Exclusive : ସାମ୍ନାକୁ ଆସିଲା ତିନିଟି ସ୍ତ୍ରୀ ଥିବା ରସିକ ନାଗରଙ୍କ କାରନାମା…ମଝିଆଁ ସ୍ତ୍ରୀର ଉତ୍ପାତରେ ବଡ,ସାନ ବେହାଲ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ କଥାଟି ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ,ଏ ସମାଜରେ ଏମିତି ଘଟଣା ଘଟି ଥିବା ରେ ଆପଣ ମାନେ ଖୁବ କମ ଦେଖିଥିବେ |ହେଲେ ଆଜିର ଏହି ଘଟଣା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ବୋଲି କୁହାଯାଇଛି | ମିଳିଥିବା ସୂଚନା ଅନୁଯାୟୀ ସଞ୍ଜୟ ସେଠୀ ନାମକ ଜଣେ ଯୁବକ ବୟସ 46 ସେ ପ୍ରଥମେ ଜଣଙ୍କୁ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି |ହେଲେ ସେ ଲୁଚି ଛପି ଆଉ ଦୁଇ ଜଣଙ୍କୁ ବିବାହ କରିବା କଥା ପ୍ରଥମ ସ୍ତ୍ରୀ ଙ୍କୁ ଓଜଣା ଥିଲା ବୋଲି କହିଛନ୍ତି, ଆଉ ଯୋଉ ଘଟଣା କୁ ନେଇକି ଆଜି ସେସିଆଲ ମିଡିଆରେ ଭାଇରାଲ ହେଉଛି |ତାହାଲେ ଆସନ୍ତୁ ଜାଣିବା ସମସ୍ତ ଘଟଣା ବିଷୟରେ ଜାଣିଵା ଯାହା ଏବେ ଚର୍ଚ୍ଚା ବିଷୟ ପାଲଟିଛି |

ଏମିତି ଏକ ଅଭାବନିୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନାରେ ଆନ୍ତର୍ଗତ ଏକ ଗ୍ରାମରେ ମିଳିଥିବା ସୂଚନା ଅନୁଯାୟୀ ସଞ୍ଜୟ ସେଠୀ ନାମକ ଜଣେ ଯୁବକ ତିନି ଜଣ ଙ୍କୁ ବିବାହ କରିଥିଲେ |ହେଲେ ବିବାହ ହେଲେ ତିନି ଜଣଙ୍କୁ ବିବାହ କରିଥିଲେ ମଧ୍ୟ ତାଙ୍କର ଏଯାଏ ମନ ପୁରି ନାହିଁ ବୋଲି କହି ଅଭିଯୋଗ ଆଣିଲେ ପ୍ରଥମ ତୃତୀୟ ସ୍ତ୍ରୀ ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ପ୍ରଥମ ସ୍ତ୍ରୀ କଣ କହୁଛନ୍ତି ତାଙ୍କର ସ୍ୱାମୀ ସଞ୍ଜୟ ସେଠୀ ଙ୍କ ବିଷୟରେ|

ପ୍ରଥମ ସ୍ତ୍ରୀ ର ଅଭିଯୋଗ ଏହା ଯେ ଦର୍ଘ 17 ବର୍ଷ ଧରି ମୁ ତାଙ୍କୁ ବିବାହ କରିଥିଲି,ହେଲେ ଅଭିଯୋଗ ମୁ କରିନାହିଁ ମୋ ପୁଅ କରିଛି କାରଣ ସିଏ ତାର ଅଧିକାର ପାଇଁ ଅଭିଯୋଗ କରିଛି |ତାଙ୍କ କହିବା କଥା ଅନୁଯାୟୀ ତାଙ୍କର ପୁଅ ର ପାଠ ପଢା ଖର୍ଚ୍ଚ ଓ ଟୁଇସନ ଫି ଆଦି ବାବଦରେ ଯେତେବେଳେ ତାଙ୍କ ସ୍ତ୍ରୀ ମାଗୁଥିଲେ | ସେତେବେଳେ ସଞ୍ଜୟ ସେଠୀ ତାଙ୍କ ସହିତ ପୁଣି ଥରେ ରିଲେସନ ରହିବାକୁ ସଞ୍ଜୟ କହିଥିଲେ ଦେଲେ ଯାଇ ସେ ପିଲା ର ପାଠ ପଢା ଖର୍ଚ୍ଚ ଦେବେ ବୋଲି ସେ କହିଥିଲେ |

ତେବେ ଏହି ସବୁ ଘଟଣା ପରେ ବି ସେ ଆଉ ଜଣଙ୍କୁ ବିବାହ କରିବା କଥା ତାଙ୍କର ପ୍ରଥମ ସ୍ତ୍ରୀ ଜାଣିନଥିଲେ,ଏହି ପରି ଭାବରେ ତାଙ୍କର ତୃତୀୟ ସ୍ତ୍ରୀ ମଧ୍ୟ ଯାଇ ଥାନାରେ ଉପସ୍ଥିତ ହେଇ ଅଭିଯୋଗ ଆଣିଥିଲେ ତାଙ୍କ କହିବା କଥା ଅନୁଯାୟୀ 10 ଦିନ ପୂର୍ବରୁ ତାଙ୍କୁ ଫୋନ ରେ ଧମକ ମିଳିଥିଲା ଓ ଏହି ଧମକ ତାଙ୍କର ପ୍ରଥମ ସ୍ତ୍ରୀ ଦେଇଛନ୍ତି ବୋଲି କହିଛନ୍ତି |

ସିଏ ବିବାହ କରିବା ପୂର୍ବରୁ ତାଙ୍କର ବିବାହ ହେଇଛି ବୋଲି ସେ ଜାଣିନଥିଲେ, ଏବେ ମାର୍ଶାଘାଇ ଥାନା ଘଟଣା ର ତଦନ୍ତ ଆରମ୍ଭ କରି ସେମାନଙ୍କୁ ନ୍ୟାୟ ଦେବ କି ନାହିଁ ତାହା ଏଯାଏ ଜଣା ପଡିନାହିଁ | ହେଲେ ମାର୍ଶାଘାଇ ପୋଲିସ ଚନ୍ଦନ ଜେନା ମାନେ ସଞ୍ଜୟ ସେଠୀ ଙ୍କୁ ଥାନାରେ ଅଟକି ରଖି ତଦନ୍ତ ଆରମ୍ଭ କରିଛି |ତେବେ ଏହା ଥିଲା ପୁରା ଘଟଣା ର ସତ୍ୟତା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment