହି ଭିଡ଼ିଓ ଟିକୁ ଦେଖିବା ପରେ ପ୍ରଥମେ ବିଶ୍ଵାସ କରିବେ ନାହୁଁ କିନ୍ତୁ ତାହା ସତ ଆଉ ଏତେ ଲୋକ ମାନଙ୍କ ମଧ୍ୟରେ ମଧ୍ୟ ଏକ ଚଢେଇ ଏଥିରେ ଭାଗ ନେଇଥିବା ସୁଚନା ଏଠାରେ ସୂଚନା ମିଳିଛି। ଏବେ ସେହି ବତକ ମଧ୍ୟ ଲୋକ ମାନଙ୍କ ସହିତ ଦଉଡି ଥିବାର ଭିଡ଼ିଓ ଆପଣ ମାନେ ମଧ୍ୟ ଦେଖିଥିବେ କାହା ସମସ୍ତଙ୍କୁ ଚମକାଇ ଦେଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଚର୍ଚ୍ଚା ଧରିଛି।

ଏହି ଭିଡ଼ିଓ ଟିରେ ସେହି ବତକ ଟି ଏମିତି କିଛି କରି ଚାରିଆଡେ ପ୍ରଶଂସା ର ସୁଅ ମଧ୍ୟ ଛୁଟୁଛି ଯାହା ଏଠାରେ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ସେହି ବତକ ମଧ୍ୟ ଏହି ଦୌଡ଼ ରେ ଏକ ପ୍ରାଇକ ମଧ୍ୟ ପାଇଥିବା ନେଇ ସୂଚନା ମିଳିଛି ଯାହା ଏଠାରେ ଆପଣ ମଧ୍ୟ ଶୁଣିବକୁ ପାଇଥିବେ। ଏହୂ ବତକ ଟି ଦୌଡ଼ ରେ ଭାଗ ନେଇଥିଲେ ନିୟୁର୍କ ରେ ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ ବତକ ଟିର ଏମିତି କାମ କୁ ଏବେ ସୋସିଆଲ ମିଡ଼ିଆରେ ସମସ୍ତେ ପ୍ରଶଂସା ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment